fbpx

ବଳାତ୍କାର ମାମଲାକୁ ରଦ୍ଦ କରିଦେଲେ ହାଇକୋର୍ଟ, କହିଲେ ବିବାହର ପ୍ରତିଶ୍ରୁତି ପାଇ ଜଣେ ପୁରୁଷ ସହ ଶାରୀରିକ ସଂପର୍କ ରଖିବା ସବୁଠାରୁ ବଡ…

ନୂଆଦିଲ୍ଲୀ:ବିବାହର ମିଛ ପ୍ରତିଶ୍ରୁତି ଦେଇ ବଳାତ୍କାର ମାମଲାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏକ ବଡ ଟିପ୍ପଣୀ ଦେଇଛନ୍ତି । ଉଚ୍ଚ ନ୍ୟାୟାଳୟ କହିଛନ୍ତି କୌଣସି ବି ବୁଦ୍ଧିମାନ ମହିଳା କେବଳ ଏହି ପ୍ରତିଶ୍ରୁତି ଆଧାରରେ…

ଏଣିକି ଆଉ ଘର ପାଖରେ ମିଳିବନି ମଟନ ଚିକେନ୍‌, ମାଂସ ଦୋକାନ ଲାଗି ଆସିଲା ନୂଆ ନିୟମ

ନୂଆଦିଲ୍ଲୀ:ଦିଲ୍ଲୀବାସୀଙ୍କୁ ଏବେ ମଟନ ଓ ଚିକେନ୍ କିଣିବା ଲାଗି କିଛି ବାଟ ଅଧିକ ଚାଲିବାକୁ ପଡିବ । ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସ(ଏମ୍‌ସିଡି) ପକ୍ଷରୁ ଲାଗି ହୋଇଥିବା ନୂଆ ନିୟମ କାରଣରୁ ଏପରି କରିବାକୁ ହେବ ।…

(video)ଜନ୍ମଦିନରେ ଆକାଶରେ ୧୦୦୦ଫୁଟ ଉଚ୍ଚତାରେ ଉଡିଲେ ଅଭିନେତ୍ରୀ, ଭିଡିଓ ସେୟାର କରି ବୟସ ଲୁଚାଇଥିବାରୁ ହେଲେ ଟ୍ରୋଲ

ମୁମ୍ବାଇ: ମଲାଇକା ଆରୋରା ଅକ୍ଟୋବର ୨୩ ତାରିଖରେ ନିଜର ୫୦ ତମ ଜନ୍ମଦିନ ମନାଇଛନ୍ତି । ଏହି ଅବସରରେ ସେ ଦୁବାଇରେ ଛୁଟୀ କାଟୁଥିବାର ନଜର ଆସିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏହାର ଝଲକ ବି ସେୟାର କରିଛନ୍ତି…

ଐତିହାସିକ ନିଷ୍ପତ୍ତି, ପ୍ରଥମ ଥର ଏହି ମନ୍ଦିରରେ ନିଯୁକ୍ତ ହେଲେ ମହିଳା ପୂଜାରୀ

ପିଥୌରାଗଡ: ଉତ୍ତରାଖଣ୍ଡରେ ପ୍ରଥମଥର ଯୋଗେଶ୍ୱର ଶ୍ରୀକୃଷ୍ଣ ମନ୍ଦିର କମିଟି ଏକ ଐତିହାସିକ ନିଷ୍ପତ୍ତି ନେଇ ୨ ଜଣ ମହିଳାଙ୍କୁ ମନ୍ଦିରରେ ପୂଜାରୀ ଭାବରେ ନିଯୁକ୍ତ କରିଛନ୍ତି । ପିଥୌରାଗଡ ଜିଲ୍ଲାର ଚଣ୍ଡାକସ୍ଥିତ…

ନିର୍ବାଚନ ପ୍ରଚାର ସମୟରେ ସାଂସଦଙ୍କୁ ଛୁରା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ହାଇଦ୍ରାବାଦ: ତେଲେଙ୍ଗାନାରେ ବିଆର୍‌ଏସ୍ ସାଂସଦ କୋଠା ପ୍ରଭାକର ରେଡ୍ଡୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ସେ ସିଦ୍ଦିପେଟରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ତାଙ୍କୁ କେହି ଛୁରୀ ଭୁସି ଦେଇଛି । ଏହି ଘଟଣା ପରେ…

