fbpx

Big Breaking: ରାମ ମନ୍ଦିର ଉଦଘାଟନ ପୂର୍ବରୁ ଉତ୍ତରପ୍ରଦେଶରେ ଧରାପଡିଲା ISIS ଆତଙ୍କବାଦୀ

ଲକ୍ଷ୍ନୌ: ଆତଙ୍କବାଦୀ ସଂଗଠନ ISISର ଜଣେ ଆତଙ୍କବାଦୀକୁ ଉତ୍ତରପ୍ରଦେଶ ଏଟିଏସ୍ ଅଲିଗଡରୁ ଗିରଫ କରିଛି । ଏହି ଆତଙ୍କବାଦୀର ନାମ ଫୈଜାନ ବକ୍ତିଆର ଥିଲା ଯାହା ମୁଣ୍ଡ ଉପରେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା…

ପ୍ରସବ ଯନ୍ତ୍ରଣା କମ୍ କରିବାକୁ ଲଗାତର ୫ ଘଣ୍ଟା ଗୀତ ଗାଇଲେ ମହିଳା, ସ୍ୱାମୀ ବଜାଇଲେ ଗୀତାର

ନୂଆଦିଲ୍ଲୀ: ମା’ ହେବା ମହିଳାଙ୍କ ଲାଗି ଏକ ବହୁତ ସୁନ୍ଦର ଅନୁଭବ । କିନ୍ତୁ ପ୍ରସବ ସମୟ ମହିଳାଙ୍କ ଲାଗି ବହୁତ ଯନ୍ତ୍ରଣାମୟ ହୋଇଥାଏ । ଏହି ସମୟର ଯନ୍ତ୍ରଣାକୁ କେବଳ ଜଣେ ମା’ ହିଁ ବର୍ଣ୍ଣନା କରିପାରିବ । ସିଏଟଲର…

୧୯୫୦ରୁ ତମ୍ବୁ ତଳେ ରହି ଆସୁଥିବା ରାମଲଲା ଏବେ କେଉଁଠି ରହିବେ? କ’ଣ କହିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମହାସଚିବ

ଅଯୋଧ୍ୟା: ରାମ ନଗରୀ ଅଯୋଧ୍ୟାରେ ବୈଦିକ ମନ୍ତ୍ରୋଚାର ସହିତ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ ବିଧିବଦ୍ଧ ଭାବରେ ଆରମ୍ଭ ହୋଇସାରିଛି । ୨୨ ଜାନୁୟାରୀରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । କିନ୍ତୁ ଆଜି…

୫୦୦ ମିଟର ଖାଇକୁ ଖସିପଡିଲା ବୋଲେରୋ, ଘଟଣାସ୍ଥଳରେ ୫ ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ ଏବେ ଏକ ମର୍ମନ୍ତୁଦୂ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଏହି ଦୁର୍ଘଟଣାରେ ଗୋଟିଏ ଶବକୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୪ଟି ଶବକୁ ବାହାର…

ଟାଟା ଷ୍ଟିଲ ଚେସ୍ ଟୁର୍ଣ୍ଣାମେଣ୍ଟ: ବିଶ୍ୱ ଚାମ୍ପିଅନ ଡିଙ୍ଗ୍ ଲିରେନଙ୍କୁ ଧୂଳି ଚଟାଇଲେ ପ୍ରଜ୍ଞାନନନ୍ଦ, ବିଶ୍ୱନାଥନ ଆନନ୍ଦଙ୍କୁ ବି ପଛରେ…

ନୂଆଦିଲ୍ଲୀ:ଭାରତର ଯୁବ ଚେସ୍ ସୁପରଷ୍ଟାର ଆର୍ ପ୍ରଜ୍ଞାନନନ୍ଦଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଟାଟା ଷ୍ଟିଲ ଚେସ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ପର୍ଯ୍ୟାୟରେ ଚୀନ୍‌ର ବିଶ୍ୱ ଚାମ୍ପିଅନ ଡିଙ୍ଗ୍ ଲିରେନଙ୍କୁ ସେ ହରାଇ…

