ସିଏଏକୁ ନେଇ ଭ୍ରମ ସୃଷ୍ଟି କରାଯାଉଛି, ହିନ୍ଦୁ-ମୁସଲମାନ ନାଗରିକଙ୍କ ରହିଛି ସମାନ ଅଧିକାର; କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ ସିଏଏକୁ ନେଇ କିଛି ଭ୍ରମ ସୃଷ୍ଟି କରାଯାଉଛି। ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ମୁସଲମାନଙ୍କ ନାଗରିକତା ସହିତ ସିଏଏର କୌଣସି ସମ୍ପର୍କ ନାହିଁ। ଭାରତର ଜଣେ ମୁସଲମାନ…

ଓଡ଼ିଶାରେ ପୁଣି ଦେଖାଦେଲା କଳାବାଘ; ୨୦୧୮ ରେ ସୁନ୍ଦରଗଡ଼ ଜଙ୍ଗଲରେ ଦେଖାଦେଇଥିଲା ଏହି ବାଘ

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ଓଡ଼ିଶାରେ ପୁଣି ଦେଖାଗଲା କଳାବାଘ । ଏନେଇ ସୂଚନା ଦେଲେ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ସୁନ୍ଦରଗଡ ଜିଲ୍ଲା ହେମଗିରି ବନାଞ୍ଚଳରେ କଳା ବାଘକୁ ଦେଖିବାକୁ ପାଇଛି ବନ ବିଭାଗ । ୯୦…

ରାଜ୍ୟର ପ୍ରତି ଭାଗବତ ଟୁଙ୍ଗିକୁ ମିଳିବ ୫୦ ହଜାର ଟଙ୍କା; ୭୨୦୦ଟୁଙ୍ଗି ପାଇବେ ସହାୟତା

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ରାଜ୍ୟର ପ୍ରତି ଭାଗବତ ଟୁଙ୍ଗିକୁ ମିଳିବ ୫୦ ହଜାର ଟଙ୍କା । ରାଜ୍ୟରେ ଥିବା ୭୨୦୦ ଭାଗବତ ଟୁଙ୍ଗି ପାଇବେ ସହାୟତା । ସହାୟତା ଘୋଷଣା କଲେ ରାଜ୍ୟ ସରକାର । ହିନ୍ଦୁ ଧର୍ମର ଅଷ୍ଟାଦଶ…

ପୁରୀ; ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଡ୍ରୋନ୍‌, ବାଲିହରଚଣ୍ଡି ମୁହାଣରେ ମାଛ ମାରିବା ବେଳେ ଜାଲରେ ଲାଗିଲା

ପୁରୀ : (ଓଡ଼ିଶା ଭାସ୍କର) ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଏକ ଡ୍ରୋନ୍‌ । ବାଲିହରଚଣ୍ଡି ମୁହାଣରେ ମାଛ ମାରିବା ବେଳେ ଜାଲରେ ଲାଗିଲା । ଡ୍ରୋନ୍‌ଟିକୁ ସମୁଦ୍ର ଭିତରୁ ପେଣ୍ଠକଣ୍ଟାକୁ ଆଣିଛନ୍ତି ମତ୍ସ୍ୟଜୀବୀ ।…

ସାଇକେଲ ଚଳାଇ ନେଦରଲାଣ୍ଡରୁ କୋରାପୁଟରେ ପହଞ୍ଚିଲେ ବିଦେଶୀ ଦମ୍ପତି; ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ…

କୋରାପୁଟ: ନେଦରଲାଣ୍ଡରୁ ସାଇକେଲ ଚଳାଇ କୋରାପୁଟ ଜିଲ୍ଲା ଜୟପୁରରେ ପହଂଚିଛନ୍ତି ବିଦେଶୀ ଦମ୍ପତି । ରାତି ଦିନ ସାଇକେଲ ଚଳାଉଛନ୍ତି କେବେ ବି ଧକିଯାଉନାହାଁନ୍ତି । ସାଇକେଲରେ ସାରା ବିଶ୍ୱଭ୍ରମଣ କରୁଛନ୍ତି ସ୍ୱାମୀ…

