୭ମାସର ଗର୍ଭାବସ୍ଥା ଶେଷ କରିବାକୁ ସୁପ୍ରିମକୋର୍ଟରେ ଅନୁମତି ମାଗିଥିଲେ ନାବାଳିକା, ଜାଣନ୍ତୁ କ’ଣ ନିଷ୍ପତ୍ତି ଶୁଣାଇଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଯୌନ ଉତ୍ପୀଡନ କାରଣରୁ ଗର୍ଭବତୀ ହୋଇଥିବା ୧୪ ବର୍ଷର ନାବାଳିକା ମାମଲାରେ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି । ଏହି ନାବାଳିକା ୭ମାସର ଗର୍ଭାବସ୍ଥାକୁ ଶେଷ କରିଦେବାକୁ ସୁପ୍ରିମକୋର୍ଟରେ ଅନୁମତି ମାଗିଥିଲେ…

ଟ୍ରେନରେ ଲାଗିଲା ନିଆଁ, ଉଦ୍ଧାର ସମୟରେ ଅଗ୍ନି ନିର୍ବାପନ ଯନ୍ତ୍ର ଫାଟି RPF ଯବାନଙ୍କ ମୃତ୍ୟୁ

ମୁଜାଫରପୁର: ବିହାରର ମୁଜାଫରପୁରରୁ ଏକ ବଡ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । ଏଠାରେ ଏକ ଟ୍ରେନ୍‌ରେ ନିଆଁ ଲାଗିବା ସହିତ ଏହି ଘଟଣାରେ ଜଣେ RPF ଯବାନଙ୍କ ମୃତ୍ୟୁ ଘଟିଛି । ମୁଜାଫରପୁରରେ ବଲସାଡ-ମୁଜାଫରପୁର…

୨୩,୦୦୦ ଲୋକଙ୍କ ଚାକିରୀ ଗଲା, ଶିକ୍ଷକ ଭର୍ତ୍ତି ଘୋଟାଲାରେ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି

କୋଲକାତା: ପଶ୍ଚିମବଙ୍ଗରେ ସ୍କୁଲ ସର୍ଭିସ କମିଶନର ଶିକ୍ଷକ ନିଯୁକ୍ତି ଘୋଟାଲାରେ ଆସିଛି ହାଇକୋର୍ଟଙ୍କ ନିଷ୍ପତ୍ତି । କୋଲକାତା ହାଇକୋର୍ଟ ୨୩ ହଜାରରୁ ଅଧିକ ଚାକିରୀ ରଦ୍ଦ କରିବାକୁ ଆଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏହି…

‘କେତେ ଲୋକ ଡେଟ୍‌ରେ ନିଜ ସହ ଛୁରୀ ନେଇ ଯାଇଥାନ୍ତି’? ଗଛରେ ପ୍ରେମିକାଙ୍କ ନାଁ ଲେଖିବାକୁ ନେଇ ଏପରି କହିଲେ କାଜୋଲ

ମୁମ୍ବାଇ:କାଜୋଲ ପ୍ରାୟ ସମୟରେ ସୋସିଆଲ ମିଡିଆରେ ମଜାଦାର ଓ ନୂଆ ନୂଆ ପୋଷ୍ଟ କରିଥାନ୍ତି । ରବିବାର ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର ଏକ ସୁନ୍ଦର ବିଚାର ସେୟାର କରିଛନ୍ତି । ଗଛରେ ନିଜ ନାମ ଆଙ୍କୁଥିବା…

ସ୍ୱପ୍ନରେ ଦେଖୁଛନ୍ତି କି ଶବଯାତ୍ରା, ଜାଣନ୍ତୁ ଏହା ଶୁଭ କି ଅଶୁଭ

ଓଡ଼ିଶା ଭାସ୍କର: ଜ୍ୟୋତିଷ ବିଦ୍ୟାର ଏକ ଶାଖା ସ୍ୱପ୍ନ ସହ ବି ଜଡିତ । ରାତିରେ ନିଦରେ ଦେଖୁଥିବା ସ୍ୱପ୍ନ ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ଶୁଭ ଅଶୁଭ ସଂକେତ ଦେଇଥାଏ । ଏହି ସ୍ୱପ୍ନ କହିଥାଏ କି ଆଗାମୀ ସମୟ…

‘ମୋତେ ଓ ମୋ ପୁତୁରାକୁ ହତ୍ୟା କରାଯିବାର ଯୋଜନା କରାଯାଉଛି’,ଏକ ସଭାରେ ଏପରି ଦାବୀ କଲେ ମମତା

କୋଲକାତା:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ମୋ ପୁତୁରା ଅଭିଷେକ ଓ ମୋର ହତ୍ୟା କରିଦିଆଯାଇପାରେ । ଆଜି ବାଲୁରଘାଟ ଲୋକସଭା ଆସନରେ ପ୍ରାର୍ଥୀ ତଥା ରାଜ୍ୟ ମନ୍ତ୍ରୀ ବିପ୍ଳବ ମିତ୍ରଙ୍କ ଲାଗି ଏକ…

ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ ଆଶଙ୍କାରେ ଭାରତ, ଇରାନର ଏହି ଗୋଟିଏ ପଦକ୍ଷେପ ସୃଷ୍ଟି କରିପାରେ ବଡ ସମସ୍ୟା

ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଶାନ୍ତ ହେବାର ନାଁ ଧରୁନାହିଁ । କେବଳ ମଧ୍ୟପ୍ରାଚ୍ୟ ନୁହେଁ ପୁରା ବିଶ୍ୱର ଦୃଷ୍ଟି ଏବେ ଏହି ଦୁଇ ଶକ୍ତିଶାଳୀ ଦେଶ ଉପରେ ରହିଛି । ବିଶ୍ୱ ସାମ୍ନାରେ ଏକ…

ରାହୁଲ ଗାନ୍ଧୀ ଅସୁସ୍ଥ ,ରଦ୍ଦ ହେଲା ନିର୍ବାଚନୀ ଗସ୍ତ

ନୂଆଦିଲ୍ଲୀ:କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କର ମଧ୍ୟପ୍ରଦେଶ ସତନା ଗସ୍ତକୁ ସ୍ଥଗିତ କରିଦିଆଯାଇଛି । ତାଙ୍କ ସ୍ଥାନରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ…

(Video)ରାମଲାଲାଙ୍କୁ ଦେଖି ଭାବ ବିଭୋର ହୋଇଗଲେ ମହିଳା, ଶରୀରରୁ ଗୋଟିଏ ପରେ ଗୋଟିଏ ଗହଣା କାଢି କରିଦେଲେ ଦାନ

ଅଯୋଧ୍ୟା: ରାମନବମୀ ଅବସରରେ ସାରା ଦେଶରେ ବେଶ୍ ଧୁମଧାମର ସହ ଭଗବାନ ରାମଙ୍କ ପୂଜା ଆରାଧନା କରାଯାଇଛି । ଅଯୋଧ୍ୟା ସ୍ଥିତି ରାମ ମନ୍ଦିରରେ ଏଥିପାଇଁ ଭବ୍ୟ ପ୍ରସ୍ତୁତି କରାଯାଇଥିଲା । ଏହିଦିନ ଭଗବାନ ରାମଙ୍କ ସୂର୍ଯ୍ୟ…

RRB Recruitment 2024: ୮,୦୦୦ TTE ପୋଷ୍ଟ ଲାଗି ଆବେଦନ ଆହ୍ୱାନ, ନିମ୍ନରେ ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ:ଭାରତୀୟ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ (RRB) ପକ୍ଷରୁ ୮୦୦୦ TTE ପୋଷ୍ଟ ଲାଗି ଆବେଦନ ଆହ୍ୱାନ କରାଯାଇଛି । ଆଗ୍ରହୀ ଓ ଇଛୁକ ପ୍ରାର୍ଥୀ ଭାରତୀୟ ରେଲୱେର ଅଫିସିଆଲ ୱେବସାଇଟ୍ indianrailways.gov.in କୁ…