fbpx

ଏହିସବୁ ଅଭ୍ୟାସ ଥିଲେ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ମିଳିବନି ଅନୁମତି! କ’ଣ ରହିଛି ମନ୍ଦିରର ନୂଆ ନିୟମ?

ପୁରୀ: ନୂଆବର୍ଷରେ ନୂଆ ରୂପ ନେବାକୁ ଯାଉଛି ପୁରୀର ଶ୍ରୀଜଗନ୍ନାଥ ମନ୍ଦିର । ଶ୍ରୀମନ୍ଦିରରେ ବିଭିନ୍ନ ନିୟମରେ ପରିବର୍ତ୍ତନ ଆଣିବେ ପ୍ରଶାସନ । ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଭକ୍ତଙ୍କ ପାଇଁ ଅନେକ କଟକଣା ଲାଗୁ…

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଉଭା ହେବେ ‘ରାମ-ସୀତା’: ସାରା ଦେଶରେ କଳସ ଯାତ୍ରା

ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୨୨ ତାରିଖରେ କୋଟି କୋଟି ଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ । ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ଅନୁଷ୍ଠିତ ହେବ ପ୍ରାଣ ପତିଷ୍ଠା । ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଭୂମୀରେ…

ବଲିଉଡ଼କୁ ଅଲବିଦା କହିଲେ ‘ଜୁନିୟର ମହମ୍ମୁଦ’, ଏହି ନାଁ ପଛରେ କ’ଣ ରହିଛି କାହାଣୀ ?

‘ବ୍ରହ୍ମଚାରୀ’, ‘ଗୁରୁ ଔର ଚେଲା’, ‘ଆନ୍ ମିଲୋ ସଜନା’, ‘ହାଥୀ ମେରେ ସାଥି’, ‘କଟି ପତଙ୍ଗ୍‌’, ‘ହରେ ରାମ ହରେ କୃଷ୍ଣ’, ‘ବମ୍ବେ ଟୁ ଗୋଆ’, ‘କାରୱାଁ’, ‘ମେରା ନାମ ଜୋକର’ ଭଳି ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି…

ଡିସେମ୍ବର ୧୨ରୁ GPAI Summit 2023, ବ୍ଲଗ୍ ମାଧ୍ୟମରେ ନିମନ୍ତ୍ରଣ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଡିସେମ୍ବର ୧୨ରୁ ଭାରତରେ ଗ୍ଲୋବାଲ ପାର୍ଟନର୍ଶିପ ଅନ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମିଟ୍‌(GPAI Summit ) ୨୦୨୩ ଆରମ୍ଭ ହେବାକୁ ଯାଉଛି । ଏହି ଶିଖର ସମ୍ମିଳନୀରେ ବିଶ୍ୱର କୋଣ ଅନୁକୋଣରୁ Tech enthusiast ଏବଂ…

ଉର୍ଦ୍ଦୁ ଭାଷାର ବ୍ୟବହାରକୁ ନେଇ ଆକ୍ସନ ମୋଡରେ ଉତ୍ତରପ୍ରଦେଶ ସରକାର

ଉତ୍ତରପ୍ରଦେଶ ସରକାର ରେଜିଷ୍ଟ୍ରୀ ଡକ୍ୟୁମେଣ୍ଟ ଗୁଡ଼ିକରୁ ଉର୍ଦ୍ଦୁ- ଫାର୍ସୀ ଶବ୍ଦର ବ୍ୟବହାରକୁ ହଟାଇବା ନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏହା ପରିବର୍ତ୍ତେ ସରଳ ହିନ୍ଦୀ ଶବ୍ଦର ବ୍ୟବହାର କରିବାକୁ…

କୋଡ୍ ଦେଖାଇ ମନ୍ଦିରରେ କରିପାରିବେ ପ୍ରବେଶ, ବାଦ୍ ପଡ଼ିନାହାନ୍ତି ଭିଭିଆଇପି

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଏବଂ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ୨୦୨୪ ଜାନୁଆରୀ ୨୨ରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ…

ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ, ୩ ଗୁରୁତର

କଟକରେ ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ କଟକ ପିଠାପୁର ସ୍ଥିତ ତରଚାନ୍ଦପାଟଣାରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି । ରୋଷେଇ କରୁଥିବା ସମୟରେ ଗ୍ୟାସ୍ ଲିକ ହୋଇ ହଠାତ ନିଆଁ…

ଭୁଲ ଦିଗରେ ଦର୍ପଣ ଲଗାଇବା ଆଣିପାରେ ଦାରିଦ୍ରତା, ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ୍‌…

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ପ୍ରତ୍ୟେକ ବସ୍ତୁରେ ଶକ୍ତି(ଉର୍ଜା) ରହିଥାଏ । ଏହାର ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ଘରର ସଦସ୍ୟଙ୍କ ଉପରେ ବି ପଡ଼ିଥାଏ । ବାସ୍ତୁ ଅନୁଯାୟୀ ପ୍ରତ୍ୟେକ ଜିନିଷ ରଖିବା ପାଇଁ ଏକ…

ବ୍ରେନ୍ ଷ୍ଟ୍ରୋକ୍‌ର ଆଶଙ୍କା ବୃଦ୍ଧି କରିଥାଏ ଏହି ୫ଟି ଅଭ୍ୟାସ

ବଦଳୁଥିବା ଜୀବନଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟପେୟ କାରଣରୁ ବ୍ୟକ୍ତିକୁ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏଥିମଧ୍ୟରୁ ବ୍ରେନ୍ ଷ୍ଟ୍ରୋକ୍ ଅନ୍ୟତମ । ଏହା ଏକ ଗମ୍ଭୀର ରୋଗ । ଆମର କିଛି ଭୁଲ…

T-20 World Cup ଦଳକୁ ଫେରିବେ ପୂର୍ବତନ ଅଧିନାୟକ! ବିଶ୍ୱକପ ପୂର୍ବରୁ ଦେଲେ ସଂକେତ

ନୂଆଦିଲ୍ଲୀ: କ୍ରିକେଟ ପ୍ୟାନ୍ସମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଦୀର୍ଘ ଦିନର ବ୍ୟବଧାନ ପରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି ଜଣେ ଷ୍ଟାର କ୍ରିକେଟର । ଦଳରୁ ଅନେକ ଦିନ ଦୂରରେ ରହିବା ପରେ ପୁଣିଥରେ ଦଳ ପାଇଁ…