fbpx

M.S Dhoniଙ୍କୁ ବଡ଼ ସମ୍ମାନ: ମାହିଙ୍କ ଜର୍ସି ନମ୍ବରକୁ ରିଟାୟାର କଲା BCCI

ନୂଆଦିଲ୍ଲୀ: ଏଣିକି କୌଣସି ଭାରତୀୟ କ୍ରିକେଟରଙ୍କୁ ମିଳିବ ନାହିଁ ୭ ନମ୍ବରର ଜର୍ସି । ଭାରତର ସର୍ବଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଏକ ସମ୍ମାନରେ ସମ୍ମାନିତ କରିଛି ଭାରତୀୟ କ୍ରିକେଟ ବୋର୍ଡ । ମାହିଙ୍କ…

‘ସୂର୍ଯ୍ୟ’ ଝଡ଼ ପରେ କୁଳଦୀପଙ୍କ ‘ପଞ୍ଝା’: ପ୍ରଥମ ଥର ଆଫ୍ରିକାରେ ଟି-୨୦ ସିରିଜ ବରାବର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ ବରାବର କରିଛି ଟିମ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟି-୨୦ କ୍ରିକେଟରେ ଏକ ବଡ଼ ଇତିହାସ ଲେଖିଛି ଭାରତୀୟ ଦଳ । ତୃତୀୟ ଟି-୨୦ ମ୍ୟାଚ ଜିତି ଭାରତ…

ଅଭିନେତା ଶ୍ରେୟସଙ୍କୁ Heart Attack: ଶୁଟିଙ୍ଗ ସେଟରୁ ମେଡିକାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଷ୍ଟାର ଅଭିନେତା ଶ୍ରେୟସ ତାଲପଡେ ଅଚାନକ ଅସୁସ୍ଥ ହୋଇ ପଡ଼ିଛନ୍ତି । ଶୁଟିଙ୍ଗରୁ ଘରକୁ ଫେରିବା ପରେ ସେ ହୃଦଘାତର ଶିକାର ହୋଇଥିବା ଜାଣିବାକୁ ମିଳିଛି । ୪୭ ବର୍ଷୀୟ ଏହି ଅଭିନେତା ଦିନ ତମାମ ଶୁଟିଙ୍ଗ…

ଧରା ପଡ଼ିଲା ମାଷ୍ଟର ମାଇଣ୍ଡ: ସଂସଦ ସୁରକ୍ଷା ବଳୟ ଭଙ୍ଗ ଘଟଣାରେ ପୋଲିସକୁ ବଡ଼ ସଫଳତା

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବ୍ୟବସ୍ଥା ଉଲ୍ଲଙ୍ଘନ କରିବା ମାମଲାରେ ଏକ ବଡ଼ ଖବର ଜାଣିବାକୁ ମିଳିଛି । ଏହି କାଣ୍ଡରେ ସାମିଲ ତିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସଂସଦରେ ପଶି ସୁରକ୍ଷା ବ୍ୟବସ୍ଥା…

ଅଧିନାୟକ ସୂର୍ଯ୍ୟକୁମାରଙ୍କ ପ୍ରଚଣ୍ଡ ରୂପ: ତୃତୀୟ ଟି-୨୦ରେ ହାସଲ କଲେ ବିସ୍ଫୋରକ ଶତକ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବିସ୍ଫୋରକ ଇନିଂସ କେଳିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୫୬ ବଲରେ ଟି-୨୦ରେ ହାସଲ କରିଛନ୍ତି ଆଉ ଏକ…

ମୃତ୍ୟୁର ୧୦ ଦିନ ପରେ ହେଲେ ମା’: ମହିଳାଙ୍କ ମୃତଦେହରୁ ଜନ୍ମ ନେଲା ଶିଶୁପୁତ୍ର

ନୂଆଦିଲ୍ଲୀ: ଜଣେ ମହିଳା ମରିବାର ୧୦ ଦିନ ପରେ ଏକ ପିଲାକୁ ଜନ୍ମ ଦେଇଛନ୍ତି । ମୃତଦେହକୁ କଫିନ୍ ଭିତରେ କବର ଦେବା ପରେ ମଧ୍ୟ ଜନ୍ମ ନେଇଛି ଏକ ଶିଶୁପୁତ୍ର । ମହିଳାଙ୍କ ଶବକୁ ପୋତିବାର ୧୦ ଦିନ ପରେ କଫିନ ଭିତରୁ ହଠାତ୍…

ମରଣଠୁ ଦୂରେଇ ରଖେ ଏହି Super Food! ସହଜ ନୁହେଁ ଖାଇବା…. ଜାଣନ୍ତୁ ଏହି ଖାଦ୍ୟ ବିଷୟରେ

ନୂଆଦିଲ୍ଲୀ: ଜାପାନର ଲୋକମାନେ ଖୁବ ଦୀର୍ଘାୟୁ ହୋଇଥାନ୍ତି । ତେବେ ଅଧିକ ଯୋଗ କରିବା ସହ ସ୍ୱାସ୍ଥ୍ୟପଯୋଗୀ ଖାଦ୍ୟ ସେମାନଙ୍କ ଦୀର୍ଘାୟୁର ମୁଖ୍ୟ ଆଧାର ହୋଇଥାଏ । ମାନସିକ ଏବଂ ଶାରୀରିକ ସ୍ତରରେ ସୁସ୍ଥ ରହିବା ପାଇଁ…

ସଂସଦରେ ସୁରକ୍ଷା ଭାଙ୍ଗିବା ମାମଲା: ୪ ଅଭିଯୁକ୍ତଙ୍କୁ ହେପାଜତକୁ ନେଲା ପୋଲିସ

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବ୍ୟବସ୍ଥା ଉଲ୍ଲଙ୍ଘନ କରିବା ଅଭିଯୁକ୍ତଙ୍କୁ ମହଙ୍ଗା ପଡ଼ିଛି । ଏଭଳି ଏକ ସଙ୍ଗୀନ ଅଭିଯୋଗରେ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ୭ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଛି । ଏହି ସମୟ ମଧ୍ୟରେ…

ଦୁନିଆର ସବୁଠୁ ବୟସ୍କା ମହିଳା: ବୟସରେ ସମସ୍ତଙ୍କୁ ହରାଇଦେଲେ ଏହି ଫୁସା ତାସୁମୀ

ନୂଆଦିଲ୍ଲୀ: ପୃଥିବୀର ସବୁଠାରୁ ବୟସ୍କା ମହିଳା କିଏ ଜାଣିଛନ୍ତି କି? ଜାଣିଛନ୍ତି କି ତାଙ୍କର ବୟସ କେତେ? ହୁଏତ ଅନେକ ଲୋକ ଏହାର ଉତ୍ତର ଜାଣି ନଥିବେ । ଦୁନିଆର ସବୁଠାରୁ ବୟସ୍କା ମହିଳାଙ୍କ ନାମ ହେଉଛି ମାରିୟା…

ଟେଷ୍ଟ ସିରିଜ ଖେଳିବେନି ମହମ୍ମଦ ଶାମୀ: ଜଣାପଡ଼ିଲା ପ୍ରକୃତ କାରଣ

ନୂଆଦିଲ୍ଲୀ: ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି ଭାରତୀୟ କ୍ରିକେଟ ଟିମ୍ । ଟି-୨୦ ଏବଂ ଦିନିକିଆ ସହିତ ଟେଷ୍ଟ ସିରିଜରେ ମଧ୍ୟ ମୁହାଁମୁହିଁ ହେବେ ଉଭୟ ଦଳ । ତେବେ ଗତ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିବା…