fbpx

(Video) ସ୍ପେଶାଲ ‘ମୋଦୀଜୀ ଥାଳି’: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନ୍ୟୁ ଜର୍ସି ରେଷ୍ଟୁରାଣ୍ଟର ସ୍ୱତନ୍ତ୍ର ଥାଳି

ନୂଆଦିଲ୍ଲୀ: ଆଗାମୀ କିଛି ଦିନ ମଧ୍ୟରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାକୁ ଦୃଷ୍ଟିରେ ରଖି ନ୍ୟୁ ଜର୍ସି ରେଷ୍ଟୁରାଣ୍ଟ ଅତିଥିଙ୍କ ପାଇଁ ରଖିଛି ଏକ ସ୍ପେଶାଲ ଉପହାର ।…

ରାଜ୍ୟରେ କଲବଲ କରୁଛି ଅସହ୍ୟ ତାତି: ଗରମକୁ ନେଇ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସାରା ରାଜ୍ୟରେ ତାପମାତ୍ରା ବର୍ତ୍ତମାନ ରଜ୍ୟବାସୀଙ୍କୁ କଲବଲ କରୁଛି । ଅସହ୍ୟ ଗରମ ସହ ଗୁଳୁଗୁଳି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଓଡିଶାରେ ମୌସୂମୀ ପାଦ ଥାପିବାକୁ ବସିଥିଲେ ବି ଏପର୍ଯ୍ୟନ୍ତ ଖରା…

୫ ମାସ ରହିଲାନି ମେଜର ଧ୍ୟାନଚାନ୍ଦଙ୍କ ଷ୍ଟାଚ୍ୟୁ: ଭୁଷୁଡ଼ି ପଡିଲା ୪୦ ଫୁଟର ପ୍ରତିମୂର୍ତ୍ତି

ରାଉରକେଲା: ହକିର ଜନକ ମେଜର ଧ୍ୟାନଚାନ୍ଦଙ୍କ ପ୍ରତିମୂର୍ତ୍ତିକୁ ୫ ମାସ ବି ପୂରଣ ହୋଇନି । ଆଜି ଭୁଷୁଡି ପଡିଛି ୪୦ ଫୁଟର ବିଶାଳ ପ୍ରତିମୂର୍ତ୍ତି । ହକିର ଜଣେ ଜାଦୁଗର ଭାବରେ ସୁପରିଚିତ ମେଜର ଧ୍ୟାନଚାନ୍ଦଙ୍କ…

WTC ଫାଇନାଲ ଡେ’ ଉପରେ ଘୋଟିଛି କଳାବାଦଲ: ରିଜର୍ଭ ଡେ’ରେ ଖେଳାଯିବ କି ଭାରତ-ଅଷ୍ଟ୍ରେଲିଆ ମ୍ୟାଚ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମାଚ ଉପରେ ଘୋଟିଯାଇଛି ବର୍ଷାର ଆଶଙ୍କା । ଫାଇନାଲ ମ୍ୟାଚର ଶେଷ ଦିନରେ ଖେଳ ପାଇଁ ବର୍ଷା ସାଜିପାରେ ବାଧକ । ଫାଇନାଲ ମ୍ୟାଚର…

ବଡ ଖବର! ପାକିସ୍ତାନରେ ଆୟୋଜିତ ହେବ ଏସିଆ କପ୍: ଭାରତର ମ୍ୟାଚ ଉପରେ ବି ଅପଡେଟ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବରରେ ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି ଏସିଆ କପ୍-୨୦୨୩ । କିନ୍ତୁ ଏପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ କିଛି ସ୍ପଷ୍ଟ ହୋଇପାରିନାହିଁ । ତେବେ ଏହା ମଧ୍ୟରେ ଏସିଆ କପକୁ ନେଇ ଏକ…

