କଳା ଲୁଣ କିମ୍ବା ସୈନ୍ଧବ ଲବଣ; ଉଚ୍ଚ ରକ୍ତଚାପ ରୋଗୀଙ୍କ ଲାଗି ଭଲ କେଉଁ ଲୁଣ ଆସନ୍ତୁ ଜାଣିନେବା
ଓଡ଼ିଶା ଭାସ୍କର: ଲୁଣ ଶରୀରରେ ସୋଡିୟମର ମାତ୍ରା ବୃଦ୍ଧି କରିଥାଏ । କିନ୍ତୁ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ସୋଡିୟମ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥାଏ । ଅନ୍ୟପକ୍ଷରେ ଲୁଣ ଶରୀର ପାଇଁ ଜରୁରୀ ବି ଅଟେ । କାରଣ ଏହା…