ଦେଶ ଭିତରେ ପଶି ଆତଙ୍କବାଦୀଙ୍କୁ ମାରିବୁ, ରାଜନାଥ ସିଂହ ପାକିସ୍ତାନକୁ ଦେଲେ ଏପରି ଚେତାବନୀ

ନୂଆଦିଲ୍ଲୀ:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଗଣମାଧ୍ୟମ ସହ ସାକ୍ଷାତକାର ଅବସରରେ କହିଛନ୍ତି, ଆତଙ୍କ ପ୍ରସାର କରୁଥିବା ପାକିସ୍ତାନକୁ ଆମେ ସିଧା ଧମକ ଦେଉଛୁ କି ଯଦି ଆତଙ୍କବାଦୀ ପାକିସ୍ତାନରେ ଯାଇ ଲୁଚିବ ତେବେ…

(Video)ହୁତୁ ହୁତୁ ହୋଇ ଜଳୁଛି ବିଜୁଳି ବିଭାଗ ଅଫିସ, ଟ୍ରାନ୍ସଫର୍ମର ବିସ୍ଫୋରଣ ଶବ୍ଦରେ ଆତଙ୍କିତ ସ୍ଥାନୀୟ ଅଧିବାସୀ

ରାୟପୁର: ଛତିଶଗଡ ରାଜଧାନୀ ରାୟପୁରରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଏଠାରେ ଗୁଢିଆରୀ ଥାନା ଅଞ୍ଚଳର ଭାରତ ମାତା ଛକ ନିକଟସ୍ଥ ବିଦ୍ୟୁତ୍ ବିଭାଗ ସବଡିଭିଜନ୍ ଅଫିସ୍‌ରେ ଆଜି ଭୀଷଣ ଅଗ୍ନିକାଣ୍ଡ ଘଟିଛି । ତେବେ ନିଆଁ…

RBI କଲା ବଡ ଘୋଷଣା, UPI ଜରିଆରେ ଘରେ ବସି କରିପାରିବେ କ୍ୟାସ୍ ଡିପୋଜିଟ୍‌

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବେ ଏକ ବଡ ଘୋଷଣା କରିଛି । ଏବେ ଆପଣ UPI ର ବ୍ୟବହାର କରି ନିଜ ବ୍ୟାଙ୍କ ଆକାଉଣ୍ଟରେ କ୍ୟାସ୍ ବି ଜମା କରିପାରିବେ । ଏହାର ଅର୍ଥ ବିନା ଡେବିଟ୍ କାର୍ଡ ଓ ବ୍ୟାଙ୍କ ନ ଯାଇ…

Big breaking:୪୪ ଡିଗ୍ରୀ ଟପିଲା ତାପମାତ୍ରା, ଆଜି ରାଜଧାନୀରେ ସର୍ବାଧିକ ବୋଲି କହିଲେ ପାଣିପାଗ ବିଜ୍ଞାନୀ

ଭୁୁବନେଶ୍ୱର:ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୪ ଡିଗ୍ରୀ ଟପିଛି । ସର୍ବାଧିକ ତାପମାତ୍ରା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । ତାପମାତ୍ରା ଆହୁରି ବଢିବା ନେଇ ଆଶଙ୍କା ପ୍ରକାଶ କରାଯାଇଛି । ଆଜି ରାଜଧାନୀରେ…

ପତିଙ୍କ ସଂପତ୍ତିରେ ପତ୍ନୀଙ୍କର ରହିଛି କେତେ ଅଧିକାର? ଆଇନରେ କ’ଣ ରହିଛି ଉଲ୍ଲେଖ ଆସନ୍ତୁ ଜାଣିବା

ଓଡ଼ିଶା ଭାସ୍କର: ଭାରତୀୟ ପରିବାରରେ ମହିଳାଙ୍କୁ ପାରମ୍ପରିକ ରୂପରେ ଆର୍ଥିକ ମାମଲାରୁ ଦୂରେଇ ରଖାଯାଏ । ଫଳରେ ସେମାନେ ନିଜର ଅର୍ଥନୈତିକ ଅଧିକାର ବିଷୟରେ ଜାଣିପାରନ୍ତି ନାହିଁ । ଏବେ କିନ୍ତୁ ସମୟ ବଦଳିଛି । ତେଣୁ…

