fbpx

ବାବାରେ ଶୀତ! ଥଣ୍ଡା ପାଇଁ ବଦଳିଗଲା ସ୍କୁଲ ସମୟ: ଏଣିକି ୧୦ଟାରେ ଆରମ୍ଭ ପାଠପଢା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଶୀତର ଲହରୀ ଜାରି ରହିଛି । ଅସହ୍ୟ ଜାଡ଼ରେ କମ୍ପୁଛି ଦେଶର ବିଭିନ୍ନ ରାଜ୍ୟ । ଏଭଳି ସ୍ଥିତିରେ ସକାଳୁଆ ସ୍କୁଲ ପିଲାମାନଙ୍କ ପାଇଁ ବଡ଼ ଚିନ୍ତା ପାଲଟିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏବେ…

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏଲିଜାବେଥ୍ ବର୍ଣ୍ଣ: ରାଜନୈତିକ ତିକ୍ତତା ପାଇଁ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ବର୍ଣ୍ଣଙ୍କୁ ନେଇ ଆସିଛି ଏକ ବଡ଼ ଖବର । ପ୍ରଧାନମନ୍ତ୍ରୀ ପଦରୁ ସେ ଇସ୍ତଫା ପ୍ରଦାନ କରିଥିବା ବେଳେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏହାକୁ ଗ୍ରହଣ କରିଛନ୍ତି । ଏ ନେଇ…

Breaking; ସାଂଘାତିକ ହେଉଛି ଓଡ଼ିଶାର ପ୍ରଦୂଷଣ ସ୍ଥିତି: ୬ଟି ସହରର ଅବସ୍ଥା ସଙ୍ଗୀନ

ଭୁବନେଶ୍ୱର: ବର୍ତ୍ତମାନ ବାୟୁ ପ୍ରଦୂଷଣ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ରାଜଦାନୀ ଦିଲ୍ଲୀ ପରେ ଏବେ ଓଡ଼ିଶା ମଧ୍ୟ ସମାନ ଦିଗରେ ଗତି କରୁଛି । ଓଡ଼ିଶାର ବିଭିନ୍ନ ସହର ଏବେ ପ୍ରଦୂଷଣର ସାଂଘାତିକ ସ୍ଥିତିରେ…

ରାଷ୍ଟ୍ରପତିଙ୍କ ବାସଭବନ ଫାଟକରେ ପିଟି ହେଲା କାର୍: କେଉଁଠି ଥିଲେ ପ୍ରେସିଡେଣ୍ଟ ଜୋ ବାଇଡେନ୍?

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ବାସଭବନ ବା ହ୍ୱାଇଟ ହାଉସରେ ଏକ ଦୁର୍ଘଟଣା ଘଟିଯାଇଛି । ଭାରସାମ୍ୟ ହରାଇ ଏକ କାର୍ ହ୍ୱାଇଟ ହାଉସର ଫାଟକକୁ ଧକ୍କା ଦେଇଛି । ହ୍ୱାଇଟ ହାଉସର ବାହାର ଫାଟକରେ ଏହି କାରଟି ପିଟି…

କ୍ଷୀର ବିକ୍ରି କଲେ ବି ମିଳୁଛି ସବସିଡି: ରାଜ୍ୟ ସରକାର ପଶୁପାଳକଙ୍କୁ ଦେଲେ ଖୁସି ଖବର

ନୂଆଦିଲ୍ଲୀ: କ୍ଷୀର ଉତ୍ପାଦକ ବା ପଶୁ ପାଳକଙ୍କୁ ନୂଆବର୍ଷରେ ଏକ ବଡ଼ ଖବର ମିଳିଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଦେଶର କୃଷକଙ୍କ ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଛି । ଏବେ କ୍ଷୀର ଉତ୍ପାଦକମାନଙ୍କ…

ନୂଆ ଅଧିନାୟକ ବାଛିଲା ‘ମୁମ୍ବାଇ ଇଣ୍ଡିଆନ୍ସ’: IPL-2024 ପୂର୍ବରୁ ଏହି ଖେଳାଳିଙ୍କୁ ମିଳିଲା ନେତୃତ୍ୱ

