ମୃତ୍ୟୁ ପରେ ଜୀବିତ ହୋଇଥିବା ମହିଳାଙ୍କର ହେଲା ମୃତ୍ୟୁ, ମେଡିକାଲରୁ ଶବ ଆଣିବା ସମୟରେ ଫେରି ଆସିଥିଲା ଜୀବନ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଅବିଶ୍ୱସନୀୟ ଭାବରେ ମୃତ୍ୟୁ ପରେ ଜୀବିତ ହୋଇଥିବା ମହିଳାଙ୍କର ଏବେ ୧୮ ଦିନ ପରେ ମୃତ୍ୟୁ ହୋଇଯାଇଛି । ଏହି ମହିଳା ରାଠ କୋତୱାଲିର ସଦର ଗ୍ରାମରେ ରୁହନ୍ତି ଓ ବ୍ଲଡ…