Video; ଭକ୍ତଙ୍କ ଆଖିରେ ଲୁହକୁ ଦେଖି କାନ୍ଦିଲା କାଳିଆ; ଚକା ଆଖିରୁ ବୋହି ପଡ଼ିଲା ଧାର ଧାର ଲୁହ
ପୁରୀ: (ଓଡ଼ିଶା ଭାସ୍କର) ଭକ୍ତଙ୍କ ଆଖିରେ ଲୁହକୁ ଦେଖି କାନ୍ଦିଲା କାଳିଆ । ଚକା ଆଖିରୁ ବୋହି ପଡ଼ିଲା ଧାର ଧାର ଲୁହ । ଲୁହରେ ବୋହି ଗଲା ଆଖିର କଳା । ତୁ କାନ୍ଦେନା କାଳିଆ ଶାଆନ୍ତ ତୁ କାନ୍ଦେତା । ତୁ କାନ୍ଦିଲେ ଏ…