fbpx

କଲିଜା ଥରାଇ ଦେବ ନ୍ୟୁ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ; ଭୟଙ୍କର ଭୂକମ୍ପରେ ଧ୍ୱଂସ ହୋଇଯିବ ବିଶ୍ୱର ଏହିସବୁ ଦେଶ

ନୂଆଦିଲ୍ଲୀ: କ’ଣ ଆପଣ ଭବିଷ୍ୟତ ବାଣୀରେ ବିଶ୍ୱାସ କରନ୍ତି? ଯଦି ହଁ ତେବେ ଏହି ଖବର ପଢିବା ପରେ ଆପଣଙ୍କ ମନ ଭୟରେ ଭରିଯିବ । ଜଣେ ଭବିଷ୍ୟକର୍ତ୍ତା ଭବିଷ୍ୟବାଣୀ କରିଛନ୍ତି କି ଆଗାମୀ ବର୍ଷ ବିଶ୍ୱ ଦେଖିବ ସବୁଠାରୁ…

ଛଟ ପର୍ବ ଲାଗି ରେଳ ଷ୍ଟେସନରେ ପ୍ରବଳ ଭିଡ, ଦଳାଚକଟାରେ ଜଣେ ମୃତ ବହୁ ଯାତ୍ରୀ ଆହତ

ସୁରଟ:ଗୁଜରାଟର ସୁରଟ ରେଳ ଷ୍ଟେସନରେ ଶନିବାର ଦଳା ଚକଟାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ଆଗାମୀ ଛଟ ପର୍ବ ଲାଗି ବିହାର ଯାଉଥିବା ବିଶେଷ ଟ୍ରେନରେ ଚଢିବା ସମୟରେ ହୋଇଥିବା ଠେଲାପେଲାରେ ୪୦…

୧୧.୫ କୋଟି ପାନ କାର୍ଡ ନିଷ୍କ୍ରିୟ କଲା CBDT, ବ୍ୟାଙ୍କିଂ କାମ ଠାରୁ ଆରମ୍ଭ କରି ଏହିସବୁ କାମରେ ଭୋଗିବାକୁ ପଡିବ ଅସୁବିଧା

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ (ସିବିଡିଟି) ପକ୍ଷରୁ ୧୧.୫ କୋଟି ପାନ କାର୍ଡକୁ ନିଷ୍କ୍ରିୟ କରିଦିଆଯାଇଛି । ଆଧାର ସହ ଲିଙ୍କ ହୋଇ ନ ଥିବା କାରଣରୁ ଏହିସବୁ ପାନକାର୍ଡକୁ ନିଷ୍କ୍ରିୟ…

ଆଇଆଇଟି ମୁମ୍ବାଇ କ୍ଲାସରେ ହମାସ ଆତଙ୍କବାଦୀଙ୍କ ଗୁଣଗାନ, ଭାରତୀୟ ସ୍ୱାଧୀନତା ସଂଗ୍ରାମ ସହ କଲେ ତୁଳନା

ନୂଆଦିଲ୍ଲୀ:ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜି(ଆଇଆଇଟି) ମୁମ୍ବାଇର କିଛି ଛାତ୍ର କଥିତ ଆକାରରେ ପାଲେଷ୍ଟାଇନ୍ ଆତଙ୍କବାଦୀଙ୍କ ସମର୍ଥନରେ କହିବା ଅଭିଯୋଗରେ ଜଣେ ପ୍ରଫେସର ଓ ଜଣେ ଅତିଥି ବକ୍ତାଙ୍କ ବିରୁଦ୍ଧରେ…

(video)ରଶ୍ମିକା, ସାରାଙ୍କ ପରେ ଐଶ୍ୱର୍ଯ୍ୟା ରାୟ ହେଲେ DeepFakeର ଶିକାର, ଟାଇଗର ୩ ଗୀତରେ ଡ୍ୟାନ୍ସ ଭିଡିଓ ଭାଇରାଲ୍‌

