ଏଠାରେ ଏବେ ଏୟାର କୁଲର ଉପରେ ମିଳୁଛି ବମ୍ପର ରିହାତି, ଶୀଘ୍ର ଉଠାନ୍ତୁ ଫାଇଦା
ନୂଆଦିଲ୍ଲୀ: ଶୀତ ଯାଇ ଧୀରେ ଧୀରେ ଗ୍ରୀଷ୍ମର ତାତି ଅନୁଭୂତ ହେଲାଣି । ଆଗକୁ ତାପମାତ୍ରା ଆହୁରି ବଢିବାରେ ଲାଗିବ । ତାତି ବଢିବା ପୂର୍ବରୁ ଆପଣଙ୍କୁ ଗରମରୁ ମୁକ୍ତି ପାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡିବ ।…