ନୂଆଦିଲ୍ଲୀ: ଅଇପିଏଲ-୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଏକ ବଡ଼ ପଦକ୍ଷେପ ନେଇଛି । ରୋହିତ ଶର୍ମାଙ୍କ ସ୍ଥାନରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହସ୍ତାନ୍ତର କରିଛି ଅଧିନାୟକ ପଦ । ତେବେବର୍ତ୍ତମାନ ଆଉ ଏକ…

ମହମ୍ମଦ ଶାମୀ ଖେଳିବେନି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ! ଟିମ ଇଣ୍ଡିଆକୁ ବଡ଼ ଝଟକା

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ପାଇଁ ବର୍ତ୍ତମାନ ସବୁଠୁ ବଡ଼ ଚିନ୍ତା ପାଲଟିଛି ଖେଳାଳିଙ୍କ ଆହତ ସମସ୍ୟା । ଜାନୁୟାରୀ ୧୧ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ଯାଉଛି ଭାରତ । ଏହି ଦଳରୁ ହାର୍ଦ୍ଦିକ…

ପୃଥିବୀର ସବୁ ଲୋକ ହୋଇଯିବେ କୋଟିପତି… ପୃଥିବୀ ପାଖ ଏହି ଛୋଟ ଗ୍ରହରେ ଲୁଚିଛି ହୀରାର ଖଣି

ନୂଆଦିଲ୍ଲୀ: ପୃଥିବୀର ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ଖଣି ଖୋଜିବାରେ ଲାଗିଛି ମଣିଷ ସମାଜ । କିନ୍ତୁ ପୃଥିବୀ ବାହାରେ ଏମିତି ଅନେକ ଜିନିଷ ରହିଛି, ଯାହା ଆମକୁ ହୁଏତ ଜଣା ନଥିବ । ପୃଥିବୀ ବାହାରେ କେଉଁ ଗ୍ରହରେ…

ଆଳୁ ବ୍ୟତୀତ ଏହିସବୁ ଜିନିଷରେ ବି ପ୍ରସ୍ତୁତ ହୁଏ ସିଙ୍ଗଡ଼ା… ଜାଣନ୍ତୁ କେଉଁଥିରେ ପ୍ରସ୍ତୁତ ହୋଇଥାଏ Samosa

ଓଡ଼ିଶା ଭାସ୍କର: ଆଜିକାଲି ଅନେକ ଫାଷ୍ଟ ଫୁଡ ମାର୍କେଟରେ ଥିଲେ ମଧ୍ୟ ସିଙ୍ଗଡ଼ାର ଚାହିଦା ଖୁବ ଅଧିକ ରହିଛି । ଅଧିକାଂଶ ଲୋକ ଏହାକୁ ପସନ୍ଦ କରିଥାନ୍ତି । ମଇଦା ଭିତରେ ମସାଲାଯୁକ୍ତ ଆଳୁ ଏବଂ ଚଟଣୀରେ ପ୍ରସ୍ତୁତ ହୋଇଥିବା…

(Video) ଗ୍ରାଉଣ୍ଡ ବାହାରେ ବି ବିବାଦରେ ଶାକିବ: ନିର୍ବାଚନରେ ଜଣକୁ ଚାପୁଡ଼ା ମାରିଲେ ବାଂଲାଦେଶୀ ଅଧିନାୟକ

ନୂଆଦିଲ୍ଲୀ: ବାଂଲାଦେଶର ଅଧିନାୟକ ଶାକିବ ଅଲ୍ ହାସନଙ୍କ ପିଛା ଛାଡ଼ୁନି ବିବାଦ । କ୍ରିକେଟ ହେଉ କି ନିର୍ବାଚନ ସବୁଠି ବିବାଦ ଘେରରେ ରହିଛନ୍ତି ଶାକିବ । ବର୍ତ୍ତମାନ ସେ ବାଂଲାଦେଶରେ ନିର୍ବାଚନ ଲଢୁଥିବା ବେଳେ ତାଙ୍କର…