fbpx

କରୋନା ଟୀକା ହେଉଛି Heart Attackର କାରଣ! ହୃଦଘାତ ସମସ୍ୟାର କାରଣ କହିଲେ ଡାକ୍ତର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହୃଦଘାତ ସମସ୍ୟା ଖୁବ ବୃଦ୍ଧି ପାଇଛି । ଏହି ମାମଲାକୁ ନଜରରେ ରଖି ସ୍ୱାସ୍ଥ୍ୟମନ୍ତ୍ରୀ ହୃଷିକେଶ ପଟେଲ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଅହମ୍ମଦାବାଦର ୟୁ.ଏନ ମେହେଟ୍ଟା…

ଏହି ମନ୍ଦିରରେ ଖାଇବା ପାଇଁ ପଡ଼େନି ପତ୍ର: ମାଟି ଉପରେ ପ୍ରସାଦ ସେବନ କରନ୍ତି ଭକ୍ତ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ଭରପୂର ହୋଇ ରହିଛି ଆମ ଦେଶ ଭାରତ । ସମସ୍ତ ମନ୍ଦିରରେ ଥିବା କିଛି ନା କିଛି ପରମ୍ପରା ଏବଂ ସଂସ୍କୃତି ପାଇଁ ଭାରତ ଆଜି ବିଦେଶରେ ମଧ୍ୟ ପୂଜ୍ୟ ହୋଇ ରହିଛି । ସେହିଭଳି ଏକ…

ବିଶ୍ୱକପରେ ମାସ୍କ ପିନ୍ଧି ଖେଳିବେ ଉଭୟ ଦଳର କ୍ରିକେଟର! ଦୁଇ ଦଳ ନେଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଖେଳାଯାଇପାରେ ଏକ ଐତିହାସିକ ମ୍ୟାଚ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ ଇତିହାସରେ ଲେଖାଯାଇପାରେ । କାରଣ ଏହି ମ୍ୟାଚରେ ଉଭୟ ଦେଶର ଖେଳାଳି ମାସ୍କ…

(Video) ହତ୍ୟାକାଣ୍ଡର ଛାତିଥରା ଭିଡିଓ ସେୟାର କଲା ହମାସ: ଅକ୍ଟୋବର ୭ର ଭୟଙ୍କର ଦୃଶ୍ୟ ଭାଇରାଲ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟାନକ ରୂପ ନେଉଛି । ପ୍ରତିଦିନ ଗୋଳାବାରୁଦର ଶବ୍ଦ ସହିତ ଦେଖିବାକୁ ମିଳୁଛି ଲୋକଙ୍କ ମୃତ୍ୟୁର ତାଣ୍ଡବ । ଉଭୟ ଦେଶର ହଜାର ହଜାର ଲୋକ ଏହି ଯୁଦ୍ଧରେ ବଳି ପଡ଼ୁଛନ୍ତି ।…

“ବିବାଦରେ ତୁମର କ୍ଷତି ହେବ, ଭାରତର ନୁହେଁ…” କାନାଡ଼ାକୁ କଡ଼ା ସନ୍ଦେଶ ଦେଲେ ମୋଦୀ ସରକାର

ନୂଆଦିଲ୍ଲୀ: କିଛି ମାସରୁ ଭାରତ ଏବଂ କାନାଡ଼ା ମଧ୍ୟରେ ବିବାଦ ଲାଗି ରହିଛି । ଖଲିସ୍ତାନୀ ଆତଙ୍କବାଦ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାକୁ ନେଇ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗ ପରେ ଉଭୟ ଦେଶର…

ହାରିସ୍-ଶାହୀନଙ୍କ ପାଇଁ ସେମିରୁ ବାଦ୍ ପଡ଼ିବ ପାକିସ୍ତାନ! ଭରସା ଭାଙ୍ଗିଦେଲେ ଷ୍ଟାର ବୋଲର

ନୂଆଦିଲ୍ଲୀ: ଆଜି ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇଛନ୍ତି ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ । ସେମି ଫାଇନାଲ ଟିକେଟ ପାଇବାକୁ ହେଲେ ଉଭୟ ଦଳ ପାଇଁ ଏହି ମ୍ୟାଚ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଛି । ତେବେ ମ୍ୟାଚରେ…

Breaking News ପ୍ରଯୋଜକ ଟୁଟୁ ନାୟକ ଗିରଫ: ସାମ୍ବାଦିକଙ୍କ ମାଡ଼ ମାରିବା ଅଭିଯୋଗରେ ଆରେଷ୍ଟ

ଭୁବନେଶ୍ୱର: ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି । ଓଡ଼ିଆ ସିନେ ଜଗତର ଜଣାଶୁଣା ପ୍ରଯୋଜକ ଟୁଟୁ ନାୟକଙ୍କୁ ଏହି ସଙ୍ଗୀନ ଅଭିଯୋଗରେ ଗିରଫ କରିଛି ପୋଲିସ । ଫିଲ୍ମ…

ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ପାଇବେ ଗରିବ: ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶରେ ଗରିବ ବା ଗରିବ ସୀମାରେଖା ତଳେ ଥିବା ଜନତାଙ୍କ ପାଇଁ ମାଗଣା ରାସନ୍ ସାମଗ୍ରୀ ସୁବିଧା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାରେ ଅନେକ ପରିବାର ଉପକୃତ ହେଉଥିବା ବେଳେ ଏହାକୁ ନେଇ ଏକ ବଡ଼…

ସତ ହେବ କି ମାଳିକା? ୨୦୨୪ରେ ଧ୍ୱଂସ ହେବ ସାଟେଲାଇଟ ସିଷ୍ଟମ, କାମ କରିବନି ମୋବାଇଲ ଫୋନ୍…

ଆଉ ମାତ୍ର କିଛି ଦିନ ୨୦୨୪ ମସିହା ବା ନୂତନ ବର୍ଷ ଆରମ୍ଭ ହେବ । ଯାହାକୁ ନେଇ ପ୍ରତ୍ୟେକ ବ୍ୟକ୍ତିର ମନରେ ଆନନ୍ଦ ଉଲ୍ଲାସ ଭରି ରହିଛି । କିନ୍ତୁ ଏହି ୨୦୨୪ ମସିହାରେ କଣ ଘଟିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।…

World Cup-2023; ଆଫଗାନିସ୍ତାନ ବିଜୟରେ କାନ୍ଦୁଛି ବାବର ଆର୍ମି: ୨୪ ଘଣ୍ଟାରେ ହଜିଗଲା ଖୁସି

ନୂଆଦିଲ୍ଲୀ: ନେଦରଲାଣ୍ଡ ବିପକ୍ଷ ମ୍ୟାଚକୁ ଖୁବ ସହଜରେ ଜିତି ନେଇଛି ଆଫଗାନିସ୍ତାନ । ୧୮୦ ରନର ଏକ ଛୋଟ ଲକ୍ଷ୍ୟକୁ ମାତ୍ର ୩୨ ଓଭରରେ ହାସଲ କରି ସେମି ଫାଇନାଲ ଆଶାକୁ ଆହୁରି ବଢାଇ ଦେଇଛି ଆଫଗାନ୍ କ୍ରିକେଟ ଟିମ୍ ।…