fbpx

ପୁରୀ ହଣାକଟା ମାମଲାରେ ପୋଲିସର ଆକ୍ସନ: ୯ ଜଣ ଗିରଫ

ପୁରୀ: ବଡଦାଣ୍ଡରେ ଖଣ୍ଡା ଆକ୍ରମଣ ମାମଲାକୁ ନେଇ ପୋଲିସ ପ୍ରଶାସନ ନେଇଛି ଏକ କଡା ପଦକ୍ଷେପ । ଘଟଣାରେ ସମ୍ପୃକ୍ତ ସମସ୍ତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ପୋଲିସ । ଉଭୟ ପକ୍ଷରୁ ଏହି ଅଭିଯୁକ୍ତମାନଙ୍କୁ ପୋଲିସ…

‘ପ୍ରଶ୍ନପତ୍ର ଲିକ୍ ହୋଇନାହିଁ…’: ପରୀକ୍ଷା ବିଭ୍ରାଟ ନେଇ ଗଣଶିକ୍ଷା ମନ୍ତ୍ରୀ ଦେଲେ ପ୍ରତିକ୍ରିୟା

ଭୁବନେଶ୍ୱର: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଚାଲିଥିବା ଆଲୋଚନା ଉପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବା କଥା…

ରୋହିତଙ୍କ କମବ୍ୟାକ ଏହି ଖେଳାଳିଙ୍କୁ ପଡିବ ମହଙ୍ଗା: ଦ୍ୱିତୀୟ ଦିନିକିଆରେ ମିଳିବନି ସୁଯୋଗ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଦଳକୁ କମବ୍ୟାକ କରିବେ ଭାରତର ଅଧିନାୟକ ରୋହିତ ଶର୍ମା । ବିଶାଖାପଟନମରେ ହେବାକୁ ଥିବା ଏହି ମ୍ୟାଚରେ ଭାରତୀୟ ଦଳରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ।…

ଭାରତ ଉପରେ ଆସିପାରେ ଖାଦ୍ୟ ଉତ୍ପାଦନର ସଂକଟ: ହେବ କି ପାକିସ୍ତାନ ପରିସ୍ଥିତି?

ନୂଆଦିଲ୍ଲୀ: ଗ୍ଲୋବାଲ ୱାର୍ମିଂ ଯୋଗୁଁ ବିଭିନ୍ନ ଦେଶରେ ଅନେକ ପ୍ରକାର କୁପ୍ରଭାବ ଦେଖିବାକୁ ମିଳୁଛି । ତେଣୁ ଖୁବଶୀଘ୍ର କିଛି ଦେଶରେ ଖାଦ୍ୟ ଯୋଗାଣ ସଂକଟ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି । ଏହି…

ଯାଜପୁରର ବାରୁଣୀ ମେଳା ପାଇଁ ପ୍ରଶାସନର ପ୍ରସ୍ତୁତି: ଦଶାଶ୍ୱମେଧ ଘାଟରେ ବୁଡ ପକାଇବେ ଶ୍ରଦ୍ଧାଳୁ

ଯାଜପୁର: ଆସନ୍ତା ରବିବାରରୁ ଆରମ୍ଭ ହେବ ଯାଜପୁରର ପ୍ରସିଦ୍ଧ ବାରୁଣୀ ମେଳା । ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ପ୍ରତ୍ୟେକ ବର୍ଷ ଏହି ପର୍ବ ଧୂମଧାମରେ ପାଳନ ହୋଇଥାଏ । କିନ୍ତୁ ଗତ ୨ ବର୍ଷ କରୋନା ମହାମାରୀ ଯୋଗୁଁ ଏହି…

କାଳ ଭୈରବ ମନ୍ଦିରରେ ପହଞ୍ଚିଲେ ସି.ଏମ ଯୋଗୀ: ପୂଜା ସମୟରେ ମିଳିଲା ଅଶୁଭ ସଂକେତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବର୍ତ୍ତମାନ ବାରାଣସୀ ଗସ୍ତରେ ରହିଛନ୍ତି । ତେବେ ଏଠାରେ ସେ ପ୍ରଭୁ କାଳଭୈରବଙ୍କ ଦର୍ଶନ କରିବା ସହ ପୂଜା ପାଇଁ ମନ୍ଦିରରେ ପହଞ୍ଚିଛନ୍ତି । କିନ୍ତୁ ଏଠାରେ…

ରାତିରେ ନିଦ ହେଉ ନଥିବା ଲୋକ ଆପେଣାନ୍ତୁ ଏହି ଉପାୟ: ଭାଙ୍ଗିବନି ନିଦ

ଦିନସାରା କାମ ଓ ଥକାପଣ ଯୋଗୁଁ ନିଦ ଆସିବା ସ୍ୱାଭାବିକ କଥା, କିନ୍ତୁ କିଛି ଲୋକଙ୍କର ଏସବୁ ପରେ ବି ନିଦ ଆସିନଥାଏ । ନିଦ ନଆସିବା ସମସ୍ୟା ଏତେ ବଢିଯାଏ ଯେ, ତାହା ଆମ ମାନସିକ ସ୍ୱାସ୍ଥ୍ୟ ଉପରେ ବେଶ ପ୍ରଭାବ ପକାଇଥାଏ ।…

୨୮ ଦିନର ମୋବାଇଲ ରିଚାର୍ଜ କରାଇବେ ମୋଦି ସରକାର! କ’ଣ ଆସୁଛି ନୂଆ ସ୍କିମ୍

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି କେନ୍ଦ୍ର ସରକାର । ପିଲାଠୁ ବୁଢା ଏବଂ ମହିଳା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସରକାର କିଛି ନା କିଛି ଯୋଜନା କରିଛନ୍ତି ।…

ବୁଲା କୁକୁର ଥିବା ଦେଶ ତାଲିକାରେ ଭାରତ ଦ୍ୱିତୀୟ: ଏହି ଦେଶରେ ନାହାନ୍ତି ଗୋଟିଏ ବି କୁକୁର

ନୂଆଦିଲ୍ଲୀ: ଦେଶରେ କୁକୁର ଆକ୍ରମଣ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କିଛି ଦିନ ତଳେ ରାଜଧାନୀ ଦିଲ୍ଲୀରେ ବୁଲା କୁକୁର ଆକ୍ରମଣରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଥିଲା । ତେବେ ଏହାପରେ…

ନିଜକୁ ଆନୁଷ୍ଠାନିକ ଭାବରେ ଦେବାଳିଆ ଘୋଷଣା କଲା ସିଲିକନ୍ ଭ୍ୟାଲି ବ୍ୟାଙ୍କ

ନୂଆଦିଲ୍ଲୀ: ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କ ଆନୁଷ୍ଠାନିକ ଭାବରେ ନିଜକୁ ଦେବାଳିଆ ବୋଲି ଘୋଷଣା କରିଛି। ଚାପ୍ଟର ୧୧ ବ୍ୟାଙ୍କରପ୍ସି ପ୍ରୋଟେକ୍ସନ ପାଇଁ ଫାଇଲ କରିଛି ଏହି ବ୍ୟାଙ୍କ। ଗତ ସପ୍ତାହରେ ଋଣଦାତାଙ୍କ…