ଆର୍ଥିକ ଦୃଷ୍ଟିରୁ LIC ହେଲା ସବୁଠାରୁ ବଡ ସରକାରୀ କମ୍ପାନୀ, SBI କୁ ପଛରେ ପକାଇଦେଲା

ନୂଆଦିଲ୍ଲୀ: ସେୟାର ବଜାରରେ ମାନ୍ଦାବସ୍ଥା ସତ୍ତ୍ୱେ ବୁଧବାର ଏଲଆଇସିର ସେୟାରରେ ଜବରଦସ୍ତ ବୃଦ୍ଧି ପରିଲକ୍ଷିତ ହୋଇଛି । ପ୍ରଥମରୁ ଏହା ୨% ବୃଦ୍ଧି ସହିତ ୯୧୯.୪୫ ଟଙ୍କାରେ କାରବାର କରୁଥିବାର ଦେଖିବାକୁ ମିଳିଥିଲା । ଗତ…

(video)ଦୁନିଆକୁ ଅଲ୍‌ବିଦା କହିବା ପୂର୍ବରୁ ଲତାଜୀ ରେକର୍ଡ କରିଥିଲେ ପ୍ରଭୁ ଶ୍ରୀରାମଙ୍କ ଏହି ଶ୍ଲୋକ, ପ୍ରଧାନମନ୍ତ୍ରୀ ମୋଦୀ ସେୟାର କଲେ…

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ଦେଶର କୋଣ ଅନୁକୋଣରେ ଲୋକମାନେ ଏହାକୁ ଏକ ପର୍ବ ଭାବରେ ପାଳନ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଜନତାଙ୍କୁ ଏହି…

ସାମ୍ନାକୁ ଆସିଲା ଏକ ସଙ୍ଗୀନ ମାମଲା, ଦୋକାନରୁ ମହଙ୍ଗା ପୋଷାକ ଚୋରି କଲେ ମହିଳା ସାଂସଦ

ନୂଆଦିଲ୍ଲୀ: ରାଜନୈତିକ ଓ ସାମାଜିକ ପଦପଦବୀରେ ବସିଥିବା ସମସ୍ତ ବ୍ୟକ୍ତିଙ୍କ ଠାରୁ ଲୋକମାନେ ଭଲ କାମ ଆଶା କରିଥାନ୍ତି । କିନ୍ତୁ ଜଣେ ସାଂସଦ ଯଦି ଚୋରୀ ପରି ଘୃଣ୍ୟ କାର୍ଯ୍ୟ କରିବେ ତେବେ ଆପଣଙ୍କୁ ଏହା ନିଶ୍ଚୟ…

ଭାରତକୁ ଡରାଇବାକୁ ମାଳଦ୍ୱୀପ କିଣୁଛି ଘାତକ ଡ୍ରୋନ୍‌, ଏହି ଦେଶ ସହ କରିଛି ଡିଲ୍‌

ନୂଆଦିଲ୍ଲୀ:ମାଳଦ୍ୱୀପର ଭାରତ ବିରୋଧୀ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁ ଲଗାତର ଭାରତ ବିରୋଧୀ ବୟାନ ଓ କାର୍ଯ୍ୟ କରିବାରେ ଲାଗିଛନ୍ତି । ତେବେ ଚୀନ୍ ଗସ୍ତ ପରେ ମୁଇଜୁଙ୍କର ଭାରତକୁ ନେଇ ବୟାନ ଅଧିକ ତୀକ୍ଷ୍ଣ ହେବାରେ…

ସରକାର ବଢାଇଦେଲେ ସ୍କୁଲ ଛୁଟି ସମୟ, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ସ୍କୁଲ ଛୁଟି ସମୟ ବଢାଇ ଦିଆଯାଇଛି । ରାଜ୍ୟରେ ମୋଟ ୧.୫୦ ଲକ୍ଷରୁ ଅଧିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ରହିଛି । ଏହି ସମସ୍ତ ସ୍କୁଲ ପୂର୍ବରୁ ୩୧ ଡିସେମ୍ବରରୁ ୧୪ ଜାନୁୟାରୀ…