ଏବେ ଲାଗୁ ହେବନି ନୂଆ Hit And Run ନିୟମ: ସରକାର ଦେଲେ ଭରସା

ନୂଆଦିଲ୍ଲୀ: ୩ଟି ନୂଆ କ୍ରିମିନାଲ ଲ’ ବିପକ୍ଷରେ ହଡ଼ତାଳ ପରେ ଟ୍ରାନ୍ସପୋର୍ଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଯାଇଛି । ନୂଆ ନିୟମରେ ହିଟ୍ ଆଣ୍ଡ ରନ୍ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନକୁ ନେଇ ଡ୍ରାଇଭର…

Team Indiaକୁ ମିଳିବେ କି ନୂଆ ଅଧିନାୟକ? ହାର୍ଦ୍ଦିକ-ସୂର୍ଯ୍ୟଙ୍କ ଆହତରେ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟ କ୍ରିକେଟ ଦଳରେ ଦେଖିବାକୁ ମିଳିପାରେ ଏକ ବଡ଼ ପରିବର୍ତ୍ତନ । ସମ୍ଭବତଃ ଆସନ୍ତା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଟିମ ଇଣ୍ଡିଆକୁ ଆଉ ଜଣେ…

ଏହି ରାଶି ଲୋକଙ୍କର ବଢିବ Bank Balance: ଜାଣନ୍ତୁ ଟଙ୍କା-ପଇସାରେ କେମିତି ରହିବ ୨୦୨୪ ବର୍ଷ…

ଓଡ଼ିଶା ଭାସ୍କର: ୨୦୨୩ ମସିହା ସରିବା ପରେ ଆରମ୍ଭ ହୋଇଯାଇଛି ୨୦୨୪ ନୂଆ ବର୍ଷ । ଏହି ବର୍ଷ ଅନେକ ରାଶିଙ୍କ ପାଇଁ ଆର୍ଥିକ କ୍ଷେତ୍ରରେ ଅନେକ ଫାଇଦା ଆଣିଦେବ । ଜ୍ୟୋତିଶ ଗଣନା ଅନୁସାରେ, ଏହି ବର୍ଷରେ ମେଷ, ଧନୁ ଏବଂ ମକର…

ସଡ଼କ ଦୁର୍ଘଟଣା ପାଇଁ ୧୦ ଲକ୍ଷ ଟଙ୍କା ଜରିମାନା? ଜାଣନ୍ତୁ କ’ଣ କହୁଛି IPCର ଧାରା ୧୦୬

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ଏଥିରେ ହେଉଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ଖୁବ ମାତ୍ରାରେ ବୃଦ୍ଧି ହୋଇଛି । କିନ୍ତୁ ଏବେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପାଇଁ ଦେବାକୁ ପଡ଼ିବ ମୋଟା…

ଆଜି ନୁହେଁ, ୩୩ ବର୍ଷ ପୂର୍ବରୁ ରାମ ମନ୍ଦିରର ନିର୍ମାଣର ଭବିଷ୍ୟବାଣୀ: ଏବେ ମିଳିଲା ନିମନ୍ତ୍ରଣ ପତ୍ର

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଜାରି ରହିଛି । ବର୍ତ୍ତମାନ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଜାରି ରହିଥିବା ବେଳେ ଏହାକୁ ନେଇ ସାରା ଭାରତ ଉତ୍ସବମୁଖର…

ଅଯୋଧ୍ୟା ରାମ ମନ୍ଦିରକୁ ନେଇ BJPର ମାଷ୍ଟରପ୍ଲାନ: ପ୍ରତିଦିନ ୫୦ ହଜାର ଲୋକଙ୍କୁ କରାଯିବ ରାମ-ଦର୍ଶନ

ନୂଆଦିଲ୍ଲୀ: ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି କୋଟି କୋଟି ରାମଭକ୍ତଙ୍କ ବହୁବର୍ଷର ଅପେକ୍ଷା । ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ରାମ…

ନିର୍ଦ୍ଧାରିତ ସମୟରେ ଖେଳାଯିବନି IND vs SA ଦ୍ୱିତୀୟ ଟେଷ୍ଟ: କେପଟାଉନ୍ ମହାସଂଗ୍ରାମ ପାଇଁ ବଦଳିଲା ସମୟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ କଠିନ ପରିଶ୍ରମ କରୁଛି ଭାରତୀୟ କ୍ରିକେଟ ଟିମ । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲିଙ୍କ ସହ ଷ୍ଟାର ଅଲରାଉଣ୍ଡର ମଧ୍ୟ ଦ୍ୱିତୀୟ ମ୍ୟାଚ ପାଇଁ…

କରୋନା ପାଇଁ ଫେରିଲା ମାସ୍କ ଗାଇଡଲାଇନ… ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: କରୋନା ମହାମାରୀର ନୂଆ ସବ୍-ଭାରିଆଣ୍ଟ ଜେଏନ.୧ ଏବେ ଦେଶର ବିଭିନ୍ନ ରାଜ୍ୟରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । କିଛି ଦିନରୁ ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଗତ…

(Video) ଆଖି ନାହିଁ କି ନାକ ବି ନାହିଁ, ଅଧାଗଢା ଚେହେରା… ଓଡ଼ିଶାରେ ଜନ୍ମ ନେଲା ଅଦ୍ଭୁତ ରୂପୀ ବାଛୁରୀ

୨୦୨୪ରେ ଆରମ୍ଭରୁ ହିଁ ଓଡିଶାରେ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ଅଜବ ରୂପଧାରୀ ବାଛୁରି ଛୁଆ ଜନ୍ମ ନେଇଛି, ଯାହାକୁ ଦେଖିଲେ ମନରେ ଖେଳିଯାଉଛି ଭୟ । ବାଛୁରୀଟିର ଚେହେରା ଅତି ଭୟଙ୍କର ଦେଖାଯାଉଛି, ଯାହାକୁ ଦେଖି…

MS Dhoniଙ୍କ ଅବସର, ଋଷଭଙ୍କ କମବ୍ୟାକ… IPL-2024ରେ ସ୍ମରଣୀୟ ହେବ ଏହିସବୁ ମୁହୂର୍ତ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପାଇଁ ଖୁବ ସ୍ମରଣୀୟ ହେବାକୁ ଯାଉଛି ଆଇପିଏଲ-୨୦୨୪ । ଏହି ସିଜନରେ ଅନେକ କିଛି ମୁହୂର୍ତ୍ତ ଇତିହାସରେ ଲେଖା ହେବାକୁ ଯାଉଛି । କ୍ରିକେଟ ଫ୍ୟାନ୍ସମାନଙ୍କ ପାଇଁ ଅନେକ କିଛି ଘଟଣା ମନରେ…