ପିଲାଙ୍କୁ Sex Education ଦେବା ମୁସ୍କିଲ ହେଲେ ବି ଜରୁରୀ, ଜାଣି ନିଅନ୍ତୁ କେଉଁ ବୟସରେ କ’ଣ ଶିଖାଇବେ

ମୁମ୍ବାଇ: ଆଜିକାଲି ଛୋଟ ପିଲାମାନେ ବି ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଯଦି ଛୋଟ ବୟସରୁ ପିଲାମାନଙ୍କୁ ଏହି ବିଷୟରେ ଶିକ୍ଷା ଦିଆଯିବ ତେବେ ସେମାନଙ୍କୁ ଏପରି ନିର୍ଯ୍ୟାତନାରୁ ବହୁ ମାତ୍ରାରେ ରକ୍ଷା…

ଏଣିକି ଆଉ କାଟିବାକୁ ପଡିବନି ତହସିଲରେ ଚକ୍କର, ସଂପତ୍ତି ପଞ୍ଜିକରଣ ହେବା ପରେ ହିଁ ହୋଇଯିବ ଦାଖଲ ଖାରଜ, ଅନଲାଇନ୍ ରେ ବି ପାଇପାରିବେ କପି

ନୂଆଦିଲ୍ଲୀ: ଗୁରଗାଓଁ ଫରିଦାବାଦ ସହିତ ଏବେ ହରିୟାଣାର କୌଣସି ବି ଜିଲ୍ଲାରେ ସଂପତ୍ତି ରେଜିଷ୍ଟ୍ରେସନ ହେବା ସହିତ ଏହାର ମ୍ୟୁଟେସନ(ଦାଖଲ-ଖାରଜ) ହୋଇଯିବ । ରେଜେଷ୍ଟ୍ରୀ ପରେ ଏବେ ପଟ୍ଟାର ମ୍ୟୁଟେସନ କରାଇବାକୁ ପଡିବ…

ପୁଣି ମୁକୁଳା ଡ୍ରେନ ଜୀବନ ନେଲା, ଡ୍ରେନରେ ପଡି ସଫେଇ କର୍ମଚାରୀଙ୍କ ମୃତ୍ୟୁ

କଟକ: କଟକରେ ମୁକୁଳା ଡ୍ରେନରେ ପଡି ପୁଣି ଜଣଙ୍କର ଜୀବନ ଯାଇଛି । ଘଟଣାଟି ଘଟିଛ ବାରପଥର ଅଞ୍ଚଳରେ । ଏଠାରେ ଥିବା ଏକ ମୁକୁଳା ଡ୍ରେନରେ ପଡି ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଜାଇକା…

ଆଦିବାସୀ ଯୁବକଙ୍କୁ ମାଡ ମାରି ତାଙ୍କ ଉପରେ ପରିସ୍ରା କଲେ ୮ଯୁବକ, ପ୍ରେମ ବ୍ୟାପାରକୁ ନେଇ ଘଟିଛି ଏପରି କାଣ୍ଡ

ଅମରାବତୀ: ମଧ୍ୟପ୍ରଦେଶ ପରେ ଏବେ ପୁଣି ଆନ୍ଧ୍ରପ୍ରଦେଶରେ ପରିସ୍ରା କାଣ୍ଡର ପୁନରାବୃତ୍ତି ଘଟିଛି । ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲା ଓଙ୍ଗୋଲରେ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ବନ୍ଧକୁ ନେଇ ଜଣେ ଆଦିବାସୀ ଯୁବକଙ୍କ ସହ…

ୟୁଜିସି ନିୟନ୍ତ୍ରଣରେ ରହିବେନି ଆଉ ଏହିସବୁ ଉଚ୍ଚଶିକ୍ଷା ସଂସ୍ଥାନ, ଭାରତୀୟ ଉଚ୍ଚଶିକ୍ଷା ଆୟୋଗ ଦ୍ୱାରା ନିୟନ୍ତ୍ରିତ ହେବେ IIT-IIM-NIT

ନୂଆଦିଲ୍ଲୀ:ଜାତୀୟ ଶିକ୍ଷା ନୀତି ୨୦୨୦କୁ ଏବେ ଲାଗୁ କରିବା ଲାଗି ଜୋରଦାର ପ୍ରୟାସ ଚାଲିଛି । ଫଳରେ ଅଲଗା ଅଲଗା ନିୟମ ଆଧାରରେ ପରିଚାଳିତ ହେଉଥିବା ଉଚ୍ଚଶିକ୍ଷା ବିଭାଗକୁ ଏବେ ଗୋଟିଏ ନିୟାମକ ଆଧାରରେ ପରିଚାଳିତ କରାଯିବ…

ଆୟକର ଭରିବା ସମୟରେ ଆପଣାନ୍ତୁ ନିମ୍ନୋକ୍ତ ସହଜ ଉପାୟ , ଫର୍ମ ୧୬ରେ ଦିଆଯାଇଥିବା ରାଶି ଠାରୁ ଅଧିକ ରିଫଣ୍ଡ ପାଇପାରିବେ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୨-୨୩ରେ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ଆଇଟିଆର୍) ଭରିବାର ଶେଷ ତାରିଖ ରହିଛି ଜୁଲାଇ ୩୧ । ଏ ପର୍ଯ୍ୟନ୍ତ ଅଧାରୁ ଅଧିକ ଲୋକ ଏହି ଆଇଟିଆର୍ ଫାଇଲ୍ କରିନାହାନ୍ତି । ବହୁ ଟିକସଦାତା ରିଟର୍ଣ୍ଣ…

ବିରୋଧୀ କ୍ଷମତା ପାଇବା ଲାଗି ଗଠବନ୍ଧନ କରୁଛନ୍ତି, କ୍ଷମତାସୀନ ଦଳ ଓ ବିରୋଧୀ ଗଠବନ୍ଧନ ଠାରୁ ଅଲଗା ହୋଇ ଏକାକୀ ଲଢିବେ ନିର୍ବାଚନ

ଲକ୍ଷ୍ନୌ: ବିଏସପି ସୁପ୍ରିମୋ ମାୟାବତୀ ବିରୋଧୀ ଗଠବନ୍ଧନ INDIA କୁ ଶକ୍ତ ଝଟକା ଦେଇଛନ୍ତି । ବୁଧବାର ମାୟାବତୀ କହିଛନ୍ତି ତାଙ୍କ ଦଳ ଲୋକସଭା ଓ ଅନ୍ୟ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନ ଏକାକୀ ଲଢିବେ । ମାୟାବତୀ…

ବିମାନ ପରି ଟ୍ରେନରେ ବି ଲଗେଜ୍ ନେଇଯିବାର ସୀମା ରହିଛି , ଅଧିକ ହେଲେ ଭରିବାକୁ ପଡିପାରେ ମୋଟା ଅଙ୍କର ଜୋରିମାନା

ନୂଆଦିଲ୍ଲୀ:ଭାରତୀୟ ରେଳ ଯୋଗାଯୋଗର ଏକ ବଡ ମାଧ୍ୟମ । ଲୋକମାନେ ଟ୍ରେନରେ ଏକ ସୁବିଧାଜନକ ଉପାୟରେ ଯାତ୍ରା କରିପାରନ୍ତି । ତେବେ ସମସ୍ତଙ୍କ ସୁବଇଦାକୁ ନଜରରେ ରଖି ରେଳ ବିଭାଗ ଯାତ୍ରୀଙ୍କ ଲାଗି ଲଗେଜ୍ ନେଇଯିବାକୁ ନେଇ…

ସ୍ୱାମୀଙ୍କୁ କାନ୍ଧରେ ବୋହି ଦୀର୍ଘ ୫ ବର୍ଷ ହେବ ଏ ଅଫିସରୁ ସେ ଅଫିସ୍ ଘୁରି ବୁଲୁଛନ୍ତି ପ୍ରିୟଙ୍କା, ପତିଙ୍କୁ ଅନୁକମ୍ପାମୂଳକ ଚାକିରି ନ…

ଛତ୍ରପୁର:ପ୍ରେମ ତ ଜୀବନରେ ସମସ୍ତେ କରିଥିବେ । କିନ୍ତୁ ଆମେ ଏଠି ଏପରି ଏକ ଦାମ୍ପତ୍ୟ ପ୍ରେମର ଚିତ୍ର ଆପଣଙ୍କ ସାମ୍ନାରେ ରଖିବାକୁ ଯାଉଛୁ ଯାହା ଦେଖିଲେ ଆପଣ ବି କହିବେ ଏହା ହିଁ ବାସ୍ତବରେ ପ୍ରେମ । ମଧ୍ୟପ୍ରଦେଶ…

ଅତ୍ୟନ୍ତ ଜଘନ୍ୟ, ୭ ମାସର ଶିଶୁ ସହ ପରିବାରର ୪ ଜଣଙ୍କୁ ଗଳାକାଟି ହତ୍ୟା କରିବା ପରେ ନିଆଁରେ ପୋଡିଦେଲା ଦୁର୍ବୃତ୍ତ

ଜୟପୁର:ରାଜସ୍ଥାନର ଯୋଧପୁରରେ ଗୋଟିଏ ପରିବାରର ୪ ଜଣଙ୍କୁ ଗଳା କାଟି ହତ୍ୟା କରାଯାଇଛି । ହତ୍ୟା କରିବା ପରେ ହତ୍ୟାକାରୀ ଶବକୁ ଜଳାଇବାକୁ ମଧ୍ୟ ଚେଷ୍ଟା କରିଥିଲା । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, ଜଣେ ପୁରୁଷ ଓ ଏକ ୭…