fbpx

ଅଧିନାୟକ ପଦରୁ ବାଦ ପଡିଲେ ଭାରତର ଏହି ଷ୍ଟାର ଖେଳାଳି: କିଏ ନେବେ ଦାୟିତ୍ୱ?

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଲାଗି ରହିଛି । ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜି ଏବେ ନିଜ ଦଳର ଅଧିନାୟକ ଖୋଜିବାରେ ଲାଗି ପଡିଛନ୍ତି । ଏହାମଧ୍ୟରେ…

ବାଦ ବିବାଦ ପରେ ବାଜି ମାରିଲା ଆପ୍: ମେୟର ପଦ ପାଇଁ ଶେଲୀ ଓବ୍ରୋୟଙ୍କୁ ଚୟନ କଲା ଦିଲ୍ଲୀ

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ରାଜଧାନୀ ଦିଲ୍ଲୀ ନଗର ନିଗମର ମେୟର ପଦ ପାଇଁ ଶେଷ ହୋଇଛି ନିର୍ବାଚନ । ତେବେ ଏହି ଲଢେଇରେ ବାଜିମାତ୍ କରିଛି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆମ୍ ଆଦମୀ ପାର୍ଟି । ଏମସିଡି…

ଟେଷ୍ଟ ରାଙ୍କିଙ୍ଗରେ ଟିମ ଇଣ୍ଡିଆର ଦବଦବା: ଟପ୍ ୫ ଅଲରାଉଣ୍ଡର ତାଲିକାରେ ୩ ଭାରତୀୟ ସାମିଲ

ନୂଆଦିଲ୍ଲୀ: ବୁଧବାର ଆଇସିସି ଦ୍ୱାରା ନୂଆ ଟେଷ୍ଟ ରାଙ୍କିଙ୍ଗ ପ୍ରକାଶ ପାଇଛି । ସଦ୍ୟ ପ୍ରକାଶିତ ରାଙ୍କିଙ୍ଗରେ ଟିମ ଇଣ୍ଡିଆର ଷ୍ଟାର ଖେଳାଳିମାନଙ୍କ ଜଲୱା ଦେଖିବାକୁ ମିଳିଛି । ବୋଲିଂ ଏବଂ ଅଲରାଉଣ୍ଡର ତାଲିକାରେ ରାଜ…

ବିନା ପରୀକ୍ଷାରେ IIMରେ ମିଳିବ ଚାକିରି: ହାତଛଡା କରନ୍ତୁ ନାହିଁ ଏହି ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ ପ୍ରବନ୍ଧନ ସଂସ୍ଥାନ ତରଫରୁ ନୂତନ ନିଯୁକ୍ତି ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଫ୍ୟାକଲ୍ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଓଓଗ । ତେବେ ଏହା ଯୋଗ୍ୟ ପ୍ରାର୍ଥୀମାନଙ୍କ ପାଇଁ ଏକ…

ବର୍ଷାଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗରେ ନୂଆ ଟ୍ୱିଷ୍ଟ: ମାମଲା ଖାରଜ କଲେ ହାଇକୋର୍ଟ

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ହୋଇଥିବା ଜାତିଆଣ ଆକ୍ଷେପ ଅଭିଯୋଗ ମାମଲାରେ ଆସିଛଇ ଏକ ନୂଆ ଟ୍ୱିଷ୍ଟ । ଏହି ପ୍ରସଙ୍ଗରେ ପୋଲିସର ନିଷ୍କ୍ରିୟତା ଦର୍ଶାଇ ଦାୟର ମାମଲାକୁ ଖାରଜ କରିଛନ୍ତି…

IPL-2023ରେ କମବ୍ୟାକ କରିବେ ଚେନ୍ନାଇର ସୁପର କିଙ୍ଗ: ପୁଣି ଦୁନିଆ ଦେଖିବ ଧୋନୀ-ଚହରଙ୍କ ଯୁଗଳବନ୍ଦୀ

