fbpx

ଭାରତ ଓ ଶ୍ରୀଲଙ୍କା ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ପୋଲିସର ଗାଇଡଲାଇନ୍‌, ଷ୍ଟାଡିୟମକୁ ନେଇଯାଇପାରିବେନି ଏହିସବୁ ଜିନିଷ

ମୁମ୍ବାଇ:ଆଇସିସି ୱାନ ଡେ’ ୱାର୍ଲ୍ଡ କପ୍ ୨୦୨୩ ର ୩୩ତମ ମ୍ୟାଚ୍ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ଏହାକୁ ନେଇ ମୁମ୍ବାଇ ପୋଲିସ ମ୍ୟାଚ୍ ଦେଖିବାକୁ ଆସୁଥିବା ଦର୍ଶକଙ୍କ…

ଜିଭକୁ ଦୁଇ ଫାଳ କରିବା ସହ ଶରୀରରେ କରାଇଛନ୍ତି ୨୦ ପ୍ରକାର ପରିବର୍ତ୍ତନ, ଲୋକେ ଡାକୁଛନ୍ତି କ୍ୟାଟ୍ ଲେଡି

ନୂଆଦିଲ୍ଲୀ: ଇଟାଲୀର ରୋମ୍‌ରେ ରହୁଥିବା ଜଣେ ଯୁବତୀ ନିଜ ଶରୀରରେ ଏତେ ପରିବର୍ତ୍ତନ କରିଛନ୍ତି ସେ ଏବେ ଆଉ ମଣିଷ ପରି ନୁହେଁ ବିଲେଇ ପରି ନଜର ଆସୁଛନ୍ତି । ସେ ନିଜ ଶରୀରରେ ୨୦ ପ୍ରକାର ପରିବର୍ତ୍ତନ କରିଛନ୍ତି ।…

ହୃଦଘାତରେ ଚାଲିଗଲେ ଏହି ଲୋକପ୍ରିୟ ଟେଲି ଅଭିନେତ୍ରୀ, ମୃତ୍ୟୁବେଳକୁ ଥିଲେ ୮ ମାସର ଗର୍ଭବତୀ

ମୁମ୍ବାଇ:ସାଉଥ୍ ସିନେମା ଦୁନିଆରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମାଲୟାଲାମ ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଡା. ପ୍ରିୟାଙ୍କର ହୃଦଘାତରେ ଦେହାନ୍ତ ହୋଇଯାଇଛି । ତେବେ ଅଭିନେତ୍ରୀଙ୍କର ଦେହାନ୍ତ ପରେ…

ଆଗାମୀ ବର୍ଷରୁ ଆଉ ରାସ୍ତାରେ ଦେଖିବାକୁ ମିଳିବେନି ଗାଈ, ସରକାର ନେଇଛନ୍ତି ବଡ ନିଷ୍ପତ୍ତି

ଲକ୍ଷ୍ନୌ: ଜାନୁୟାରୀ ୨୦୨୪ରୁ ଆଉ ଆପଣ ରାସ୍ତାରେ ଗାଈ ଦେଖିବାକୁ ପାଇବେନି । ଉତ୍ତରପ୍ରଦେଶରେ ଯୋଗୀ ସରକାର ୩୧ ଡିସେମ୍ବର ପର୍ଯ୍ୟନ୍ତ ବିଶେଷ ଅଭିଯାନ ଚଲାଇ ରାସ୍ତାରେ ଖୋଲାରେ ବୁଲୁଥିବା ଗାଈଙ୍କୁ ଗୋ ସଂରକ୍ଷଣ କେନ୍ଦ୍ର…

ଜିଏସ୍‌ଟିରୁ ସରକାର କଲେ ଜବରଦସ୍ତ ଆୟ, ଅକ୍ଟୋବରରେ ସଂଗ୍ରହ ହେଲା ୧.୭୨ ଲକ୍ଷ କୋଟି

ନୂଆଦିଲ୍ଲୀ: ଜିଏସଟି ଅର୍ଥାତ୍ ଗୁଡସ୍ ଆଣ୍ଡ ସର୍ଭିସେସ୍ ଟିକସ ଆଦାୟ ଅକ୍ଟୋବରରେ ୧୩% ବୃଦ୍ଧି ପାଇ ୧.୭୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଏହା ହେଉଛି ଏ ପର୍ଯ୍ୟନ୍ତ ସରକାରଙ୍କର ସବୁଠାରୁ ବଡ ଜିଏସଟି ସଂଗ୍ରହ ।…

ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ହେବ ୱାଇଫାଇଯୁକ୍ତ, ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଇଣ୍ଟରନେଟ ସୁବିଧା

ଭୁବନେଶ୍ୱର: ଏଣିକି ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ହେବ ୱାଇଫାଇଯୁକ୍ତ ଅର୍ଥାତ୍ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୱାଇ ଫାଇ ସୁବିଧା । ଉଚ୍ଚଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସୁବିଧା ଲାଗି ଏହି…

କେଉଁଆଡେ ଚାଲିଯାଇଛନ୍ତି ବିଜେପି ବିଧାୟକଙ୍କ ପତ୍ନୀ, ଡିମେନସିଆ ରୋଗରେ ଥିଲେ ପୀଡିତ

ସୁଲତାନପୁର: ଉତ୍ତରପ୍ରଦେଶ ସୁଲତାନପୁର ଲମ୍ଭୁଆର ବିଜେପି ବିଧାୟକ ସୀତାରାମ ବର୍ମାଙ୍କ ପତ୍ନୀ ପୁଷ୍ପା ବର୍ମା କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ମଙ୍ଗଳବାର ବିଧାୟକଙ୍କ ପତ୍ନୀ ଘରୁ ବାହାରିଥିଲେ । ଏହାପରେ ତାଙ୍କର ଆଉ…

ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା, ୫ ହଜାର ସଫେଇ କର୍ମଚାରୀଙ୍କ ଚାକିରୀ ହେଲା ସ୍ଥାୟୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀ ନଗର ନିଗମ ସଫେଇ କର୍ମଚାରୀଙ୍କ ଲାଗି ଏକ ଖୁସି ଖବର ଶୁଣାଇଛନ୍ତି । ସେ ନଗର ନିଗମର ପ୍ରାୟ ୫ ହଜାର କର୍ମଚାରୀଙ୍କ ଚାକିରୀ ସ୍ଥାୟୀ କରିବା ନେଇ ଘୋଷଣା…

କଳାହାଣ୍ଡି ୟୁନିଭରସିଟିର ନାଁ ବଦଳି ହେଲା ମା’ ମାଣିକେଶ୍ୱରୀ ୟୁନିଭରସିଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ବହୁ ଉପହାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାରେ ଆଜି ଲକ୍ଷ୍ମୀ ବସ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।…

କରବାଚୌଥ ଲାଗି ପତିଙ୍କ ସହ ସପିଂ ପରେ ଭିଣୋଇ ସହ ଫେରାର, ପତ୍ନୀଙ୍କୁ ଫେରାଇ ଆଣିବାକୁ ଥାନାରେ ଗୁହାରି କଲେ ପତି

ନୂଆଦିଲ୍ଲୀ: ଆଜି କରବାଚୌଥ । ମହିଳାମାନେ ଆଜି ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ରଖିଛନ୍ତି । କିନ୍ତୁ ଉତ୍ତରପ୍ରଦେଶ ମିରଟରୁ ଆଜି ଏକ ଅଜବ ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ଏହି ବ୍ରତ ରଖିବା…