ବିଶ୍ୱରେ ପ୍ରଥମ ଥର ୧.୫ ଡିଗ୍ରୀ ସେଲସିୟସ ଟପିଲା ଗ୍ଲୋବାଲ ୱାର୍ମିଂ; ଦେଖିବାକୁ ମିଳିବ ଭୟଙ୍କର ପରିଣାମ

ନୂଆଦିଲ୍ଲୀ: ବିଶ୍ୱରେ ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ ଗ୍ଲୋବାଲ ୱାର୍ମିଂ ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି । ୟୁରୋପୀୟ ସଂଘର ଜଳବାୟୁ ସର୍ଭିସ୍ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ଜଳବାୟୁ ପରିବର୍ତ୍ତନର ନକାରାତ୍ମକ…

ସଂସଦରେ ଉପସ୍ଥାପିତ ହେଲା ‘ଶ୍ୱେତପତ୍ର’; ସରକାର କହିଲେ- ୟୁପିଏ ସରକାରଙ୍କ ଅର୍ଥନୈତିକ ନୀତି ସାମାନ୍ୟ ଥିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ଅର୍ଥନୀତିକୁ ନେଇ ସଂସଦରେ ଏକ ଶ୍ୱେତପତ୍ର ଉପସ୍ଥାପନ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଶ୍ୱେତପତ୍ର ଉପସ୍ଥାପନ କରିଛନ୍ତି। ୨୦୦୪ରୁ ୨୦୧୪ ମଧ୍ୟରେ ୟୁପିଏ…

ଛାଡ଼ପତ୍ର ପାଇଁ ମହିଳାଙ୍କ ହୀନ ଚକ୍ରାନ୍ତ; ଝିଅର ଗର୍ଭଧାରଣ ପାଇଁ ସ୍ୱାମୀକୁ ଦାୟୀ କଲା ସ୍ତ୍ରୀ

ଚେନ୍ନାଇ: ଡାକ୍ତରୀ ରେକର୍ଡ ଜାଲ୍ କରିବା ଏବଂ ସ୍ୱାମୀଙ୍କ ନାଁରେ ମିଥ୍ୟା ଅଭିଯୋଗ ଆଣିବାକୁ ନେଇ ୫ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ ହେଲେ ଜଣେ ମହିଳା। ୬ ବର୍ଷ ତଳେ ଚେନ୍ନାଇ ସହରର ଜଣେ ମହିଳା ଡାକ୍ତରୀ ରେକର୍ଡ ଜାଲ୍…

ଗବେଷଣାରୁ ଆସିଲା ବଡ଼ ତଥ୍ୟ; ଆଲଜାଇମର(Alzheimer’s) ରୋଗ ଆଶଙ୍କାକୁ ହ୍ରାସ କରୁଛି Viagra

ନୂଆଦିଲ୍ଲୀ: ଭାଇଗ୍ରା ବା ଇରେକ୍ଟାଇଲ ଡିସଫଙ୍କସନ ବଟିକାକୁ ନେଇ ଗବେଷକମାନେ ଏକ ନୂଆ ତଥ୍ୟ ପାଇଥିବା ଜଣାପଡିଛି। ବର୍ତ୍ତମାନ ଏହି ଗବେଷଣାର ତଥ୍ୟ ସାମ୍ନାକୁ ଆସିଛି। ଆଲଜାଇମର (Alzheimer’s) ରୋଗ ସହ ଲଢ଼ିପାରୁଥିବା…

କଂଗ୍ରେସର ‘ବ୍ଲାକ୍ ପେପର’କୁ ନଜର ଦୋଷରୁ ସୁରକ୍ଷା ଦେଉଥିବା କଳା ଟିକା ସହ ତୁଳନା କଲେ ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ରର ବିଜେପି ସରକାର ବିରୋଧରେ କଂଗ୍ରେସ ଦଳ ଆଣିଥିବା 'ବ୍ଲାକ୍ ପେପର'କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାରଙ୍କ ପାଇଁ 'କଳା ଟିକା' ବୋଲି ବର୍ଣ୍ଣନା କରିଛନ୍ତି। ବାସ୍ତବରେ ୧୦ ବର୍ଷର…

ଡିଜ୍ନିଙ୍କ ବିରୋଧରେ ମାମଲା ରୁଜୁ କଲେ ‘ମଣ୍ଡଲୋରିଆନ୍’ ଅଭିନେତ୍ରୀ ଜିନା କରାନୋ; ଖର୍ଚ୍ଚ ବହନ କରୁଛନ୍ତି ଏଲନ୍ ମସ୍କ

ମୁମ୍ୱାଇ: ହଲିଉଡ୍ ଅଭିନେତ୍ରୀ ଜିନା କରାନୋ ୨୦୨୧ରେ ଡିଜନି ଏବଂ ଲୁକାସଫିଲ୍ମକୁ ହଟାଇବା ପାଇଁ ମାମଲା ରୁଜୁ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ରିପବ୍ଲିକାନ ହେବାକୁ ହୋଲୋକାଷ୍ଟ ସମୟରେ ଇହୁଦୀ ହେବା ସହ…

କେନ୍ଦ୍ର ବିରୋଧରେ ବିକ୍ଷୋଭ କଲେ ସିଦ୍ଧରମୈୟା; କହିଲେ- ୧୦୦ ଟଙ୍କା ଟିକସରେ ଆମେ ୧୩ ଟଙ୍କା ଦେଇଥାଉ…

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ନିଜ କ୍ୟାବିନେଟ ଏବଂ ସାଂସଦଙ୍କ ସହ ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ସମୟରେ…

BharatPayକୁ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ନୋଟିସ୍; କର୍ମଚାରୀଙ୍କୁ ଧମକ ଦେବା ନେଇ ହୋଇଥିଲା ବିବାଦ

ନୂଆଦିଲ୍ଲୀ: କମ୍ପାନୀ ଆଇନ ଧାରା ୨୦୬ ଅନୁଯାୟୀ ଗ୍ରୋଭରଙ୍କ ବିରୋଧରେ ଆରମ୍ଭ ହୋଇଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ମାଗିଛି କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ (ଏମସିଏ)। ସୂତ୍ରରୁ ମିଳିଥିବା ସୂଚନା…

ମିଆଁମାରର ଏହି ରାଜ୍ୟକୁ ନଯିବାକୁ ନାଗରିକଙ୍କୁ କହିଲା ଭାରତ

ନୂଆଦିଲ୍ଲୀ: ମିଆଁମାରର ରଖାଇନ୍ ରାଜ୍ୟକୁ ଯାତ୍ରା ନ କରିବାକୁ ଭାରତ ତା'ର ନାଗରିକମାନଙ୍କୁ କହିଛି। ଏ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ନିରାପତ୍ତା ସ୍ଥିତି ବିଗିଡ଼ିବା, ଯୋଗାଯୋଗ ସେବା…

Porn Video ଦେଖି ନିଜ ଭଉଣୀକୁ ଦୁଷ୍କର୍ମ କରି ହତ୍ୟା କଲା ଭାଇ

ଲକ୍ଷ୍ନୌ: ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କରେ କଳଙ୍କ। ଯିଏ ଶୁଣୁଛି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଘଟିଛି। Porn Video ଦେଖି ୧୭ ବର୍ଷୀୟା ଭଉଣୀକୁ ଦୁଷ୍କର୍ମ…