୫୯୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଏଥର ସୁନା ପାଲଟିଯିବ ଗଞ୍ଜାମ

ଗଞ୍ଜାମ: ଗଞ୍ଜାମ ଗସ୍ତରେ ଆସି ଜିଲ୍ଲାକୁ ସୁନାରେ ପରିଣତ କରିଦେଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମଗ୍ର ଜିଲ୍ଲାର ବିକାଶ ଏବଂ ଉନ୍ନତି ପାଇଁ ୫୯୦ କୋଟି ଟଙ୍କା ବିନିମୟରେ ୩୦୦ରୁ ଅଧିକ ପ୍ରକଳ୍ପକୁ…

ନୋଟ ଓ କଏନ ଛପାରେ କେତେ ଟଙ୍କା ଖର୍ଚ୍ଚ କରେ ରିଜର୍ଭ ବ୍ୟାଙ୍କ? ମିଳିଲା ଉତ୍ତର

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରତ୍ୟେକ କାମ ପାଇଁ ଟଙ୍କାର ଖୁବ ଆବଶ୍ୟକତା ରହିଛି । କୌଣସି ଜିନିଷ ଆଣିବା ପାଇଁ ହେଲେ ଟଭ୍କା ଖର୍ଚ୍ଚ କରିବାକୁ ହୁଏ । ଏମିତିକି ଟଙ୍କା ବାହାର କରିବା ପାଇଁ ମଧ୍ୟ ଖର୍ଚ୍ଚ ହୁଏ ମୋଟା ଆକାରର…

ମଣିଷର ସ୍ପର୍ମ ଚୋରି କରୁଛନ୍ତି ଏଲିୟନ! କାରଣ ସହ ଏମିତି ଦାବି କଲେ ୟୁଏଫଓ ଏକ୍ସପର୍ଟ

ନୂଆଦିଲ୍ଲୀ: ଅଲଗା ଗ୍ରହ ଏବଂ ସେଠାରେ ଜୀବନର ସମ୍ଭାବନାକୁ ନେଇ ବୈଜ୍ଞାନିକ ଦୀର୍ଘ ଦିନରୁ ରିସର୍ଚ୍ଚ ଜାରି ରଖିଛନ୍ତି । ତେବେ ଅନ୍ୟଗ୍ରହରେ ରହୁତିବା ଜୀବମାନଙ୍କୁ ନେଇ ମଧ୍ୟ ଅନେକ ସମୟରେ ବିଭିନ୍ନ ଆଲୋଚନା ହୋଇଥାଏ ।…

ଖୁବଶୀଘ୍ର ଫେରୁଛନ୍ତି ଋଷଭ: ପନ୍ତଙ୍କୁ ଭେଟିଲେ ରାଇନା, ହରଭଜନ ଓ ଶ୍ରୀସନ୍ଥ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର ଋଷଭ ପନ୍ତ ଦୁର୍ଘଟଣାର ଶିକାର ହୋଇ ଏବେ ବି ଚିକିତ୍ସାରତ ଅଛନ୍ତି । ସର୍ଜରୀ ପରେ ବର୍ତ୍ତମାନ ସେ ଧିରେ ଧିରେ ସୁସ୍ଥ ହେଉଥିବା ବେଳେ ଖୁବଶୀଘ୍ର ଦଳକୁ କମବ୍ୟାକ କରିବେ ବୋଲି…

କ୍ରିଜ ବାହାରେ ଥିଲେ ବ୍ୟାଟ୍ସମ୍ୟାନ, ରନ ଆଉଟ ପରେ ବି ମାନିଲେନି ଅମ୍ପାୟାର: କାହିଁକି ଏମିତି ନିଷ୍ପତ୍ତି?

ନୂଆଦିଲ୍ଲୀ: କ୍ରିକେଟକୁ ଅନିଶ୍ଚିତତାର ଖେଳ ବୋଲି କୁହାଯାଏ । କାରଣ ଅଧିକାଂଶ ମ୍ୟାଚରେ କିଛି ନା କିଛି ଅଜବ ଘଟଣା ଘଟୁଥିବାର ଦେଖିବାକୁ ମିଳେ । ତେବେ ଏମିତି ଏକ ଅଜବ ଘଟଣା ଦେଖାଯାଇଛି ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା…

ମୋବାଇଲ ଚୋରି ହୋଇଯାଇଛି କି? ଏପରି ସୁରକ୍ଷିତ ରଖିପାରିବେ ନିଜର UPI I’d

ନୂଆଦିଲ୍ଲୀ: ଆଜିକାଲିର ନୂତନ ପୀଢ଼ି ପାଇଁ ମୋବାଇଲ ଫୋନ ଏକ ନିହାତି ଆବଶ୍ୟକୀୟ ଜିନିଷ ପାଲଟିଯାଇଛି । ହାତରେ ସ୍ମାର୍ଟ ଫୋନଟେ ନଥିଲେ ଜୀବନ ଅନ୍ଧକାରମୟ ଲାଗିଥାଏ । ଏହା ସହିତ ପୋନରେ ଗୁଗୁଲ ପେ, ଫୋନ ପେ ଓ ପେଟିଏମ…

କମିଶନରେଟ ଅଫିସ ହୋଇଗଲା ଅନ୍ଧାର: ପୋଲିସ କାର୍ଯ୍ୟାଳୟରେ ‘Earth Hour’ ପାଳନ

ଭୁବନେଶ୍ୱର: କଟକ-ଭୁବନେଶ୍ୱର କମିସନରେଟ ପୋଲିସ କାର୍ଯ୍ୟାଳୟରେ ପାଳନ ହୋଇଛି ଆର୍ଥ ଆୱାର । ଶକ୍ତି ସଞ୍ଚୟ ସହ ପରିବେଶ ସଚେତନତା ପାଇଁ ସାରା ବିଶ୍ୱରେ ଆଜି ଏହି ସମୟ ପାଳନ କରାଯାଇଛି । ଭାରତ ସମତେ ବିଶ୍ୱର ଅନେକ…

ଶ୍ରୀମନ୍ଦିରର ଅଭ୍ୟର୍ଥନା କକ୍ଷ ହେବ ସମ୍ରାଟ ହୋଟେଲ: ହାଇକୋର୍ଟଙ୍କୁ ନ୍ୟାୟ ମାଗିଲେ କୋଠା ମାଲିକ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଥିବା 'ସମ୍ରାଟ ହୋଟେଲ'କୁ ନେଇ ଏକ ବଡ ଯୋଜନା ଚିନ୍ତା କରୁଛି ଶ୍ରୀମନ୍ଦିର ପ୍ରଶାସନ । ନିକଟରେ ଅଗ୍ନିକାଣ୍ଡର ଶିକାର ହୋଇଥିବା ଏହି କୋଠା ଆଗକୁ ଶ୍ରୀମନ୍ଦିର ଅଭ୍ୟର୍ଥନା କକ୍ଷରେ ପରିଣତ…

ଆହତ ଖେଳାଳିଙ୍କୁ ନେଇ BCCIର ଚିନ୍ତା: ବିଶ୍ୱକପ ପୂର୍ବରୁ ନେଲା ଏହି କଠୋର ନିଷ୍ପତ୍ତି

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ଆରମ୍ଭ ହେବାକୁ ଯରାଉଛି ଦିନିକିଆ ବିଶ୍ୱକପ-୨୦୨୩ । ଏହାର ଆୟୋଜନ ଭାରତରେ ହେଉଥିବା ବେଳେ ଟିମ ଇଣ୍ଡିଆ ପାଇଁ ଚିନ୍ତା ଲଗାତାର ବଢିବାରେ ଲାଗିଛି । ଜଣକ ପରେ ଜଣେ ଭାରତୀୟ କ୍ରିକେଟ ଦଳର…

ସୁଶାନ୍ତଙ୍କୁ ମନେ ପକାଇ କାନ୍ଦିଲେ ସ୍ମୃତି ଇରାନୀ: ଅଭିନେତାଙ୍କୁ କହିଥିଲେ ଏମିତି କଥା

ମୁମ୍ବାଇ: ବଲିଉଡ ଜଗତର ଦିବାଙ୍ଗତ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ଆଜି ସ୍ମୃତି ଇରାନୀଙ୍କ ଆଖିରେ ଲୁହ । ସେଦିନର ସେହି ଛାତିଥରା ଘଟଣାକୁ ମନେ ପକାଇ ହଠାତ କାନ୍ଦି ପକାଇଛନ୍ତି ସ୍ମୃତି । ଗୋଟିଏ…