ମୁମ୍ବାଇ: ଡିପଫେକ୍ ଭିଡିଓକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଧରିଛି । ସୋସିଆଲ ମିଡିଆରେ ପ୍ରଥମେ ରଶ୍ମିକା ମନ୍ଦାନାଙ୍କ ଏକ ଡିପଫେକ୍ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହୋଇଥିଲା । ଏହାପରେ ସଚ୍ଚିନ ତେନ୍ଦୁଲକରଙ୍କ ଝିଅ ସାରା…

ମୁଖ୍ୟମନ୍ତ୍ରୀଙ୍କୁ ସୁଇସାଇଡ୍ ନୋଟ୍ ଲେଖି ଜୀବନ ହାରିଦେଲେ ୨ ବ୍ରହ୍ମାକୁମାରୀ ଭଉଣୀ, କାରଣ କ’ଣ ରହିଛି ଜାଣନ୍ତୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଆଗ୍ରାରେ ପ୍ରଜାପତି ବ୍ରହ୍ମାକୁମାରୀ ଆଶ୍ରମରେ ରହୁଥିବା ଦୁଇ ଭଉଣୀ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ଆଗ୍ରାର ଜଗନେର ଅଞ୍ଚଳରେ ଘଟିଛି । ଆତ୍ମହତ୍ୟା କରିବା ପୂର୍ବରୁ…

କଡା ସୁରକ୍ଷା ମଧ୍ୟରେ ତିହାରରୁ ନିଜ ଘରେ ପହଞ୍ଚିଲେ ସିସୋଦିଆ, ମାତ୍ର ୬ ଘଣ୍ଟା ମିଳିଛି ସମୟ

ନୂଆଦିଲ୍ଲୀ:ଦିଲ୍ଲୀର ପୂର୍ବ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ନିଜ ଅସୁସ୍ଥ ପତ୍ନୀଙ୍କୁ ଦେଖା କରିବାକୁ ଘରେ ପହଞ୍ଚିଛନ୍ତି । ଦିଲ୍ଲୀ ପୋଲିସର କଡା ସୁରକ୍ଷା ମଧ୍ୟରେ ସେ ଘରକୁ ଆସିଛନ୍ତି । ସିସୋଦିଆ ସେହି ଘରେ…

ବଦଳିଗଲା ସ୍କୁଲ ଟାଇମିଂ, ଜାଣନ୍ତୁ ସମୟ ପୂର୍ବରୁ କାହିଁକି ନିଆଗଲା ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ: ହରିୟାଣା ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟର ସମସ୍ତ ସ୍କୁଲର ସମୟରେ ପରିବର୍ତ୍ତନ କରି ଦେଇଛନ୍ତି । ଏହି ପରିବର୍ତ୍ତନ ଆଗାମୀ ୧୫ ତାରିଖରୁ ସମସ୍ତ ସ୍କୁଲ ପାଇଁ ଲାଗୁ ହୋଇଯିବ । ପରିବର୍ତ୍ତିତ ସମୟ ସୂଚୀ…

ଜୁଆରେ ପତ୍ନୀଙ୍କୁ ବାଜି ଲଗାଇଦେଲେ ପତି, ଭାଇ ଛଡାଇ ଆଣିବା ପରେ ଦିଅରର ପଡିଲା ଲୋଲୁପ ଦୃଷ୍ଟି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଅମରୋହାରୁ ଏପରି ଏକ ଖବର ଆସିଛି ଯାହା ପତିପତ୍ନୀଙ୍କ ପବିତ୍ର ସଂପର୍କ ଉପରେ ଦାଗ ଲଗାଇ ଦେଇଛି । ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଯାହା କରିଛନ୍ତି ତାହା ଶୁଣିବା ପରେ ଆପଣ ବି…

୪ ଗୋଡ, ୩ ହାତ; ଉତ୍ତରପ୍ରଦେଶରେ ଜନ୍ମ ନେଇଥିବା ଏହି ଶିଶୁକୁ ନେଇ ଡାକ୍ତର ବି ଚକିତ

ମେରୁଟ: ଉତ୍ତରପ୍ରଦେଶର ମେରୁଟରେ ଏକ ନବଜାତ ଶିଶୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ନବଜାତକର ୪ଟି ଗୋଡ ଓ ୩ ହାତ ରହିଛି । ଶିଶୁଟିକୁ ଏବେ ଲାଲା ଲାଜପତ ରାୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଟିମ୍…