ନୂଆଦିଲ୍ଲୀ: ଦୀର୍ଘ ଦିନର ଆହତ ସମସ୍ୟା ଯୋଗୁୁଁ ଦଳରୁ ବାଦ ରହିବା ପରେ କମବ୍ୟାକ କରିବେ ଦୀପକ ଚହର । ତେବେ ଦୁଇଟି ବଡ ଆଘାତ ଲାଗିବା ପରେ ବର୍ତ୍ତମାନ ଦୀପକ ସୁସ୍ଥ ଅନୁଭବ କରୁଛନ୍ତି । ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ…

ଉଚ୍ଚ ରକ୍ତଚାପରୁ ମୁକ୍ତି ଦେବ ଏହି ୪ଟି ଘରୋଇ ଉପଚାର: ଜାଣନ୍ତୁ କ’ଣ ଥାଏ ଲକ୍ଷଣ

ନୂଆଦିଲ୍ଲୀ: ଉଚ୍ଚ ରକ୍ତଚାପକୁ ହାଇପରଟେନସନ ମଧ୍ୟ କୁହାଯାଏ । ସାଧାରଣତଃ ବ୍ଲଡ ପ୍ରେସର ୧୨୦/୮୦ରୁ କମ୍ ରହିବା ଉଚିତ । ଏଥିରେ ସାମାନ୍ୟ ପରିବର୍ତ୍ତନ ଶରୀରର ରକ୍ତଚାପକୁ ବୃଦ୍ଧି କରିଥାଏ, ଯାହାକୁ ନିୟନ୍ତ୍ରଣରେ ରଖିବା…

ବଦଳିବ ଭାରତର କିଟ ସ୍ପନସର: ‘କିଲର’ର ସ୍ଥାନ ନେବ ଏହି ଲୋକପ୍ରିୟ ବ୍ରାଣ୍ଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଜର୍ସିରେ ହେବ ବଡ ପରିବର୍ତ୍ତନ । ଟିମ ଇଣ୍ଡିଆର କିଟ ସ୍ପନସର 'କିଲର' ଏବେ ଭାରତର ହାତ ଛାଡିବାକୁ ଯାଉଛି । ଏଣିକି କିଲଣ ଜାଗାରେ ଭାରତୀୟ ଦଳକୁ ସ୍ପନସର କରିବ ଆଉ ଏକ କମ୍ପାନୀ । ଏ…

ଆରମ୍ଭ ହେଲା “ହେରା ଫେରି-୩’ର ଶୁଟିଙ୍ଗ: ରାଜୁ ଭୂମିକାରେ ଫେରିବେ ଖିଲାଡି ଷ୍ଟାର

ମୁମ୍ବାଇ: 'ହେରା ଫେରି' ଏବଂ 'ଫିର ହେରା ଫେରି' ପରେ ଏବେ ଖୁବଶୀଘ୍ର ହଲକୁ ଆସୁଛି 'ହେରା ଫେରି-୩' । କମେଡି ମୋଭି 'ହେରା ଫେରି'ର ତୃତୀୟ ସିକ୍ୱେଲ ଭାବରେ ୧୭ ବର୍ଷ ପରେ ପୁଣି ଧମାଲ କରିବ ଏହି ଚଳଚ୍ଚିତ୍ର । ତେବେ ଏହି…

ପ୍ରିନ୍ସପାଲଙ୍କ ଦେହରେ ନିଆଁ ଲଗାଇଦେଲା ଛାତ୍ର: ମାର୍କସିଟ ଦେବାରେ ବିଳମ୍ବ ହେବାରୁ ଏମିତି କାଣ୍ଡ

ଇନ୍ଦୋର: ଗୁରୁ-ଶିଷ୍ୟଙ୍କ ସମ୍ପର୍କ ଖୁବ ପବିତ୍ର ଏବଂ ନିର୍ମଳ । ଯାହା ସଫଳତାର ଏକ ମହାନ ପାହାଚ ବୋଲଇ କୁହାଯାଏ । ରାମାୟଣ, ମହାଭାରତ ଆଦି ଗ୍ରନ୍ଥରେ ଏହି ସମ୍ପର୍କକୁ ଖୁବ ଉଚ୍ଚରେ ରଖାଯାଇଛି । କିନ୍ତୁ କଳିଯୁଗରେ ଏହି…