fbpx

ଏହି ଭୁଲ ଯୋଗୁଁ କୁବୁଜା ରହି ଯାଇଥିଲା ମନ୍ଥରା: ରାମ-ଲକ୍ଷ୍ମଣଙ୍କୁ ପଠାଇଥିଲା ବନବାସ

ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରଭୁ ଭବ୍ୟ ମନ୍ଦିର ନିର୍ମାଣକୁ ନେଇ ବର୍ତ୍ତମାନ ସାରା ଦେଶରେ ଆନନ୍ଦର ଲହରୀ ଖେଳିଯାଇଛି । ଏହାସହିତ ରାମାୟଣ ଯୁଗର ଶ୍ରୀରାମଙ୍କ କାହାଣୀକୁ ମଧ୍ୟ ମନେ ପକାଉଛନ୍ତି ଭାରତବାସୀ…

ନାସା ଚନ୍ଦ୍ରକୁ ପଠାଇବନି ‘ମୁନ୍ ମିଶନ୍’… ଜହ୍ନ ରାଇଜକୁ ଯିବେନି କେହି ଅନ୍ତରୀକ୍ଷ ଯାତ୍ରୀ

ନୂଆଦିଲ୍ଲୀ: ଆମେରିକାର ସ୍ପେସ ଏଜେନ୍ସି ନାସା ନିଜର ମୁନ୍ ମିଶନ୍ କୁ ନେଇ ଏକ ବଡ଼ ଖୁଲାସା କରିଛି । ଭାରତ(ଇସ୍ରୋ)ର ଚନ୍ଦ୍ରଯାନ-୩ ଜହ୍ନ ରାଇଜର ଦକ୍ଷିଣ ମେରୁରେ ପାଦ ଥାପିବା ସହ ଏକ ଇତିହାସ ସୃଷ୍ଟି କରିଛି । କିନ୍ତୁ…

ଭିତରକନିକା ଅଭୟାରଣ୍ୟରେ କେତେ ଅଛନ୍ତି କୁମ୍ଭୀର? ୨୨ଟି ଟିମ କରୁଛି ଗଣନା

ପଟ୍ଟାମୁଣ୍ଡାଇ: ଚିଲିକା, ଅସ୍ତରଙ୍ଗ ସମେତ ବିଭିନ୍ନ ସ୍ଥାନରେ ପକ୍ଷୀଗଣନା ଜାରି ରହିଥିବା ବେଳେ ଭିତରକନିକାରେ ଏବେ କୁମ୍ଭୀର ଗଣନା ଆରମ୍ଭ ହୋଇଯାଇଛି । ଅଭୟାରଣ୍ୟର ମୋଟ ୪ଟି ରେଞ୍ଜରେ ପକ୍ଷୀଗଣନା କରାଯାଉଛି ।…

CISFକୁ ମିଳିଲା ଅଯୋଧ୍ୟା ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱ: ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ଉତ୍ସବରେ ଅନେକ ବଡ଼ ବଡ଼ ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାରୁ ସୁରୀକ୍ଷା…

କଲବଲ କରୁଛି କରୋନା ମହାମାରୀ… ଆସିଲା କି ତୃତୀୟ ଲହର? ୨୪ ଘଣ୍ଟାରେ ୪୭୫ ପଜିଟିଭ

ନୂଆଦିଲ୍ଲୀ: ସାରା ଦେଶକୁ ପୁଣିଥରେ ନିଜ କବଳକୁ ନେବା ପାଇଁ ଚେଷ୍ଟା କରୁଛି କରୋନା ମହମାରୀ । କୋଭିଡର ନୂଆ ଭାରିଆଣ୍ଟ ଜେଏନ.୧ ଦେଶର ବିଭିନଲ୍ରାଜ୍ୟରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ମଙ୍ଗଳବାର ୨୪ ଘଣ୍ଟା…

ଆଉ ମାଗଣା ସର୍ଭିସ ଦେବନି ଆପଣଙ୍କ Whatsapp… ମାସକୁ ୟୁଜର ଖର୍ଚ୍ଚ କରିବେ ଏତିକି ଟଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସବୁଠାରୁ ଲୋକପ୍ରିୟ ମେସେଜିଙ୍ଗ ଆପ୍ ତାଳିକାରେ ଶୀର୍ଷରେ ରହିଛି ହ୍ୱାଟ୍ସଆପ୍ । କୋଟି କୋଟି ୟୁଜରଙ୍କ ପାଇଁ ଏହି ଆପ୍ ଜୀବନର ଏକ ପ୍ରମୁଖ ଅଂଶ ପାଲଟିଯାଇଛି । ତେବେ ଏହାକୁ ବ୍ୟବହାର କରିବା…

ପ୍ରଭୁ ଶ୍ରୀରାମଙ୍କୁ ଉପହାର ଦେବେ ମା’ ଶବରୀଙ୍କ ବଂଶଜ: ପ୍ରାଣ ପ୍ରତିଷ୍ଠା ଉତ୍ସବରେ ହେବ ପୁନର୍ମିଳନ

ଓଡ଼ିଶା ଭାସ୍କର: ପୁରାଣ ଶାସ୍ତ୍ର ଅନୁସାରେ, ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ମାତା ସୀତା ଏବଂ କନିଷ୍ଠ ଲକ୍ଷ୍ମଣଙ୍କୁ ସାଥିରେ ଧରି ବନବାସ ଯାତ୍ରା କରିଥିଲେ । ଏହି ବନବାସ ସମୟରେ ମାତା ଶବରୀଙ୍କ ସହ ପୁରୁଷୋତ୍ତମଙ୍କର…

୫୮ ବର୍ଷରେ ବିବାହ କରିବେ ସଲମାନ ଭାଇଜାନ୍… ନିଜେ କହିଲେ କେବେ-କିପରି ହେବ ବାହାଘର

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ୍ ହେଉଛନ୍ତି ହିନ୍ଦୀ ସିନେମାର ମୋଷ୍ଟ ଏଲିଜିବଲ ବ୍ୟାଚେଲର । ସଲମାନଙ୍କୁ ବିବାହ କରିବା ପାଇଁ ଅନେକ ଝିଅ ସ୍ୱପ୍ନ ଦେଖୁଛନ୍ତି । କିନ୍ତୁ ଆଜି ସେ ୫୮ ବର୍ଷ ବୟସରେ ପହଞ୍ଚି…

ଜନ୍ମଭୂମୀରୁ ବାହାରକୁ ଆସିବେନି ରାମଲଲା: ଅଯୋଧ୍ୟାରେ ରଦ୍ଦ ହେଲା ଶୋଭାଯାତ୍ରା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମର ସୂଚୀ ରହିଛି । କିନ୍ତୁ ବର୍ତ୍ତମାନ ସୂଚୀ ମଧ୍ୟରେ ଏକ ପରିବର୍ତ୍ତନ ହୋଇଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ…

ପସନ୍ଦ ଆସୁନି Aadhar Cardରେ ଥିବା ପୁରୁଣା ଫଟୋ… ଜାଣି ରଖନ୍ତୁ କିପରି ଏହାକୁ ବଦଳାଇବେ

ନୂଆଦିଲ୍ଲୀ: ଦେଶରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆଧାର କାର୍ଡ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଆଧାର ବିନା, ପିଲାଙ୍କ ସ୍କୁଲ ଆଡମିଶନରୁ ଆରମ୍ଭ କରି ଚାକିରି ପାଇବା ପର୍ଯ୍ୟନ୍ତ ସବୁକିଛି…