ସାବଧାନ! ଖାଲି ପେଟରେ ଚା’-କଫି ପିଉଥିଲେ ହୋଇପାରେ ବଡ ସମସ୍ୟା: କରନ୍ତୁନି ଏମିତି ଭୁଲ
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଚା' ଏବଂ କଫି ପିଇବାର ସଉକ ରଖିଥାନ୍ତି । ଚାହା କିମ୍ବା କଫି ପିଇବା ବିନା ସେମାନେ ନିଜକୁ କୌଣସି କାମରେ ଧ୍ୟାନ ଦେଇ ପାରନ୍ତି ନାହିଁ । ତେଣୁ ପ୍ରାୟ ସମୟରେ ଚା' ପଇବାକୁ ପସନ୍ଦ…