ଆରପାରିକୁ ଚାଲିଗଲେ ଲୋକପ୍ରିୟ ଅଭିନେତା ମଙ୍ଗଳ ଢିଲ୍ଲୋ: ଚଳଚ୍ଚିତ୍ର ଜଗତରେ ଶୋକର ଛାୟା

ମୁମ୍ବାଇ: ବଲିଉଡ ସିନେ ଦୁନିଆର ଲୋକପ୍ରିୟ ଅଭିନେତା ମଙ୍ଗଳ ଢିଲ୍ଲୋଙ୍କ ଦେହାନ୍ତ ହୋଇଛି । କ୍ୟାନ୍ସର ସହ ଦୀର୍ଘ ଦିନ ପର୍ଯ୍ୟନ୍ତ ଲଢିବା ପରେ ଆଜି ହାରି ଯାଇଛନ୍ତି ମଙ୍ଗଳ । କିଛି ଦିନରୁ ଅସୁସ୍ଥ ଥିବା ବେଳେ ଆଜି…

ବାହାନଗା ଦୁର୍ଘଟଣା: ଜାଣି ଜାଣି ‘ଲୁପ୍ ଲାଇନ୍’କୁ ପଠାଯାଇଥିଲା କରମଣ୍ଡଳ! ହୋଇଥିଲା କି ଷଡଯନ୍ତ୍ର?

ବାଲେଶ୍ୱର: ବାହାନଗା ଭୟାନକ ଦୁର୍ଘଟଣାକୁ ୧୦ ଦିନ ବିତି ଯାଇଥିଲେ ବି ଏହାକୁ ନେଇ ଆଲୋଚନା ସମାଲୋଚନା ଲାଗି ରହିଛି । ବର୍ତ୍ତମାନ ଏହି ମାମଲାର ତଦନ୍ତଭାର ସିବିଆଇ ଉପରେ ନ୍ୟସ୍ତ ହୋଇଛି । ତେଣୁ ବିଭିନ୍ନ ଦୃଷ୍ଟିକୋଣରୁ…

WTC Finalରେ ଏମିତି କାଣ୍ଡ କରିଦେଲେ ଶୁଭମନ: ଏବେ ICC ନେଇପାରେ ବଡ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚର ଦ୍ୱିତୀୟ ଇନିଂସରେ ଭାରତୀୟ ଓପନର ଶୁଭମନ ଗିଲଙ୍କ ଆଉଟକୁ ନେଇ ସୃଷ୍ଟି ହୋଇଛି ବଡ ବିବାଦ । ଅମ୍ପାୟାରଙ୍କ ଏହି ନିଷ୍ପତ୍ତିକୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି ।…

ସୁଗମ ଟ୍ରାଫିକ ବ୍ୟବସ୍ଥା ପାଇଁ ନିୟମରେ ପରିବର୍ତ୍ତନ: ଉଦଘାଟନ ହେବ ‘ଶକ୍ତି ପ୍ରେଗ୍ରାମ୍’

ବେଙ୍ଗଲୁରୁ: ଆଜି ପୂର୍ବାହ୍ନ ୧୧ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବିଧାନ ସୌଧର ଗ୍ରାଣ୍ଡ ପ୍ୟାଡଲରେ ଅନୁଷ୍ଠିତ ହେବାକୁ ଯାଉଛି 'ଶକ୍ତି ପ୍ରୋଗ୍ରାମ' । ତେବେ ଏହି ସମୟରେ ଟ୍ରାଫିକ ବ୍ୟବସ୍ଥାକୁ ସୁଗମ କରିବା ପାଇଁ…

ଟ୍ରେନ ଟ୍ରାଜେଡି: ଶୁଆଇ ଦେଉନି ଭୟଙ୍କର ଦୁର୍ଘଟଣା-କିଏ କାନ୍ଦୁଛି, କିଏ ହସୁଛି…’ମେଣ୍ଟାଲ ଡିସଅର୍ଡର’ର ଶିକାର ହେଉଛନ୍ତି…

କଟକ: ବାହାନଗା ଟ୍ରେନ ଦୁର୍ଘଟଣାରେ ଶହ ଶହ ଜୀବନ ଯାଇଛି । ଅନେକ ଲୋକ ଆହତ ଅବସ୍ଥାରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହା ଭିତରେ ଆଉ ଏକ ସାଂଘାତିକ ଖବର ଏବେ ସାମନାକୁ ଆସିଛି । ଦୁର୍ଘଟଣାରେ ଆହତ କିଛି…