fbpx

Big Breaking; ସମ୍ପୂର୍ଣ୍ଣ ଭଙ୍ଗା ହେବ ଐତିହାସିକ ବାରବାଟୀ ଷ୍ଟାଡିୟମ! ସୂଚନା ଦେଲେ OCA ସମ୍ପାଦକ

କଟକ: ଓଡ଼ିଶାର ଅନ୍ୟତମ ପରିଚୟ କଟକ ବାରବାଟୀ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ ଆଲୋଚନା କରାଯାଉଛି । ୧୯୫୨ ମସିହାରୁ ଓଡ଼ିଶାକୁ ବିଶ୍ୱସ୍ତରରେ ସ୍ୱତନ୍ତ୍ର ପରିଚୟ ଦେଇଥିବା ବାରବାଟୀ ଷ୍ଟାଡିୟମ ଭାଙ୍ଗି ଦିଆଯିବ…

ବୁମରାହଙ୍କ ସ୍ଥାନ ପୂରଣ କରିବେ ଏହି ଖେଳାଳି! ଚତୁର୍ଥ ଟେଷ୍ଟରେ ମିଳିପାରେ ବଡ଼ ସୁଯୋଗ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଦଳରୁ ବାଦ୍ ପଡ଼ିଛନ୍ତି ଦଳର ଉପ-ଅଧିନାୟକ ଜଶପ୍ରୀତ ବୁମରାହ । ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଏହି ମ୍ୟାଚରେ ବୁମରାହଙ୍କୁ ବିଶ୍ରାମ ଦେବା ପାଇଁ ନିଷ୍ପତ୍ତି ନେଇଛି…

All Time Incredible IPL-16: ଧୋନୀ ଅଧିନାୟକ, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିକରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ର ମହାକୁମ୍ଭ । ତେବେ ଏଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ସୂଚୀ ଜାରି ହୋଇ ନଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି ।…

ମଣିଷ-ବନ୍ୟଜନ୍ତୁ ମଧ୍ୟରେ ବଢିବ ବନ୍ଧୁତା: ସଂଘର୍ଷ ରୋକିବା ପାଇଁ ନିଯୁକ୍ତ ହେବେ ରାପିଡ ରେସପନ୍ସ ଟିମ୍

ଭୁବନେଶ୍ୱର: ମଣିଷ ସମାଜ ଏବଂ ବନ୍ୟଜନ୍ତୁଙ୍କ ମଧ୍ୟରେ କମିବ ଦୂରତା, ଉଭୟଙ୍କ ମଧ୍ୟରେ ବଢିବ ଭଲପାଇବା । ପୁଣିଥରେ ମଣିଷ-ପଶୁପକ୍ଷୀଙ୍କ ଭିତରେ ଥିବା ଭଲ ପାଇବା ଦେଖିବ ସାରା ଦୁନିଆ । ମଣିଷ ଏବଂ ବନ୍ୟଜନ୍ତୁ ଭିତରେ ଆରମ୍ଭ…

Big Breaking… ରାଜନୀତି ମଇଦାନକୁ ଆସୁଛନ୍ତି ଯୁବରାଜ… ପୁଣି BJPରେ ସାମିଲ ହେବେ ନବଜୋତ ସିଦ୍ଧୁ!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଏବେ ସାରା ଦେଶରେ ରାଜନୀତିକୁ ନେଇ ଖୁବ ଚର୍ଚ୍ଚା । ଏହିସବୁ ଆଲୋଚନା ଭିତରେ ଆଉ ଦୁଇଟି ନାଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଭାରତୀୟ ଦଳର ଦୁଇ ପୂର୍ବତନ କ୍ରିକେଟରଙ୍କୁ…

Big Breaking; ଅଫେରା ରାଇଜରେ ‘ସ୍ୱରର ଯାଦୁଗର’ ଅମିନ ସୟାନୀ: ହୃଦଘାତରେ ଦେହାନ୍ତ

ନୂଆଦିଲ୍ଲୀ: ଆଜି ସାରା ମନୋରଞ୍ଜନ ଦୁନିଆରେ ଶୋକର ଛାୟା ଖେଳିଯାଇଛି । ରେଡିଓ ଜଗତରେ ସ୍ୱରର ଯାଦୁଗର ଭାବରେ ଜଣାଶୁଣା ରେଡିଓ ଉପସ୍ଥାପକ ଅମିନ ସୟାନୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୯୧ ବର୍ଷ ବୟସରେ ହୃଦଘାତ ଯୋଗୁଁ…

(Video) IPL-2024କୁ ଫେରିବେ ଋଷଭ ପନ୍ତ! ବ୍ୟାଟିଂ-ୱିକେଟ କିପିଙ୍ଗରେ ଦେଖାଇଲେ ଜଲୱା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଫ୍ୟାନ୍ସମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ମିଳିଛି । ଖୁବଶୀଘ୍ର କ୍ରିକେଟ ମଇଦାନକୁ କମବ୍ୟାକ କରିବାକୁ ଯାଉଛନ୍ତି ଷ୍ଟାର ୱିକେଟ କିପର ଋଷଭ ପନ୍ତ । ଆସନ୍ତା ଆଇପିଏଲ ଟୁର୍ଣ୍ଣାମେଣ୍ଟ…

‘ବିବାହ’ ମହିଳାଙ୍କୁ ଚାକିରିରୁ ବାହାର କରିବାର କାରଣ ହୋଇପାରିବ ନାହିଁ… ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ମହିଳା କର୍ମଚାରୀଙ୍କ ବିବାହ ତାଙ୍କୁ କୌଣସି ଚାକିରିରୁ ବାଦ୍ ଦେଇପାରିବ ନାହିଁ । ସେମାନଙ୍କ ଚାକିରି ଏବଂ ଘରୋଇ କାର୍ଯ୍ୟକୁ ଅଯୋଗ୍ୟତାର ଅଧାର ବୋଲି କହୁଥିବା ନିୟମକୁ ସମ୍ବିଧାନର ବିରୋଧ ବୋଲି କହି ରାୟ…

Mumbai Indiansରୁ ବିଦାୟ ନେବେ ରୋହିତ ଶର୍ମା! IPL ’25ରୁ ଅନ୍ୟ ଦଳରେ ସାମିଲ ହୋଇପାରନ୍ତି ହିଟମ୍ୟାନ୍

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ । ଏଥିପାଇଁ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଖେଳାଳିମାନେ ମଧ୍ୟ ନିଜର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଏହାମଧ୍ୟରେ…

୧୬ ତାରିଖରୁ ଦଶମ ଶ୍ରେଣୀ ପିଲାଙ୍କ ଖାତା ଦେଖା: ସରିଲା ପ୍ରଥମ ଦିନର ମାଟ୍ରିକ ବୋର୍ଡ ପରୀକ୍ଷା

ଭୁବାନେଶ୍ୱର: ଶେଷ ହୋଇଛି ପ୍ରଥମ ଦିନର ମାଟ୍ରିକ ପରୀକ୍ଷା । ପ୍ରଥମ ଦିନ ମାତୃଭାଷା ପ୍ରଶ୍ନପତ୍ର ଖୁବ୍ ଭଲ ହୋଇଥିବା ପ୍ରକାଶ କରିଛନ୍ତି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ । ପ୍ରଶ୍ନପତ୍ରକୁ ନେଇ ସେମାନେ ମଧ୍ୟ ବେଶ୍…