ATM ମେସିନ୍ ନିକଟରେ ଏହି ଗୋଟିଏ ଭୁଲ୍ ଆପଣଙ୍କୁ କରିଦେବ କାଙ୍ଗାଳ, ନିମ୍ନୋକ୍ତ ଘଟଣାରୁ ଜାଣନ୍ତୁ ତାହା କେଉଁ ଭୁଲ୍

ନୂଆଦିଲ୍ଲୀ: ଲୋକଙ୍କୁ ଫସାଇବା ଲାଗି ସ୍କାମର୍ସ ବିଭିନ୍ନ ପ୍ରକାର ଚାଲ୍ ଚଲାଉଛନ୍ତି । ନିକଟରେ ଜଣେ ମହିଳାଙ୍କ କ୍ଷେତ୍ରରେ ଏପରି ହୋଇଛି । ସ୍କାମର୍ସ ମହିଳାଙ୍କୁ ଏଟିଏମ୍ ଫ୍ରଡ୍‌ରେ ଫସାଇ ଦେଇଛନ୍ତି । ଘଟଣା ଏହି ମାସ…

ଆପ୍ ମନ୍ତ୍ରୀ ଆତିଶୀଙ୍କ ସମସ୍ୟା ବଢିଲା, ଏହି ମାମଲାରେ ନୋଟିସ୍ ପଠାଇଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରର ମନ୍ତ୍ରୀ ଆତିଶୀ ସିଂହଙ୍କ ସମସ୍ୟା ବଢିପାରେ । ବିଜେପିରେ ଯୋଗ ନ ଦେବାରୁ ତାଙ୍କୁ ଧମକ ମିଳିଥିବା ନେଇ ସେ ଯେଉଁ ଅଭିଯୋଗ କରିଥିଲେ ତାହାକୁ ନେଇ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ…

(Video)ଲୋକଙ୍କ ଦାଢି ସେଭିଂ କରି ଭୋଟ୍ ମାଗିଲେ ପ୍ରାର୍ଥୀ, ଭାଇରାଲ୍ ହେଉଛି ନିର୍ବାଚନ ପ୍ରଚାରର ଅଜବ ତରିକା

ରାମେଶ୍ୱରମ୍‌:ତାମିଲନାଡୁ ପରମେଶ୍ୱରମ୍ ରାମନାଥପୁରମ୍ ଲୋକସଭା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ପରୀରାଜନ ନିର୍ବାଚନ ପ୍ରଚାର କରିବାର ଏକ ନୂଆ ଉପାୟ ଖୋଜି ବାହାର କରିଛନ୍ତି । ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ସେ ହାତରେ…

ଖାଦ୍ୟ ଠିକ୍ ଅଛି କି ନା ଫ୍ରିଜ୍ ଦେବ ଆଗୁଆ ସୂଚନା, ସାମସଙ୍ଗ ଲଞ୍ଚ କଲା AI ସ୍ମାର୍ଟ ଫ୍ରିଜ୍

ନୂଆଦିଲ୍ଲୀ: ସାମସଙ୍ଗ ଭାରତରେ ନୂଆ ରେଞ୍ଜର ଏଆଇ ପ୍ରଡକ୍ଟ ଲଞ୍ଚ କରିଛି । ଏଥିରେ ରହିଛି ଫ୍ରିଜ୍‌, ଏସି, ମାଇକ୍ରୋୱେଭ୍ ଓ ୱାଶିଂମେସିନ୍ । ଏହି ସମସ୍ତ ସ୍ମାର୍ଟ ପ୍ରଡକ୍ଟ Bespoke AI ଏଆଇ ସହ ଆସୁଛି । ଏହି Bespoke…

ମହାତ୍ମା ଗାନ୍ଧୀଙ୍କ ଏହି ସ୍ୱପ୍ନକୁ ପୁରା କରୁଛନ୍ତି ରାହୁଲ ଗାନ୍ଧୀ..! କାହିଁକି ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କହିିଲେ ଏପରି

ନୂଆଦିଲ୍ଲୀ:ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି କଂଗ୍ରେସକୁ ସମାପ୍ତ କରିବା ଲାଗି ମହାତ୍ମା ଗାନ୍ଧୀଙ୍କ କଥା…