fbpx

ଟି-୨୦ରେ ଇତିହାସ ଲେଖିଲେ ଅଧିନାୟକ ସୂର୍ଯ୍ୟକୁମାର: ପଛରେ ପଡ଼ିଲେ ଏମ.ଏସ ଧୋନୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ପରାଜୟ ବରଣ କରିଛି ଟିମ ଇଣ୍ଡିଆ । ଡିଏଲଏସ ନିୟମ ଅନୁସାରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ ୫ ୱିକେଟରେ ବିଜୟ ହାସଲ କରିଛି । ତେବେ ବର୍ଷା ଯୋଗୁଁ ଭାରତୀୟ…

ପୁଣି ରେଳ ଷ୍ଟେସନରେ ବଡ଼ ଅଘଟଣ: ଲୋକଙ୍କ ଉପରେ ଭୁଶୁଡ଼ି ପଡ଼ିଲା ପାଣି ଟାଙ୍କି

କୋଲକାତା: ଦେଶର ବିଭିନ୍ନ ଷ୍ଟେସନରେ ବାରମ୍ବାର ଦୁର୍ଘଟଣାମାନ ଘଟିବାରେ ଲାଗିଛି । ଏହି ତାଲିକାରେ ବର୍ତ୍ତମାନ ଆଉ ଏକ ଷ୍ଟେସନ ସାମିଲ ହୋଇଛି । ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଏକ ବିରାଟ ଅଘଟଣ ନେଇ ସୂଚନା…

ଫେବୃଆରୀ ୨୦ ତାରିଖରୁ ମାଟ୍ରିକ ବୋର୍ଡ ପରୀକ୍ଷା: ଜାରି ହେଲା Exam Schedule

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ବୋର୍ଡ ପରୀକ୍ଷା । ଦଶମ ଶ୍ରେଣୀର ପିଲାମାନଙ୍କ ବୋର୍ଡ ପରୀକ୍ଷାର ସୂଚୀ ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ନେଇ କାର୍ଯ୍ୟସୂଚୀ ଜାରି କରିଛି…

ରକ୍ଷା କରିଦେଲେ ଷ୍ଟାର ଅଲରାଉଣ୍ଡର ରିଙ୍କୁ: ଫେଲ ମାରିଲା ସୂର୍ଯ୍ୟକୁମାରଙ୍କ ଏକ୍ସପେରିମେଣ୍ଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ପୁଣିଥରେ ନିଜ ଜଲୱା ଦେଖାଇଛନ୍ତି ଷ୍ଟାର ଅଲରାଉଣ୍ଡର ରିଙ୍କୁ ସିଂହ । ପ୍ରାରମ୍ଭିକ ଝଟକା ପରେ ଏକ ବିସ୍ଫୋରକ ଇନିଂସ କେଳି ଦଳକୁ ସମ୍ମାନଜନକ ସ୍କୋରରେ…

କେମିତି ଜଣାପଡ଼ିଲା ବୋରୱେଲରେ ଫସିଛି ଶିଶୁ? ୭ ଘଣ୍ଟା ପରେ ଉଦ୍ଧାର ହେଲା ନବଜାତ

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲିରୁ ଆସିଛି ସବୁଠାରୁ ବଡ଼ ଖବର । ୬ ଘଣ୍ଟାରୁ ବୋରୱେଲ ଭିତରେ ଫସି ରହିଥିବା ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମର ଅକ୍ଳାନ୍ତ ଚେଷ୍ଟା ଓ ପରିଶ୍ରମ…

ଏହି ତାରିଖରେ ହୋଇଛି କି ଆପଣଙ୍କ ଜନ୍ମ? ସବୁ କ୍ଷେତ୍ରରେ ମିଳିବ ସଫଳତା

ଓଡ଼ିଶା ଭାସ୍କର: ଜୀବନରେ ବଭିନ୍ନ ପ୍ରକାରର ସଫଳତା ପାଇବା ପାଇଁ ସର୍ବଦା ପ୍ରୟାସ କରିଥାନ୍ତି ସମସ୍ତ ଲୋକ । କିନ୍ତୁ ଅନେକ ଲୋକ ସଫଳତା ପାଇ ପାରନ୍ତି ନାହିଁ । ଏହି ବିଫଳତା ପାଇଁ ଅନେକ କାରଣ ହୋଇପାରେ । କିନ୍ତୁ ଅଙ୍କ…

ଦ୍ୱିତୀୟ ଟି-୨୦ରେ ଅଜବ Playing-11 ବାଛିଲେ ସୂର୍ଯ୍ୟକୁମାର: ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ଟସ୍ ଜିତିଛି ଦକ୍ଷିଣ ଆଫ୍ରିକା । ଯସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ଏଡେନ୍ ମାର୍କରମ । ତେବେ ୩ ଦିନ ଧରି ଭାରତର…

IPL-2024; ୨୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେବେ ଏହି ଖେଳାଳି: ସବୁ ଦଳ କରିବେ ଟାର୍ଗେଟ

ନୂଆଦିଲ୍ଲୀ: IPL-2024 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୧୯ ତାରିଖରେ ଆସନ୍ତା ସିଜନ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଆସନ୍ତା ଆଇପିଏଲ ପାଇଁ ଗତବର୍ଷ ଅପେକ୍ଷା ୫ କୋଟି ଅଧିକ ଟଙ୍କା…

ବୋରୱେଲରେ ଶିଶୁ ଘଟଣା: ଶୁଭିଲା ଛୁଆର କାନ୍ଦ, ଭୁବନେଶ୍ୱରରୁ ଗଲା ଭିକ୍ଟିମ ଲୋକେସନ୍ କ୍ୟାମେରା

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ଏକ ବୋରୱେଲରେ ଫସି ରହିଛି ଏକ ନବଜାତ ଶିଶୁ । ବର୍ତ୍ତମାନ ଘଟଣାସ୍ଥଳରୁ ମିଳିଥିବା ଖବର ଅନୁସାରେ, ବୋରୱେଲ ଭିତରୁ ପିଲାଟିର କାନ୍ଦ ଶୁଣିବାକୁ ମିଳିଛି । ପିଲାଟିକୁ ଉଦ୍ଧାର…

ବଡ଼ ଖବର; ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବ ବୋର୍ଡ ପରୀକ୍ଷା: ଜାରି ହେଲା Date Sheet

ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଇଁ ଜାରି ହୋଇଛି ଡେଟ୍ ସିଟ୍ । ଆସନ୍ତାବର୍ଷ ଫେବୃଆରୀ ମାସରେ ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୨୦୨୪ ଫେବୃଆରୀ ୧୫ ତାରିଖରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ…