fbpx

କୌଣସି କାରଣରୁ ଆପଣଙ୍କ ଉପରେ ରାଗିଛନ୍ତି କି ବନ୍ଧୁ, ଆପଣାନ୍ତୁ ନିମ୍ନୋକ୍ତ ଟିପ୍ସ ନିମିଷକେ ତୁଟିଯିବ ସବୁ ରାଗ

ବନ୍ଧୁତାରେ ସରି, ଧନ୍ୟବାଦ ଏସବୁର କିଛି ଆବଶ୍ୟକତା ନାହିଁ । ତେବେ କେତେକ କ୍ଷେତ୍ରରେ ଏହା ଠିକ୍ ହୋଇଥିବା ବେଳେ ଆଉ କେତେକ କ୍ଷେତ୍ରରେ ଏହାର ଆବଶ୍ୟକତା ରହିଛି । ଯଦି ଆପଣଙ୍କ ବନ୍ଧୁ ନିଜ କଥାରେ ବହୁତ ଗୁରୁତ୍ୱ…

ଏବେ ଜୋମାଟୋରେ ଖାଦ୍ୟ ଅର୍ଡର କଲେ ଦେବାକୁ ପଡିବ ଅଧିକ ଚାର୍ଜ, କେତେ ଅଧିକ ଦେବାକୁ ପଡିବ ଓ କେବେଠାରୁ ଦେବାକୁ ପଡିବ ଆସନ୍ତୁ ଜାଣିନେବା

ନୂଆଦିଲ୍ଲୀ: ଜୋମାଟୋ ଏକ ଫୁଡ୍ ଡେଲିଭରି ପ୍ଲାଟଫର୍ମ । ଏବେ ଏଥିରେ ଫୁଡ୍ ଅର୍ଡର କରିବା ୟୁଜର୍ସଙ୍କୁ ମହଙ୍ଗା ପଡିଯିବ । କଥା ହେଉଛି ଜୋମାଟୋରେ ଏବେ ଫି' ଆଦାୟ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏବେ ଏହାର…

ଆମେ ସପରିବାର ଇଚ୍ଛାମୃତ୍ୟୁ ଚାହୁଁ, ରାଜ୍ୟପାଳଙ୍କୁ ଏପରି ଚିଠି ଲେଖିଲେ ପରିବାରର ମୁଖ୍ୟ

ଓଡିଶା ଭାସ୍କର : ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ଗାଁର ଏକ ପରିବାର ନିଜର ଇଚ୍ଛାମୃତ୍ୟୁ ଅନୁମତି ପାଇଁ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଚିଠି ଲେଖିଛନ୍ତି । ଉକ୍ତ ପାଥପୁର ଗାଁରେ ନିରୋଦ କୁମାର ସାହୁଙ୍କ ଘର ।…

ପୁଣି ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା, ୧୫ରୁ ଅଧିକ ମୃତ ଓ ୫୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ:ପାକିସ୍ତାନରେ ଏକ ଭୟାନକ ଟ୍ରେନ ଦୁର୍ଘଟଣା ଘଟିଯାଇଛି । କରାଚୀରୁ ରାୱଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସର ୧୦ ଗୋଟି ବଗି ଲାଇନଚ୍ୟୁତ ହେବା ଫଳରେ ୧୫ ଲୋକଙ୍କ ମୃତ୍ୟୁ ହୋଇଛି ଓ ୫୦ ରୁ ଅଧିକ ଲୋକ ଗୁରୁତର…

ସଭ୍ୟ ସମାଜରେ ଅତ୍ୟନ୍ତ ଅସଭ୍ୟ ଆଚରଣ; ଚୋରୀ ଅଭିଯୋଗରେ ଦୁଇ ନାବାଳକଙ୍କୁ ପିଆଇଲେ ପରିସ୍ରା, ଗୁପ୍ତାଙ୍ଗରେ ଭର୍ତ୍ତି କଲେ ଲଙ୍କାଗୁଣ୍ଡ

ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ସିଦ୍ଧାର୍ଥନଗରରୁ ଏକ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି । ସଭ୍ୟ ମଣିଷ ଆଜି କେତେ ଯେ ଅସଭ୍ୟ ହୋଇଗଲାଣି ତାହା ଏହି ଘଟଣା ସୂଚାଇ ଦେଉଛି । ଏଠାରେ ନିଜକୁ ଦବଙ୍ଗ ବୋଲି ସାବ୍ୟସ୍ତ…

ତତ୍କାଳ ପଇସା ଆବଶ୍ୟକ ପଡିଲେ ହଠାତ୍ ଭାଙ୍ଗି ଦିଅନ୍ତୁନି ଏଫଡି, କ’ଣ ବିକଳ୍ପ ଉପାୟ ଆପଣାଇବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଯେତେବେଳେ ବି କାହାକୁ ଇମର୍ଜେନ୍ସୀରେ ପଇସାର ଆବଶ୍ୟକତା ପଡିଥାଏ ସେତେବେଳେ ସମସ୍ତେ ନିଜ ପାଖରେ ଥିବା ସମସ୍ତ ବିକଳ୍ପର ସନ୍ଧାନ କରିଥାନ୍ତି । ଏପରି ସ୍ଥିତିରେ ପ୍ରଥମେ ନଜର ପଡିଥାଏ ବ୍ୟାଙ୍କରେ…

ଧରିତ୍ରୀ ମଧ୍ୟଭାଗରେ ବିରାଟ ଗର୍ତ୍ତ ଓ ଏଥିରେ ଭର୍ତ୍ତି ହେଉଛି ଭୂପୃଷ୍ଠର ପାଣି, ବିଶ୍ୱାସ ହେଉ ନ ଥିଲେ ଦେଖନ୍ତୁ ଭିଡିଓ

କାଲିଫର୍ଣ୍ଣିଆ: କ'ଣ ହେବ ଯଦି ଆମ ଧରିତ୍ରୀ ମଧ୍ୟରେ ଏକ ବିରୀାଟ ଗର୍ତ୍ତ ହୋଇଯିବ । ଏବେ ଆମେ ପାଣିକୁ ଭୂପୃଷ୍ଠ ଉପରେ ଦେଖୁଥିବା ବେଳେ ଏପରି ଘଟିଲେ ଆମେ ପାଣି ଭୂମଧ୍ୟକୁ ଯାଉଥିବାର ଦେଖିବା । ଏବେ ଏପରି କିଛି ଘଟଣା…

ODI WORLD CUP 2023:ଖେଳାଳୀଙ୍କ ସହ ମନସ୍ତତ୍ତ୍ୱବିଦଙ୍କୁ ସାମିଲ କରି ଭାରତ ପଠାଇବ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)

ନୂଆଦିଲ୍ଲୀ:  ଭାରତରେ ଚଳିତ ବର୍ଷ ଅକ୍ଟୋବର ନଭେମ୍ବରରେ ଆୟୋଜିତ ହେବାକୁ ଯାଉଥିବା ଦିନିକିଆ ୱାର୍ଲ୍ଡକପକୁ ନେଇ ସାରା ବିଶ୍ୱର କ୍ରିକେଟ ଟିମ୍ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି କ୍ରିକେଟ ମହାକୁମ୍ଭରେ ୧୦ଟି ଦଳ…

ବଢିଯିବ ସରକାରୀ କର୍ମଚାରୀଙ୍କ ଦରମା, କେନ୍ଦ୍ର ସରକାର ବଢାଇବାକୁ ଯାଉଛନ୍ତି ଡିଏ, ଜାଣନ୍ତୁ କେତେ ଲାଭ ପାଇବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିଜର ଏକ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ଲାଗି ମହଙ୍ଗା ଭତ୍ତା(ଡିଏ) ୩ ପ୍ରତିଶତ ବୃଦ୍ଧି କରି ୪୫ ପ୍ରତିଶତ କରିପାରନ୍ତି । ଏବେ କର୍ମଚାରୀଙ୍କର ଡିଏ ୪୨ ପ୍ରତିଶତ ରହିଛି ।…

ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ବିପଜ୍ଜନକ, ଅଧିକ ପାଣି ପିଇ ୱାଟର ଟକ୍ସିସିଟି ରୋଗରେ ମୃତ୍ୟୁବରଣ କଲେ ମହିଳା

ନୂଆଦିଲ୍ଲୀ: ପାଣି ପିଇବା ସ୍ୱାସ୍ଥ୍ୟ ଲାଗି ବେଶ୍ ଲାଭଦାୟକ ହୋଇଥାଏ । ପାଣି ପିଇବା ଦ୍ୱାରା ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ସହଜରେ ବାହାରକୁ ଆସିଯାଇଥାଏ । ଜଣେ ବ୍ୟକ୍ତି ଦିନକୁ ୨ରୁ ୩ ଲିଟର ପର୍ଯ୍ୟନ୍ତ ପାଣି…