କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମୋହର; ୭୦ଲକ୍ଷ SHG ମହିଳା ପାଇବେ ସହାୟତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି କ୍ୟାବିନେଟ୍ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ହଜାରେ ଟଙ୍କା ଲେଖାଏଁ ପାଇବେ SHG…

ଗିରଫ ହୋଇ ଜେଲ୍ ଗଲେ ବୌଦ୍ଧ RTO ବସନ୍ତ ମହାପାତ୍ର; ଆୟ ଠାରୁ ୪୪୫ % ଅଧିକ ସଂପତ୍ତି କରିଥିଲେ ଠୁଳ

ଭୁବନେଶ୍ୱର: ଗିରଫ ହୋଇ ଜେଲ୍ ଗଲେ ବୌଦ୍ଧ RTO ବସନ୍ତ ମହାପାତ୍ର । ଆୟ ଠାରୁ ୪୪୫ ପ୍ରତିଶତ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଆଜି ସକାଳେ ବସନ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ସେଲ୍ । ଆୟ ବହିର୍ଭୂତ…

ସଂସଦରେ ୭୬-୧୭୬ ଭୋଟ୍ ପାରିତ ହେବା ପରେ ସମଲିଙ୍ଗୀ ବିବାହକୁ ମିଲିଲା ମଞ୍ଜୁରି

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ମଞ୍ଜୁରି ଦେବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି ଗ୍ରୀସ୍। ଗ୍ରୀସ ହେଉଛି ପ୍ରଥମ ପାରମ୍ପରିକତାବାଦୀ ଖ୍ରୀଷ୍ଟିଆନ ଦେଶ ଯିଏ କି ଏଭଳି ବିବାହକୁ ବୈଧତା ପ୍ରଦାନ କରିଛି । ସମଲିଙ୍ଗୀ…

ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିୟନଶିପ୍; ଚମତ୍କାର ପ୍ରଦର୍ଶନ କଲେ ଭାରତୀୟ ମହିଳା ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ମହିଳା ଖେଳାଳିମାନେ ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିୟନଶିପ୍ ଜିତିବା ଜାରି ରଖିଛନ୍ତି । ମାଲେସିଆର ସେଲାଙ୍ଗରରେ ଚାଲିଥିବା ଏହି ମ୍ୟାଚରେ ଗ୍ରୁପ୍ ପର୍ଯ୍ୟାୟରେ ଶୀର୍ଷରେ ଭାରତ । ଏକ ନମ୍ବର…

ସନ୍ଦେଶଖାଲି ଯିବା ବାଟରେ ବିଜେପି ଟିମ୍‌କୁ ଅଟକାଇଲା ପଶ୍ଚିମବଙ୍ଗ ପୋଲିସ

କୋଲକାତା: ପଶ୍ଚିମବଙ୍ଗ ପୁଲିସ ବିଜେପିର ୬ ଜଣିଆ ଟିମ୍କୁ ଉତ୍ତର ୨୪ ପ୍ରଗଣାର ସନ୍ଦେଶଖାଲି ଗାଁ ଆଡ଼କୁ ଯିବାରୁ ଅଟକାଇଥିଲା। ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଇଡି ଚଢ଼ାଉ ବେଳେ ସଂଘର୍ଷ ପରଠାରୁ ସନ୍ଦେଶଖାଲିରେ…

ରାଜନୀତି କରୁଛୁ କାହାର ଟଙ୍କାଟିଏ କି ଜମିଟିଏ ନେଇନୁ; ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ

ଭୁବନେଶ୍ୱର: ଇଡି ରେଡ୍‌ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ । କହିଲେ କେହି ପ୍ରମାଣ କରିଦେଲେ ରାଜନୀତିରୁ ସନ୍ନ୍ୟାସ ନେବି । ରାଜନୀତି କରୁଛୁ ହେଲେ କାହାର ଟଙ୍କାଟିଏ କି ଜମିଟିଏ…

ଅର୍ଥମନ୍ତ୍ରୀ ଭାବରେ ବଜେଟ୍ ଉପସ୍ଥାପନ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

ବେଙ୍ଗାଲୁର: ଶୁକ୍ରବାର ଅର୍ଥମନ୍ତ୍ରୀ ଭାବରେ ବଜେଟ୍ ଉପସ୍ଥାପନ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। କର୍ଣ୍ଣାଟକ ବିଧାନସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ତାଙ୍କ ସରକାର ସମ୍ବିଧାନରେ ଥିବା ନ୍ୟାୟ,…

ଭାରତ-ଇଂଲଣ୍ଡ ଟେଷ୍ଟ: ୪୪୫ ରନ୍‌ରେ ଶେଷ ହେଲା ଭାରତର ପ୍ରଥମ ଇନିଂସ

ରାଜକୋଟ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ଦଳ ୪୪୫ ରନ୍ କରି ଆଉଟ୍ ହୋଇଯାଇଛି। ରାଜକୋଟରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଭାରତର ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଅଧିନାୟକ ରୋହିତ…

ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନର; ୩ ଦିନିଆ ଗସ୍ତରେ ଆସିଛନ୍ତି ରାଜୀବ କୁମାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ୩ ଦିନିଆ ଗସ୍ତରେ ଆସିଛନ୍ତି ରାଜୀବ । ନିର୍ବାଚନ ପ୍ରସ୍ତୁତିର କରିବେ ସମୀକ୍ଷା । ସେମାନେ ଇଭିଏମ୍‌ ସ୍ଥିତି, ବୁଥ୍ ସ୍ତରରେ…

BIG BREAKING…ଓଡ଼ଗାଁ ଥାନା କୋମଣ୍ଡ ଗାଁରେ ଚାଞ୍ଚଲ୍ୟ; ସ୍ୱାମୀକୁ ମାରି ଘରେ ପୋତି ଦେଲା ସ୍ତ୍ରୀ!

ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ଗାଁରେ ଚାଞ୍ଚଲ୍ୟକର ଗଟଣା । ଆସିଲା ସାଙ୍ଘାତିକ ଅଭିଯୋଗ । ସ୍ୱାମୀକୁ ମାରି ସ୍ତ୍ରୀ ପୋତି ଦେଇଥିବା ଅଭିଯୋଗ । ପହଞ୍ଚିଲେ ମାଜିଷ୍ଟ୍ରେଟ୍‌ । ଘର ଭିତରେ ଶବ ପୋତିଥିବା…