fbpx

ବଲାଙ୍ଗୀର: ବାଇକ୍‌କୁ ଧକ୍କା ଦେଲା OSRTC ବସ୍‌, ୨ ମୃତ

ବଲାଙ୍ଗୀର: ବାଇକ୍‌କୁ ଧକ୍କା ଦେଲା OSRTC ବସ୍‌ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ । ମୃତ ୨ ବାଇକ୍‌ ଆରୋହୀ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଏନଏଚ୍‌ ୫୭ ଭଦ୍ରାପାଲି ଛକ ନିକଟରେ ଦୁର୍ଘଟଣା ଘଟିଥିବା ସୂଚନା । ବସ୍‌ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି ପୁଇଁତଳା ଥାନା ପୋଲିସ ।

Get real time updates directly on you device, subscribe now.