fbpx

ଆରମ୍ଭ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା; ସିଂହଧ୍ୱଜରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ

ଯାଜପୁର: (ଓଡ଼ିଶା ଭାସ୍କର) ଆରମ୍ଭ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ରଥଯାତ୍ରା । ରଥଖଳାରେ ମାସେ ହେଲାଣି ଚାଲିଥିଲା ସିଂହଧ୍ୱଜ ରଥନିର୍ମାଣ । ମାଆ ବିରଜାଙ୍କୁ ରଥରେ ଦର୍ଶନ ପାଇଁ ଅପେକ୍ଷାରେ ଥିଲେ…

ପଶୁ ହୋଇ ମଣିଷଙ୍କୁ ଶିକ୍ଷା; ଦୁଇ ଯୁବତୀଙ୍କ ମାରପିଟ୍ ଭାଙ୍ଗିଲେ କୁକୁର, ଦେଖନ୍ତୁ Video….

ଓଡ଼ିଶା ଭାସ୍କର: ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି ସମାଜ, ଯେତିକି ଯେତିକି ପ୍ରଗତି କରୁଛି ସେତିକି ସେତିକି ଲୋକଙ୍କ ମାନସିକତାରେ ବି ପରିବର୍ତ୍ତନ ହେଉଛି । ଭଲ ମନ୍ଦର ଆଉ ବାଛ ବିଚାର ନାହିଁ । ଯିଏ ଯାହା…

(Video) ଫଳ, ମୂଳ ନୁହେଁ ଶେଉଳ ମାଛରେ ମା’ଙ୍କ ମନ; ମାନସିକ ପୂରଣ ହେଲେ ଲାଗି ହୁଏ ଶେଉଳ ଝୋଳ….

ଓଡ଼ିଶା ଭାସ୍କର: ଗୋରା ତକ ତକ ଚେହେରା , କଳା ଘୁମର କେଶ,ଉଜ୍ଜଳମୟ ଆଖି । ଦେହରେ ରହିଛି ଧଳା ଆଉ ନାଲି ରଙ୍ଗର ଶାଢୀ ଆଉ ମଥାରେ ଏକ ବଡ଼ ସିନ୍ଦୁର ଟୋପା । ଦେହରୁ ବାହାରୁଛି ତେଜ । ଯାହାଙ୍କୁ ଦେଖିଲେ ଘଡ଼ିଏ ଅଟକି ଯାଇ…

ଜାରି ହେଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଚିଠା ନିୟମ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଜାରି ହେଲା ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଚିଠା ନିୟମ । ଓଡ଼ିଶା ଆପାର୍ଟମେଣ୍ଟ ଆଇନ ୨୦୨୩ ଅଧୀନରେ ଆସିଲା ଚିଠା ନିୟମ । ଚିଠା ନିୟମ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ…

ବଡ଼ ଭଉଣୀଙ୍କ ଶୋକରେ ଚଳିତବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବେର: (ଓଡ଼ିଶା ଭାସ୍କର) ଆସନ୍ତାକାଲି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । କିନ୍ତୁ ଚଳିତ ବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ । ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ବିୟୋଗ…

ଅଧା ଫସଲ ଚରିଗଲେଣି ଚକଡ଼ା; ମୁଣ୍ଡରେ ହାତଦେଇ ବସିଛି ଚାଷୀ

ଘସିପୁରା: (ଓଡ଼ିଶା ଭାସ୍କର) ଏବେ ଚକଡା ପୋକ ଯୋଗୁଁ ଚାଷୀ ମୁଣ୍ଡରେ ପଡିଛି ଚଡକ । ଏବର୍ଷ ଭଲ ବର୍ଷା ହୋଇଥିଲା । ସେଥିପାଇଁ ଋଣ କରି ଚାଷୀମାନେ ଜମିରେ ଭଲ ଫସଲ ଫଳାଇଥିଲେ । ଆଶା ଥିଲା, ଏବର୍ଷ ଚାଷରୁ ଘର ଚଳିବା ସହିତ,…

ପ୍ରେମର ଭୟଙ୍କର ଚିତ୍ର; ଘରକୁ ଡକାଇ ଯୁବକଙ୍କ ଗୁପ୍ତାଙ୍ଗ କାଟିଲା ପ୍ରେମିକାର ଭାଇ

ନୂଆଦିଲ୍ଲୀ: ସମାଜରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧିକ କାର୍ଯ୍ୟକଳାପ । ବେଳେବେଳେ ପୋଲିସ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିହାରର ମୁଜଫରପୁରରୁ ଆସିଛି ଛାତିଥରା ଖବର । ଯୁବକଙ୍କ ଗୁପ୍ତାଙ୍ଗ…

ଦାରିଦ୍ରର ହୃଦୟ ବିଦାରକ ଚିତ୍ର; ପତ୍ନୀଙ୍କ ଶବକୁ ଗଣ୍ଠିଲିରେ ବୋହିଲେ ଶ୍ରମିକ…

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଅନ୍ତିମ ସଂସ୍କାର ପାଇଁ ଜଣେ ମହିଳାଙ୍କ ମୃତଦେହକୁ ବସ୍ତାରେ ଗଣ୍ଠିଲି କରି ନେବାକୁ ପଡ଼ିଥିଲା। ଏହି ଘଟଣା ପରେ ପୀଡ଼ିତାଙ୍କ ପରିବାରକୁ…

ମଣିଷଙ୍କ ପରି ନିଜଭିତରେ କଥାବାର୍ତ୍ତା ହୋଇଥାଆନ୍ତି ଛତୁ

ଓଡ଼ିଶା ଭାସ୍କର: ମଣିଷମାନଙ୍କ ପରି ଗଛଲତା ମଧ୍ୟ ଜୀବନ୍ତ । ଏହି କଥା ଆମେ ଆଗରୁ ଜାଣିଛୁ । କିନ୍ତୁ ଏକଥା ବହୁ କମ ଲୋକ ଜାଣିଥିବେ ଆମେମାନେ ଯେଉଁଭଳି କଥାବାର୍ତର୍ା କରୁ ଠିକ ସେହିପରି ସେମାନେ ମଧ୍ୟ କଥାବାର୍ତ୍ତା…

(Video) ମଝି ଆକାଶରେ ଉଡ଼ି ଯାଇଥିଲା ବିମାନ ଛାତ; ପାଇଲଟ ଏଭଳି ବଞ୍ଚାଇଥିଲେ ୯୪ ଯାତ୍ରୀଙ୍କ ଜୀବନ

ଓଡ଼ିଶା ଭାସ୍କର: ଥରେ ଭାବନ୍ତୁ ତ ଯଦି କେବେ ବିମାନ ଯାତ୍ରା କରିବା ସମୟରେ ପ୍ଲେନ୍‌ର ଉପର ଛାତ ଉଡିଯାଏ ତେବେ କ’ଣ ହେବ । ଆପଣ ଭାବୁଥିବେ ଏପରି ହେବା ଅସମ୍ଭବ । ୩୫ ବର୍ଷ ପୂର୍ବେ ଏଭଳି ଏକ ବିମାନ ଦୁର୍ଘଟଣା ହୋଇଥିଲା,…