ପ୍ରଧାନମନ୍ତ୍ରୀ ମୋଦୀ ବଡ ନା ବିଜେପି ବଡ? ଏହି ପ୍ରଶ୍ନ ଉପରେ ଏପରି ମତ ରଖିଲେ ସୁଷମା ସ୍ୱରାଜଙ୍କ ତନୟା ବାଂସୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ବିଜେପିକୁ ବୁଝାଏ । ବିଜେପି ପଦ୍ମ ଚିହ୍ନରେ ନିର୍ବାଚନ ଲଢୁଛି ଓ ମୋଦୀଜୀ ହେଉଛନ୍ତି ନିଜେ ପଦ୍ମଫୁଲ । ନୂଆଦିଲ୍ଲୀ ଆସନରୁ ବିଜେପିର ଲୋକସଭା ପ୍ରାର୍ଥୀ ବାଂସୁରୀ…

୧ କି ୨ ନୁହେଁ ପୋଲିସ ଜବତ କଲା ପୁରା ୮୭୭୪ ସିମ୍ କାର୍ଡ, ଅନ୍ତଃରାଷ୍ଟ୍ରୀୟ ସାଇବର ଅପରାଧୀଙ୍କ ରହିଛି ବଡ ଷଡଯନ୍ତ୍ର

ଗୋପାଳଗଞ୍ଜ: ଲୋକସଭା ନିର୍ବାଚନ ପୂର୍ବରୁ ବିହାରର ଗୋପାଳଗଞ୍ଜରୁ ସୁରକ୍ଷା ଏଜେନ୍ସୀ ଦ୍ୱାରା ପୁରା ୮୭୭୪ ସିମ୍ କାର୍ଡ ଓ ନେପାଳୀ ମୁଦ୍ରା ଜବତ କରାଯାଇଛି ଓ ଏହି ମାମଲାରେ ଆର୍ଥିକ ଅପରାଧ ନିୟନ୍ତ୍ରଣ ଏଜେନ୍ସୀ (EOU) ଓ…

ଆସନ୍ତା ଦୁଇ ଦିନ ରାଜ୍ୟରେ ଘଡଘଡି ସହ ବର୍ଷା,ତାତିରୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର:ଆଜି ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମ୍ ରହିଛି । ଆସନ୍ତା ୨ ଦିନ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର କିଛି ସ୍ଥାନରେ…

‘ପାପ କରିଥିବା ଲୋକମାନେ ଏହା ଭୁଲନି ଯେ ଆଗକୁ ଆସୁଛି ରାମ ନବମୀ’ : କାହିଁକି ଏପରି କହିଲେ ମୋଦୀ

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ନବାଦାରେ ପହଞ୍ଚିଛନ୍ତି । ଏଠାରେ ସେ ଜନତାଙ୍କୁ ସମ୍ବୋଧନ କରିବା ସମୟରେ INDIA ମେଣ୍ଟକୁ ଟାର୍ଗେଟ୍ କରିଛନ୍ତି ।…

ହୋଇସାରିଛି ଶନି ଦେବଙ୍କ ନକ୍ଷତ୍ର ପରିବର୍ତ୍ତନ; ଆଗାମୀ ୬ ମାସ ପର୍ଯ୍ୟନ୍ତ ସାବଧାନ ରୁହନ୍ତୁ ଏହି ରାଶି

ଓଡ଼ିଶା ଭାସ୍କର: ଏପ୍ରିଲ ୬ ତାରିଖ ଦ୍ୱିପ୍ରହର ୩ଟା ୫୫ମିନିଟ୍ ସମୟରେ ଶନି ଦେବ ପୂର୍ବଭାଦ୍ରପଦ ନକ୍ଷତ୍ରକୁ ଚଳନ କରିଛନ୍ତି ଓ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ସେ ଏହି ନକ୍ଷତ୍ରରେ ରହିବେ । ତେବେ ଶନିଦେବଙ୍କ ଏହି…

ବିିଜେଡିରେ ଯୋଗ ଦେଲେ ଗଣେଶ୍ୱର ବେହେରା, ନିକଟରେ କଂଗ୍ରେସରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ୱର:ବିଜେଡିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା । ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଦଳୀୟ ସମର୍ଥକଙ୍କ ସହ ଆସି ସେ ବିଜେଡିରେ…

ବଢିଆ ସୁଧ ସହ SBI ର ୪୦୦ଦିନ ବାଲା ଜବରଦସ୍ତ ସ୍କିମ୍‌, ଏହି ତାରିଖ ପର୍ଯ୍ୟନ୍ତ ମିଳିବ ଫାଇଦା

ନୂଆଦିଲ୍ଲୀ: ସମସ୍ତେ ନିଜ ରୋଜଗାରରୁ କିଛି ନା କିଛି ସଞ୍ଚୟ କରି ଏପରି ଯାଗାରେ ନିବେଶ କରିବାକୁ ଚାହାନ୍ତି ଯେଉଁଠି ସେମାନଙ୍କ ପଇସା ସୁରକ୍ଷିତ ରହିବା ସହ ଜୋରଦାର ରିଟର୍ଣ୍ଣ ମିଳୁଥିବ । ସୁରକ୍ଷିତ ନିବେଶ ଓ ଭଲ…

କେଜ୍ରିୱାଲଙ୍କ ଗିରଫଦାରୀ ବିରୁଦ୍ଧରେ ଆପ୍ କର୍ମକର୍ତ୍ତାଙ୍କ ସାମୂହିକ ଉପବାସ, ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପରେ ଦଳର କାର୍ଯ୍ୟକର୍ତ୍ତା ବେଶ୍ ସକ୍ରିୟ ହୋଇପଡିଛନ୍ତି । ଆପ୍ ନେତା କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଏକତ୍ରୀତ…

ଘରେ ଏସି ଲଗାଇଥିଲେ ଜରୁର ଚେକ୍ କରନ୍ତୁ ଏହି ଜିନିଷ, ଅନ୍ୟଥା ଭରିବାକୁ ପଡିବ ମୋଟା ଅଙ୍କର ଜୋରିମାନା

ଓଡ଼ିଶା ଭାସ୍କର:ଖରାଦିନ ଆସିବା ମାତ୍ରେ ଏସିର ଡିମାଣ୍ଡ ଦ୍ରୁତ ଗତିରେ ବଢିଯାଏ । ଭୀଷଣ ଗରମରୁ ଆମକୁ କେବଳ ଏସି ହିଁ ଆଶ୍ୱସ୍ତି ଦେଇଥାଏ । ଯଦି ଆପଣ ବି ଘରେ ଏସି ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ଲାଗି ବହୁତ…

ଭୁଲି ଯାଆନ୍ତୁ ଏଫ୍‌ଡିରେ ନିବେଶ, ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଆପଣଙ୍କୁ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ:ଯଦି ଆପଣ ଏଫ୍‌ଡିରେ ଅଧିକ ସୁଧ ପାଇଁ କୌଣସି ଅନ୍ୟ ଯୋଜନାର ସନ୍ଧାନରେ ଅଛନ୍ତି ତେବେ ଆପଣଙ୍କ ପାଇଁ ପୋଷ୍ଟ ଅଫିସ୍‌ର ଏକ ବଢିଆ ସ୍କିମ୍ ରହିଛି । ଏହି ସ୍କିମ୍‌ରେ ନିବେଶ କରି ଆପଣ ଭଲ ଲାଭ କମାଇ ପାରିବେ ।…