ବର୍ଷକୁ ମାତ୍ର ୨୦ ଟଙ୍କା ଖର୍ଚ୍ଚ କରି ପାଆନ୍ତୁ ୨ ଲକ୍ଷ ଟଙ୍କାର ବୀମା ରାଶି, ଜାଣନ୍ତୁ କ’ଣ ଏହି ଯୋଜନା
ନୂଆଦିଲ୍ଲୀ: ଭବିଷ୍ୟତ ଲାଗି କିମ୍ବା ଜୀବନକୁ ସୁରକ୍ଷିତ ରଖିବା ଲାଗି ଲୋକମାନେ ବିଭିନ୍ନ ବୀମା ଯୋଜନା କିଣିଥାନ୍ତି । ଆଜିକାଲି ତ ସରକାର ଏପରି ଯୋଜନା ଚଲାଉଛନ୍ତି କି ଆପଣ ନିଜର ଚା’ ପାନ ଖର୍ଚ୍ଚରେ ବି ଏକ ଯୋଜନା…