ଜୀବନ ହାରିଲେ ଲୋକପ୍ରିୟ ଅଭିନେତ୍ରୀ ରେଞ୍ଜୁସା ମେନନ, ମାଲୟାଲାମ ଫିଲ୍ମ ଓ ୨୦ରୁ ଅଧିକ ଟିଭି ଶୋ’ରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଲୋକପ୍ରିୟ ମାଲୟାଲାମ ଫିଲ୍ମ ଓ ଟିଭି ଅଭିନେତ୍ରୀ ରେଞ୍ଜୁସା ମେନନଙ୍କର ଅଚାନକ ମୃତ୍ୟୁ ହୋଇଯାଇଛି । ସୋମବାର ଥିରୁଅନନ୍ତପୁରମ ସ୍ଥିତ…

(video)ଯୁଦ୍ଧରେ ଇସ୍ରାଏଲ ବ୍ୟବହାର କରିବ ସ୍ପଞ୍ଜ ବମ୍‌, ଯିଏ ଯେଉଁଠି ଲୁଚି ଥିବ ପାଲଟିଯିବ ପଥର

ନୂଆଦିଲ୍ଲୀ: ଗାଜାପଟ୍ଟୀରେ ଥିବା ହମାସ ଆତଙ୍କବାଦୀଙ୍କ ସୁଡଙ୍ଗ ବନ୍ଦ କରିବା ଲାଗି ଇସ୍ରାଏଲ ନୂଆ ଅସ୍ତ୍ର ଖୋଜି ବାହାର କରିଛି । ଏହା ଏକ ପ୍ରକାର ଖାସ୍ ବମ୍ । ଏହାର ବିସ୍ଫୋରଣ ଘଟିଲେ କୌଣସି ଶବ୍ଦ ହେବ ନାହିଁ ।…

ବିଜନେସ୍ ଆରମ୍ଭ କରିବାକୁ ବିନା ଗ୍ୟାରେଣ୍ଟିରେ ସରକାର ଦେଉଛନ୍ତି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍‌, ଟ୍ରେନିଂ ସମୟରେ ଦୈନିକ ୫୦୦ଟଙ୍କା…

ନୂଆଦିଲ୍ଲୀ: ଯଦି ଆପଣ ନିଜର ବିଜନେସ୍ ଆରମ୍ଭ କରିବାକୁ ଚାହୁଁଛନ୍ତି ଓ ସରକାରଙ୍କ ଠାରୁ ଆର୍ଥିକ ସହାୟତା ଚାହୁଁଛନ୍ତି ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲଞ୍ଚ କରାଯାଇଥିବା ପିଏମ୍ ବିଶ୍ୱକର୍ମା ଯୋଜନା…

ପୋଖରୀରେ ବୁଡି ଦୁଇ ଭାଇ ମୃତ, ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଏପରି ଅଭାବନୀୟ ଘଟଣା

ଭୁବନେଶ୍ୱର: ନୟାଗଡରୁ ଆସିଛି ଏକ ଦୁଃଖଦ ଖବର । ଏଠାରେ ପୋଖରୀରେ ଗାଧୋଉଥିବା ବେଳେ ବୁଡିଯାଇ ଦୁଇ ସଂପର୍କୀୟ ଭାଇ ମୃତ୍ୟୁବରଣ କରିଛନ୍ତି । ନୟାଗଡ ଇଟାମାଟି ଥାନା ଅଭିମାନପୁର ଗାଁରୁ ଆସିଛି ଏହି ଦୁଃଖଦାୟକ ଖବର ।…

SBI ଓ BOB ଦେଉଛି ଜୋରଦାର ଫେଷ୍ଟିଭାଲ ଅଫର, ସପିଂ ଉପରେ ମିଳୁଛି ୧୦,୦୦୦ଟଙ୍କାର ରିହାତି

ନୂଆଦିଲ୍ଲୀ: ଏବେ ପାର୍ବଣ ଋତୁ ଚାଲୁଛି । ଏହି କ୍ରମରେ ଘରୋଇ ବ୍ୟାଙ୍କ ସହିତ ସରକାରୀ ବ୍ୟାଙ୍କ ମଧ୍ୟ ଗ୍ରାହକଙ୍କୁ କ୍ରେଡିଟ୍ ଓ ଡେବିଟ୍ କାର୍ଡରେ ସପିଂ ଉପରେ ଡିସକାଉଣ୍ଟ ଅଫର ପ୍ରଦାନ କରୁଛି । ଏହିପରି ଫେଷ୍ଟିଭ୍ ଅଫର…