fbpx

ଓଡ଼ିଶା ପ୍ରଜ୍ଞାପନ ମେଢ ପ୍ରଥମ: ଗଣତନ୍ତ୍ର ଦିବସ ପରେଡରେ ପାଇଲା ପ୍ରଥମ ସ୍ଥାନ

ଭୁବନେଶ୍ୱର: ଗଣତନ୍ତ୍ର ଦିବସ ପରେଡରେ ବାଜି ମାରିଛି ଓଡ଼ିଶା ପ୍ରଜ୍ଞାପନ ମେଢ । ଦିଲ୍ଲୀର ଗଣତନ୍ତ୍ର ଦିବସ ସମାରୋହରେ ଓଡ଼ିଶା ପ୍ରଜ୍ଞାପନ ମେଢ ସାମିଲ ହୋଇ ରାଜ୍ୟର ପରମ୍ପରା ଓ ସଂସ୍କୃତିକୁ ଦର୍ଶାଇଥିଲା । ଓଡ଼ିଶାର…

କରୋନାରେ କାହିଁକି ବାଜିଥିଲା ଥାଳି? ପ୍ରଧାନମନ୍ତ୍ରୀ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଦେଲେ ଉତ୍ତର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମରେ ପିଲାମାନଙ୍କ ସହ ପରୀକ୍ଷା ପେ’ ଚର୍ଚ୍ଚା’ରେ ଆଲୋଚନା କରିଛନ୍ତି । ପରୀକ୍ଷା ଦେବାକୁ ନେଇ ଥିବା ବିଭିନ୍ନ ଚିନ୍ତାରୁ ଦୂରେଇ ରହିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି…

(Video) ଟିମ ଇଣ୍ଡିଆ ପାଇଁ ଖୁସି ଖବର: T-20 WC ପୂର୍ବରୁ ଫେରିପାରନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ

ନୂଆଦିଲ୍ଲୀ: ବର୍ତ୍ତମାନ ଟିମ ଇଣ୍ଡିଆ ପାଇଁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଆହତ ସମସ୍ୟା । ଦିନିକିଆ ବିଶ୍ୱକପରେ ଷ୍ୟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମହମ୍ମଦ ଶାମୀ ଆହତ ହୋଇ ଦଳରୁ ବାଦ୍ ପଡ଼ିବା ପରେ…

‘ରାମାୟଣ’ରେ ସନ୍ନି ଦେଓଲ ହେବେ ବୀର ହନୁମାନ… ଜାଣନ୍ତୁ କିଏ ହେବେ ରାମ, ଲକ୍ଷ୍ମଣ-ସୀତା

ମୁମ୍ବାଇ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ସାରା ଦେଶ ଏବେ ରାମ ଭକ୍ତିରେ ଲୀନ ହୋଇଯାଇଛି । ଏହାର ପ୍ରଭାବ ବର୍ତ୍ତମାନ ସିନେ ଜଗତରେ ମଧ୍ୟ ଦେଖିବାକୁ ମିଳିଛି । 'ଦଙ୍ଗଲ' ଏବଂ 'ଛିଛୋରେ' ଭଳି…

ରୋମାଞ୍ଚକର ସ୍ଥିତିରେ ହାଇଦ୍ରାବାଦ ଟେଷ୍ଟ: ଟିମ ଇଣ୍ଡିଆକୁ କଷ୍ଟସାଧ୍ୟ ଲକ୍ଷ୍ୟ ଦେଲା ଇଂଲଣ୍ଡ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବର୍ତ୍ତମାନ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଦ୍ୱିତୀୟ ଇନିଂସରେ ଦମଦାର କମବ୍ୟାକ କରି ଟିମ ଇଣ୍ଡିଆକୁ ଏକ କଷ୍ଟସାଧ୍ୟ ଲକ୍ଷ୍ୟ ପ୍ରଦାନ କରିଛି ଇଂଲଣ୍ଡ । ଓଲି…

RCB ପାଇଁ ଦୁଃଖ ଖବର… ଟୁର୍ଣ୍ଣାମେଣ୍ଟରୁ ଓହରିଲେ ଟିମର ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ସାରା ଦେଶରେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଫ୍ୟାନ୍ ଖୁବ ଅଧିକ । ବର୍ତ୍ତମାନ ଏହି ଦଳକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ବାଙ୍ଗାଲୋରର ଜଣେ ଷ୍ଟାର ଖେଳାଳି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନିଜ ନାଁ ଫେରାଇ…

ପଦରୁ ଇସ୍ତଫା ଦେଲେ ନୀତିଶ କୁମାର: ବିହାର ରାଜନୀତିରେ ଯୋଡ଼ି ହେବ କି ନୂଆ କାହାଣୀ?

ବିହାର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଘରେ ବିଧାୟକ ଦଳର ବୈଠକ ସରିବା ପରେ ବିହାର ରାଜନୀତିରେ ବଡ଼ ଧରଣର ହଟଚମଟ ଦେଖିବାକୁ ମିଳିଛି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପ୍ରଦାନ କରିଛନ୍ତି ବିହାର…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତିଶ କୁମାର: ବିଧାୟକ ଦଳ ବୈଠକରେ ବଡ଼ ଘୋଷଣା

ପାଟନା: ବିହାର ରାଜନୀତି ଏବେ ଖୁବ ସରଗରମ ହୋଇ ରହିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ନେଇ ସାରା ରାଜ୍ୟରେ ହଟଚମଟ ଜାରି ରହିଛି । ରାଜନୀତିର ଆଗାମୀ ଯୋଜନାକୁ ନେଇ ଏବେ ଏକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଛି ।…

ଆସିବ ଆଉ ୧୨୦୦ ଆମ୍ବୁଲାନ୍ସ… ଦୁର୍ଘଟଣା ପରେ ରାସ୍ତାରେ ହେବନି ମୃତ୍ୟୁ: ୧୦ ମିନିଟରେ ମିଳିବ ସ୍ୱାସ୍ଥ୍ୟ ସେବା

ଭୁବନେଶ୍ୱର: ଦୁର୍ଘଟଣା ଯୋଗୁଁ ରାସ୍ତାରେ ହେଉଥିବା ମୃତ୍ୟୁକୁ ରୋକିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଉଛନ୍ତି । ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କ ପାଖରେ ଉଚିତ ସମୟରେ ଚିକିତ୍ସା ସେବା ପହଞ୍ଚି…

୨ ଦିନରେ ୨ ଟ୍ରିପଲ ସେଞ୍ଚୁରୀ: ତନ୍ମୟଙ୍କ ପରେ ରେକର୍ଡ ଭାଙ୍ଗିଲେ ଧୋନୀଙ୍କ ସାଥୀ ଖେଳାଳି

ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ରେକର୍ଡ ବର୍ଷା ହେବା ଆରମ୍ଭ ହୋଇଯାଇଛି । ପ୍ରତିଦିନ ବିଶାଳ ରେକର୍ଡ ନିଜ ନାମରେ କରୁଛନ୍ତି ଷ୍ଟାର କ୍ରିକେଟର । ୨ ଦିନ ତଳେ ହାଇଦ୍ରାବାଦ ଷ୍ଟାର ଓପନର ତନ୍ମୟ ଅଗ୍ରୱାଲ ବିସ୍ଫୋରକ ତ୍ରିଶତକ…