(video) ଭୂକମ୍ପ ଝଟକାରେ ଥରିଲା ଭାରତ, ବାହାଦୁରି ଦେଖାଇଲେ ନର୍ସ, ତୀବ୍ର ଭୂକମ୍ପରୁ ବଞ୍ଚାଇଲେ ନବଜାତ ଶିଶୁଙ୍କ ଜୀବନ, ଭିଡ଼ିଓ ଭାଇରାଲ
ଆସାମ: ହଠାତ୍ ଝଟକା ଦେଲା ଭୂମିକମ୍ପ। ଭୟରେ ଘରୁ ବାହାରି ଆସିଲେ ଲୋକ। ହେଲେ ହସ୍ପିଟାଲରେ ଥିବା ନର୍ସ ନିଜ ଜୀବନକୁ ଖାତିର ନକରି ସାହସିକତା ଦେଖାଇଲେ।
ଯେତେବେଳେ ଭୂମିକମ୍ପ ଝଟକାରେ ପୂରା ହସ୍ପିଟାଲ ଦୋହଲୁଥିଲା।…