ଲାଗି ରହିଥିବା ଚାପ ଓ ହିଂସା ମଧ୍ୟରେ ଇସ୍ତଫା ଦେବାକୁ ରାଜି ହେଲେ ହୋତି ପ୍ରଧାନମନ୍ତ୍ରୀ ଏରିଏଲ ହେନରି

ନୂଆଦିଲ୍ଲୀ: ଦେଶରେ ସପ୍ତାହେ ଧରି ଲାଗି ରହିଥିବା ଚାପ ଓ ହିଂସା ମଧ୍ୟରେ ହୋତିର ପ୍ରଧାନମନ୍ତ୍ରୀ ଏରିଏଲ୍ ହେନରି ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ହୋତିର ରାଜନୈତିକ ସ୍ଥିତି ଉପରେ ଆଲୋଚନା କରିବା ପାଇଁ ଆଞ୍ଚଳିକ…

କେବଳ ତେଲ ନୁହେଁ, ନଡ଼ିଆ ପାଣିରେ ବି କେଶ ପାଇଁ ରହିଛି ଅନେକ ଗୁଣ; ଏହିଭଳି କରନ୍ତୁ ବ୍ୟବହାର…

ଓଡ଼ିଶା ଭାସ୍କର : ସିଲ୍କି, ଚମକଦାର ଓ ଘନ କେଶ ପାଇବା ସମସ୍ତଙ୍କ ସ୍ୱପ୍ନ । ଯଦି ଆପଣ ବି ଏଭଳି କେଶ ଚାହୁଁଛନ୍ତି ତେବେ ନଡ଼ିଆ ପାଣିଠାରୁ ଭଲ ଆଉ କିଛି ହୋଇପାରିବ ନାହିଁ । ନଡ଼ିଆ ତେଲ କେଶ ପାଇଁ କେତେ ଲାଭଦାୟକ ତାହା…

BIG BREAKING…ଅଲକାଏଦା ନେତା ବାତ୍ରାଫିର ମୃତ୍ୟୁ ଖବର; ୫ନିୟୁତ ଡଲାର ପୁରସ୍କାର ଘୋଷଣା କରିଥିଲା ଆମେରିକା

ନୂଆଦିଲ୍ଲୀ: ଅଲ୍ କାଏଦାର ୟେମେନ ଶାଖା ଏହାର ନେତା ଖାଲିଦ ବତାରଫିର ମୃତ୍ୟୁ ଖବର ଦେଇଛି। ତେବେ କେଉଁ ପରିସ୍ଥିତିରେ ବତାରଫିର ମୃତ୍ୟୁ ଘଟିଛି ସେ ନେଇ କୌଣସି ସୂଚନା ଦିଆଯାଇନାହିଁ। ଅଲ୍ କାଏଦା ଇନ୍ ଦି ଆରବ ଉପଦ୍ୱୀପ…

ସିଏଏ ଲାଗୁ ହେବା ପ୍ରସଙ୍ଗରେ ଏପରି ପ୍ରତିକ୍ରିୟା ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ- ମୁଁ ଚୁପ୍ ରହିବି ନାହିଁ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଯଦି ଦେଶରେ ସିଏଏ ଲାଗୁ ହୁଏ ତେବେ ସେ ଏହାକୁ ବିରୋଧ କରିବେ। ଦେଶରେ ଯଦି ଗୋଷ୍ଠୀ ମଧ୍ୟରେ ଭେଦଭାବ ହୁଏ ତେବେ ସେ ଚୁପ୍ ରହିବେ ନାହିଁ ବୋଲି ସେ…

ଉଡ଼ନ୍ତା ବିମାନରେ ଶୋଇଗଲେ ଉଭୟ ପାଇଲଟ୍; ହେଲେ ସୁରକ୍ଷିତ ଅବତରଣ କଲା ବିମାନ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ବିମାନ ବାଟିକ୍ ଏୟାରର ଦୁଇ ପାଇଲଟ୍ ବିମାନ ମଝିରେ ଶୋଇ ପଡ଼ିଥିଲେ । ଇଣ୍ଡୋନେସିଆ ସରକାର ଏବେ ଏହି ଆଶ୍ଚର୍ଯ୍ୟଜନକ ଘଟଣାର ତଦନ୍ତ କରୁଛନ୍ତି । ଜାନୁଆରୀ ୨୫ ରେ ବାଟିକ୍ ଏୟାର ର ବିମାନଟି…