ବଲାଙ୍ଗୀର: ବାଇକ୍‌କୁ ଧକ୍କା ଦେଲା OSRTC ବସ୍‌, ୨ ମୃତ

ବଲାଙ୍ଗୀର: ବାଇକ୍‌କୁ ଧକ୍କା ଦେଲା OSRTC ବସ୍‌ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ । ମୃତ ୨ ବାଇକ୍‌ ଆରୋହୀ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଏନଏଚ୍‌ ୫୭ ଭଦ୍ରାପାଲି ଛକ ନିକଟରେ ଦୁର୍ଘଟଣା ଘଟିଥିବା ସୂଚନା । ବସ୍‌…

ହୋଲିରେ ଅଶାନ୍ତ ହେଲା ରାଜଧାନୀ; ବୁଲିଲା ଖଣ୍ଡା ଭୁଜାଲି, ଯାହାକୁ ଦେଖିଲେ ଗୋଡ଼ାଇ ହାଣିଲେ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ହୋଲିରେ ଅଶାନ୍ତ ହେଲା ରାଜଧାନୀର ନୟାପଲ୍ଲୀ ଗଡ଼ସାହି । ଏତେ ସୁ୍ରକ୍ଷା ସତ୍ତ୍ୱେ ମାତିଲେ ଅସାମାଜିକ ଯୁବଗୋଷ୍ଠୀ । ବୁଲାଇଲେ ଖଣ୍ଡା ଭୁଜାଲି ଆଉ କଲେ ଗୋଡେଇ ଗୋଡେଇ ଆକ୍ରମଣ । କାର…

‘ପଞ୍ଚାୟତ-୩’ରେ ବଡ଼ ଟ୍ଵିଷ୍ଟ୍; ଫୁଲେରାରେ ଏଣ୍ଟ୍ରି କରିବେ ନୂଆ ସଚିବ, ଜାଣନ୍ତୁ ତ୍ରିପାଠୀଙ୍କ ସ୍ଥାନ ନେବ କିଏ?

ମୁମ୍ଵାଇ: ଓଟିଟିର ସବୁଠାରୁ ଲୋକପ୍ରିୟ ଧାରାବାହିକ ହେଉଛି 'ପଞ୍ଚାୟତ'। ଏକ ଛୋଟ ଗାଁ ଉପରେ ଆଧାରିତ ଏହି ଧାରାବାହିକରେ ହାସ୍ୟ, ନାଟକ ଏବଂ ଭାବନା ମଧ୍ୟ ରହିଛି । ଏହାର ପ୍ରଥମ ସିଜିନ୍ ୨୦୨୦ରେ ଆସିଥିଲା ଏବଂ ବହୁତ ହିଟ୍…

ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ରାସ୍ତାରେ ବିକ୍ଷୋଭ ଜାରି; ଆଜି ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଗିରଫ ହେବା ପରେ ରାସ୍ତାରେ ପ୍ରତିବାଦ ଆରମ୍ଭ ହୋଇଛି। ମଙ୍ଗଳବାର (ମାର୍ଚ୍ଚ ୨୬) ଦିନ ଆମ୍ ଆଦମୀ ପାର୍ଟିର କର୍ମୀମାନେ…

ଭୁବନେଶ୍ବର: ଅଧାରେ ରହିଲା ହୋଲି ଖେଳ, ମତୁଆଲା ଯୁବକଙ୍କୁ ରୋକିଲା ପୋଲିସ

ଭୁବନେଶ୍ବର: ହୋଲି ବେଳେ ମତୁଆଲା ଯୁବକଙ୍କୁ ରୋକିଲା ପୋଲିସ । ସହିଦନଗରରେ ଡିଜେ ବଜାଇ ହୋହଲ୍ଲା କଲା ବେଳେ ରୋକିଲା । ଡିଜେ ସିଜ୍‌ କରି ଯୁବକଙ୍କୁ ଜନଗହଳି ସ୍ଥାନରୁ ତଡ଼ିଦେଲା କମିଶନରେଟ୍ ପୋଲିସ। ସାରା ରାଜ୍ୟ ପାଳୁଛି…

ଗୋପାଳ ରାୟଙ୍କ ବିଜେପିକୁ ପ୍ରଶ୍ନ- କାହିଁକି ଜେଲରେ ଅଛନ୍ତି ଅରବିନ୍ଦ କେଜ୍ରିୱାଲ?

ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାୟ ବିଜେପି ନେତାଙ୍କୁ ପଚାରିଛନ୍ତି ଯେ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ କାହିଁକି ଜେଲରେ ଭର୍ତ୍ତି କରାଯାଇଥିଲା ଏବଂ ଶରତ ରେଡ୍ଡୀଙ୍କୁ ଜାମିନ ମିଳିଥିଲା ।…

ଚୀନ୍ ଉପରେ ସାଇବର ଆକ୍ରମଣ ଅଭିଯୋଗ ଆଣିଲା ବ୍ରିଟେନ୍

ନୂଆଦିଲ୍ଲୀ: ବ୍ରିଟେନ ସରକାର ଅଭିଯୋଗ କରିଛନ୍ତି ଯେ ଚୀନ୍ ସାଂସଦ ଏବଂ ନିର୍ବାଚନ ଆୟୋଗଙ୍କ ବିରୋଧରେ ଏକ "ଅଶାଳୀନ" ସାଇବର ଅଭିଯାନ ଚଳାଇଛି। ସାଇବର ଆକ୍ରମଣ ଅଭିଯୋଗରେ ବ୍ରିଟେନ ୨ ଜଣ ବ୍ୟକ୍ତି ଏବଂ ଗୋଟିଏ କମ୍ପାନୀକୁ…

ଠାବ ହେଲା ହଜାର ହଜାର ଆଖି ଥିବା ଜୀବ; ଜାଣନ୍ତୁ କେଉଁଠୁ ମିଳିଲା ଏହି ଅଦ୍ଭୁତ ଜୀବ?

ନୂଆଦିଲ୍ଲୀ: ସତରେ ଏ ସୃଷ୍ଟି କେତେ ବିଚିତ୍ର । ପୃଥିବୀରେ ଲକ୍ଷ ଲକ୍ଷ ପ୍ରଜାତିର ଜୀବ ଅଛନ୍ତି । ଏହି ଜୀବମାନଙ୍କର ମଧ୍ୟ ଭିନ୍ନ ଭିନ୍ନ ବିଶେଷତା ରହିଛି, ଯାହା ପାଇଁ ସେମାନେ ଜଣାଶୁଣା । କିନ୍ତୁ ଆଜି ଆମେ ଆପଣଙ୍କୁ…

ବେଜିଂକୁ ପଛରେ ପକାଇ ଏସିଆର କୋଟିପତି ରାଜଧାନୀ ପାଲଟିଲା ମୁମ୍ବାଇ

ନୂଆଦିଲ୍ଲୀ: ସାଂଘାଇସ୍ଥିତ ହୁରୁନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ କୋଟିପତି ରାଜଧାନୀ କୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ ମୁମ୍ବାଇ ଏବେ କୋଟିପତି ରାଜଧାନୀ ପାଲଟିଛି। ପୂର୍ବରୁ ବେଜିଂ ଏହି…

ମଙ୍ଗଳବାର ଦିନ ପର୍ସରେ ରଖନ୍ତୁ ଏହି ଜିନିଷ, ମିଳିବ ସବୁ ସମୃଦ୍ଧି

ଓଡ଼ିଶା ଭାସ୍କର: ଏମିତି ଅନେକ ଜିନିଷ ଅଛି ଯାହାକୁ ଲୋକମାନେ ନିଜ ପାଖରେ ରଖିବା ଉଚିତ୍ । ଏହି ସବୁ ଜିନିଷକୁ ଆପଣ ନିଜ ପର୍ସରେ ମଧ୍ୟ ରଖିପାରିବେ । ପର୍ସରେ ହନୁମାନ ଚାଳିସା ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା…