fbpx

୬୦ ନୁହେଁ, ୫୦ ବର୍ଷରୁ ଲାଗୁ ହେବ ପେନସନ ଯୋଜନା: ନୂଆବର୍ଷରେ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ସରକାର ପେନସନ ଯୋଜନା ଲାଗୁ କରିଛନ୍ତି । କର୍ମଚାରୀଙ୍କୁ ୬୦ ବର୍ଷ ପରେ ପେନସନ ପ୍ରଦାନ କରିବା ପାଇଁ ନିୟମ କରିଛନ୍ତି ସରକାର । କିନ୍ତୁ ବର୍ତ୍ତମାନ…

ଦିନିକିଆ କ୍ରିକେଟ ଦଳରୁ ବାଦ୍ ପଡ଼ିଲେ କେ.ଏଲ ରାହୁଲ: ଶତକ ପରେ ବି ମିଳିଲାନି ସ୍ଥାନ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଶତକ ହାସଲ କରିବା ପରେ ମଧ୍ୟ କେ.ଏଲ ରାହୁଲ ଦିନିକିଆ ଦଳରୁ ବାଦ୍ ପଡ଼ିଛନ୍ତି । ରାହୁଲଙ୍କ ବ୍ୟତୀତ ଜଶପ୍ରୀତ ବୁମରାହ ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ଏହି ଦଳରେ ସ୍ଥାନ ପାଇନାହାନ୍ତି ।…

Drink & Drive ମାମଲାରେ ୧୩ ଅଟକ: ନୂଆବର୍ଷ ପାଇଁ କମିଶନରେଟ ପୋଲିସର କଡ଼ା ଚେକିଙ୍ଗ

ଭୁବନେଶ୍ୱର: ଆଗକୁ ଆସୁଛି ନୂଆବର୍ଷ । ୨୦୨୩ ବର୍ଷ ଶେଷ ହେବାକୁ ମାତ୍ର ଗୋଟିଏ ଦିନ ବାକି ରହିଛି । ତେଣୁ ନବବର୍ଷର ସ୍ୱାଗତ ପାଇଁ ଦେଶବାସୀ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ଏହାସହିତ ପ୍ରସ୍ତୁତ ହୋଇସାରିଛି…

2nd Test ଜିତିବାକୁ ଦଳରେ ହେବ ପରିବର୍ତ୍ତନ! ଟିମ ଇଣ୍ଡିଆକୁ ପରାମର୍ଶ ଦେଲେ ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟରେ ପରାଜୟ ବରଣ କରିଛି ଟିମ ଇଣ୍ଡିଆ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏହି ମ୍ୟାଚକୁ ନିରାଶଜନକ ଭାବରେ ହାତଛଡ଼ା କରିଛି । ଷ୍ଟାର ବ୍ୟାଟର ଡିନ୍ ଏଲଗରଙ୍କ…

ଟ୍ରେନରେ ବିନା ଟିକେଟରେ ଯାତ୍ରା କରିପାରିବେ ମହିଳା? TTE ବି ବାହାର କରି ପାରିବେନି

ନୂଆଦିଲ୍ଲୀ: ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରୁଛନ୍ତି । ଭାରତୀୟ ରେଳ ମଧ୍ୟ ସେମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାରେ ଏକ ବଡ଼ ଭୂମିକା ନିର୍ବାହ କରୁଛି । ଯାତ୍ରୀମାନଙ୍କ ସମସ୍ତ ପ୍ରକାର…

IAF ଅଫିସର ହେବାର ସ୍ୱପ୍ନ ହେବ ସତ… ଆବେଦନ କରିବାର ଶେଷ ତାରିଖ ଆଜି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଭର୍ତ୍ତି ହେବା ପାଇଁ ଅନେକ ଯୁବପିଢୀଙ୍କ ଆଶା ରହିଛି । ତେବେ ଏହି ସ୍ୱପ୍ନ ପୂରଣ କରିବା ପାଇଁ ଆପଣଙ୍କ ପାଖରେ ଆଜି ଶେଷ ତାରିଖ ରହିଛି । କାରଣ ଆଜି ଭାରତୀୟ ବାୟୁସେନା IAF AFCAT…

Bank Of Barodaର ବଡ଼ ଘୋଷଣା: ସ୍ଥାୟୀଜମାରେ ଗ୍ରାହକଙ୍କୁ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ: ବ୍ୟାଙ୍କରେ ବର୍ତ୍ତମାନ ଗ୍ରାହକ ମୁଖ୍ୟତଃ ଫିକ୍ସଡ ଡିପୋଜିଟ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏଥିରେ ଗ୍ରାହକ ନିବେଶ କରିଥିବା ଟଙ୍କା ସୁରକ୍ଷିତ ରହିଥାଏ, ଏହାସହିତ ନିଶ୍ଚିତ ଭାବରେ ରିଟର୍ଣ୍ଣ ମଧ୍ୟ…

ଏହି ୩ଟି ରାଶି ଉପରେ କୃପା କରିବେ ରାହୁ-କେତୁ: ନୂଆ ବର୍ଷରେ ହେବ ଧନବର୍ଷା

ଓଡ଼ିଶା ଭାସ୍କର: ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଗ୍ରହମାନେ ସମୟ ସମୟରେ ନିଜରାଶି ପରିବର୍ତ୍ତନ କରିତାନ୍ତି । ତେେ ଆସନ୍ତା ନବବର୍ଷରେ ମଧ୍ୟ ନିଜ ରାଶି ପରିବର୍ତ୍ତନ କରିବେ ରାହୁ ଓ କେତୁ । ତେବେ ଉଭୟଙ୍କର ଏହି ରାଶି…

ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ମିଳିଲେ ନୂଆ ନିର୍ଦ୍ଦେଶକ: ଏହି ଅଧିକାରୀଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ଯୋଗ ଦେଇଛନ୍ତି ଜଣେ ନୂଆ ନିର୍ଦ୍ଦେଶକ । ନୂଆ ନିର୍ଦ୍ଦେଶକ ଭାବରେ ମନୋରମା ମହାନ୍ତିଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଏହାପୂର୍ବରୁ ସେ ଅହମ୍ମଦାବାଦ…

ଭୟଙ୍କର ନିଆଁରେ ଜଳିଗଲା ୧୦ ବଖରା ଘର: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭାପୁର: ସକାଳୁ ସକାଳୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ଦେଖିବାକୁ ମିଳିଛି । ଭାପୁର ଅଞ୍ଚଳରେ ନିଆଁ ଲାଗି ଜଳିଯାଇଛି ୧୦ ବଖରା ଘର ଜଳି ପୋଡ଼ି ପାଉଁ ହୋଇଯାଇଛି । ୪ଟି ପରିବାରର ୧୦ ବଖରା ଘରେ ନିଆଁ ଲାଗିଯାଇଛି । ଏହାଫଳରେ…