fbpx

(Video) ଶତକବୀର ଶୁଭମନ: ଶତକ ସହ ଟେଷ୍ଟ କ୍ରିକେଟରେ ଫର୍ମକୁ ଫେରିଲେ ଗିଲ୍

ନୂଆଦିଲ୍ଲୀ: ଅନେକ ସଂଘର୍ଷ ପରେ ଟେଷ୍ଟ କ୍ରିକେଟରେ ନିଜର ଦମ୍ ଦେଖାଇଛନ୍ତି ଶୁଭମନ ଗିଲ୍ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିସ୍ଫୋରକ ଶତକ ହାସଲ କରି ଦଳରେ ନିଜ ସ୍ଥାନକୁ ସୁରକ୍ଷିତ ରଖିବାର ଆଶା ଉଜ୍ଜୀବିତ…

IND vs ENG ତୃତୀୟ ଟେଷ୍ଟରେ ଫେରିବେ କି ସାର୍ ଜାଡେଜା? ଆହତ ସମସ୍ୟାକୁ ନେଇ ବଡ଼ ଅପଡେଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଆହତ ହୋଇ ଟିମ ଇଣ୍ଡିଆରୁ ବାଦ୍ ପଡ଼ିଛନ୍ତି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଦ୍ୱିତୀୟ ଟେଷ୍ଟରେ ତାଙ୍କ ସ୍ଥାନରେ କୁଳଦୀପ ଯାଦବଙ୍କୁ ଦଳରେ ସୁଯୋଗ ଦେଇଛନ୍ତି ରୋହିତ…

Whatsapp ଆଣୁଛି ଜବରଦସ୍ତ ଫିଚର୍: ଆଉ ନଷ୍ଟ ହେବନି ୟୁଜରଙ୍କ ମୂଲ୍ୟବାନ୍ ସମୟ

ନୂଆଦିଲ୍ଲୀ: ଆଜିକାଲି ମେସେଜିଂ ଆପ୍ ମଧ୍ୟରେ ସବୁଠାରୁ ଲୋକପ୍ରିୟ ହୋଇ ପାରିଛି ହ୍ୱାଟ୍ସଆପ୍ । ଏହି ପ୍ଲାଟଫର୍ମ ବ୍ୟତୀତ ଫେସବୁକ ଇନଷ୍ଟାଗ୍ରାମ ମଧ୍ୟ ଲୋକେ ବ୍ୟବହାର କରୁଛନ୍ତି । କିଛି ଲୋକ ଫେସବୁକ ଇନଷ୍ଟାରେ ଷ୍ଟୋରୀ…

(Video) ଦେଶର ପ୍ରକୃତ ହିରୋ… ପ୍ରବଳ ତୁଷାରପାତରେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କଲେ ସେନା

କୁପୱାରା: ଭାରତୀୟ ସେନାବାହିନୀକୁ ଦେଶର ପ୍ରକୃତ ହିରୋ ବୋଲି କୁହାଯାଏ । ବର୍ତ୍ତମାନଏହାର ଏକ ଜ୍ୱଳନ୍ତ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି । ଜାମ୍ମୁ କାଶ୍ମୀରର କୁପୱାରାରେ ପ୍ରବଳ ତୁଷାରପାତ ହେଉଥିବା ବେଳେ ସାହସର ସହ…

ଗୋଟିଏ ପାନ୍ କାର୍ଡରେ ୧୦୦୦ ଆକାଉଣ୍ଟ: RBI ଟାର୍ଗେଟରେ କେମିତି ଆସିଲା Paytm Payments Bank?

ନୂଆଦିଲ୍ଲୀ: ଜାନୁୟାରୀ ୩୧ ତାରିଖରେ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଫାଷ୍ଟାଗ ରିଚାର୍ଜ, ୱାଲେଟ ଏବଂ ଏହାର ବ୍ୟାଙ୍କ ଆକାଉଣ୍ଟରେ ଟଭ୍କା ଜମା କରିବା…

Team Indiaକୁ ଡବଲ ଝଟକା; ଶସ୍ତାରେ ପାଭିଲିୟନ ଫେରିଲେ ଟିମ ଇଣ୍ଡିଆର ଓପନର

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ପୁଣିଥରେ ନିରାଶ କରିଛନ୍ତି ରୋହିତ ଶର୍ମା । ଦ୍ୱିତୀୟ ମ୍ୟାଚର ତୃତୀୟ ଦିନ ଆରମ୍ଭରୁ ହିଁ ଭାରତକୁ ଏକ ଶକ୍ତ ଝଟକା ଦେଇଛନ୍ତି ଇଂଲଣ୍ଡ ଷ୍ଟାର ବୋଲର…

Big Breaking; କୁହୁଡ଼ି ପାଇଁ ବଡ଼ ଧରଣର ଦୁର୍ଘଟଣା: ବୋଲେରୋ-ଟ୍ରକ ଧକ୍କାରେ ୮ ଗୁରୁତର

ବୌଦ୍ଧ: ଆଜି ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହା ଫଳରେ ରାସ୍ତାରେ ଯାତାୟତ ସମସ୍ୟା ମଧ୍ୟ ପ୍ରଭାବିତ ହୋଇଛି । ଏହି କୁହୁଡ଼ି ଯୋଗୁଁ ବୌଦ୍ଧ ଜିଲ୍ଲାରେ ଏକ ବଡ଼ ଧରଣର ଦୁର୍ଘଟଣା…

ବିରାଟ କୋହଲିଙ୍କୁ ନେଇ ବିସିସିଆଇର ବଡ଼ ଅପଡେଟ: ତା’ ସହ ମିଳିଲା ଖୁସି ଖବର

ନୂଆଦିଲ୍ଲୀ: ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ପରାଜୟ ପରେ ଦ୍ୱିତୀୟ ମ୍ୟାଚରେ ଅତିଥି ଦଳ ଉପରେ ଦବଦବା ଜାରି ରଖିଛି । ତେବେ ଶେଷ ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳକୁ ୧…

ସାବଧାନ୍! ଆଗକୁ ଆସୁଛି ପ୍ରବଳ ବର୍ଷା: Alert ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଦ୍ରୁତ ବେଗରେ ପରିବର୍ତ୍ତନ ହେଉଛି ପାଣିପାଗ । ପ୍ରବଳ ଥଣ୍ଡାରୁ ଏବେ ମୁକ୍ତି ପାଇଛନ୍ତି ଦେଶବାସୀ । ଦୋରେ ବର୍ତ୍ତମାନ ତାପମାତ୍ରାରେ ବୃଦ୍ଧି ରେକର୍ହ କରାଯାଇଛି । ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ…

ଟ୍ୱିନ ସିଟିରେ ଘନ କୁହୁଡ଼ି: ସକାଳୁ ସକାଳୁ ଦେଖାଯାଉନି ରାସ୍ତା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ଭୋରୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ବିଶେଷ କରି ଟ୍ୱିନ ସିଟିରେ କୁହୁଡ଼ିର ପରିମାଣ ଖୁବ ଅଧିକ ରହିଥିବା ଅନୁମାନ କରାଯାଉଛି । ରାସ୍ତା ଠିକ ଭାବରେ ଦେଖା ଯାଉ ନଥିବା ବେଳେ…