ପେଟିଏମ ବିବାଦ ପରେ ଏହିସବୁ ଆପ୍ ଗୁଡ଼ିକୁ ବଡ଼ ଫାଇଦା: Online Payment ପାଇଁ ବଢିଲା ଡାଉନଲୋଡ ହାର
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ତରଫରୁ ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫେବୃଆରୀ ୨୯ ତାରିଖରେ ଟ୍ରାଞ୍ଜାକ୍ସନ ବନ୍ଦ କରିବା ନିଷ୍ପତ୍ତି ପରେ କମ୍ପାନୀର ସମସ୍ୟା ଦିନକୁ…