୩,୦୦୦ରୁ ଅଧିକ କର୍ମଚାରୀଙ୍କୁ ବହିଷ୍କାର କଲା ଡିଜିଟାଲ ପ୍ରିଣ୍ଟିଂ ଆଣ୍ଡ ଡକ୍ୟୁମେଣ୍ଟ ମ୍ୟାନେଜମେଣ୍ଟ (ଜେରକ୍ସ) କମ୍ପାନୀ

ଓଡ଼ିଶା ଭାସ୍କର: ସିଏନବିସିର ଏକ ରିପୋର୍ଟ ଅନୁଯାୟୀ, ଜେରକ୍ସ କମ୍ପାନୀ "ନୂତନ କାର୍ଯ୍ୟନିର୍ବାହୀ ନେତୃତ୍ୱର ଏକ ତାଲିକା ମଧ୍ୟ ଘୋଷଣା କରିଛି। ଜେରକ୍ସ କମ୍ପାନୀର ଏ ଛଟେଇ ଆଶ୍ଚର୍ଯ୍ୟଜନକ ନୁହେଁ, କାରଣ କମ୍ପାନୀ ୨୦୨୨…

‘ସମଲିଙ୍ଗୀ ସମ୍ପର୍କକୁ ନେଇ ରଶ୍ମୀରଞ୍ଜନଙ୍କୁ ହତ୍ୟା କରାଯାଇଛି’; ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବେଗୁନିଆନି ବ୍ଲକ ଶଗଡଭଙ୍ଗା ଭୀମପୁର ଗାଁ ରେ ଗତ ୨ ତାରିଖରେ ହତ୍ୟାକାଣ୍ଡ ଘଟିଥିଟିଲା । ସମଲିଙ୍ଗୀ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସାମ୍ବାଦିକଦି ସମ୍ମିଳନୀରେ ସୂଚନା ଦେଲେ…

ଜାନୁଆରୀ ୬ରୁ ଆରମ୍ଭ ହେବ ଶିଶିର ସରସ ମେଳା; ସ୍ୱତନ୍ତ୍ର ଫୁଡ୍ କୋର୍ଟ ଏବଂ ଓରମାସର ମାର୍କେଟିଂର ରହିବ ସୁବିଧା

ଭୁବନେଶ୍ବର: ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ ଶିଶିର ସରସ-୨୦୨୪ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ଆୟୋଜନ ହେବାକୁ ଥିବା ଜାତୀୟ ସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ଏହି ମେଳା…

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ସ୍ଥାନ ପାଇବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଭୁବନେଶ୍ୱର: ନୂଆଦିଲ୍ଲୀ ଗଣତନ୍ତ୍ର ଦିବସରେ ସ୍ଥାନ ପାଇବ ଓଡ଼ିଶା ପ୍ରଜ୍ଞାପନ ମେଢ଼ । ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା । ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ଚିଠି…

ମଡେଲ୍ ଦିବ୍ୟା ପାହୁଜାଙ୍କୁ ହତ୍ୟା ମାମଲା; ହୋଟେଲରୁ ମିଲିଲା ମୃତଦେହ

ନୂଆଦିଲ୍ଲୀ: ମଡେଲ୍ ଦିବ୍ୟା ପାହୁଜାଙ୍କୁ ହତ୍ୟା । ଗୁରୁଗ୍ରାମର ଏକ ହୋଟେଲରୁ ତାଙ୍କ ମୃତଦେହ ମିଳିଛି । ଦିବ୍ୟାଙ୍କୁ କେହି ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି । ଏକ ହତ୍ୟା ମାମଲାରେ ଗିରଫ ଦିବ୍ୟାଙ୍କୁ କିଛି ମାସ…

ପରିକ୍ରମା ପ୍ରକଳ୍ପ; ୧୨ ତାରିଖରୁ ଆରମ୍ଭ ହେବ ଯଜ୍ଞ ପ୍ରକ୍ରିୟା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତା ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥି ପାଇଁ ଭବ୍ୟ ଆୟୋଜନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ଧାର୍ମିକ କାର୍ଯ୍ୟ ଲାଗି ଦେଶର…

(Video) ବାସିବ ପୂରା ଅଯୋଧ୍ୟା ନଗରୀ; ଆସିଲା ୧୦୮ ଫୁଟ ଲମ୍ବ ଓ ୩୫୦୦ କେଜି ଓଜନର ଧୂପକାଠି…

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିରର ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟକ୍ରମ ଆଗାମୀ ୨୨ ଜାନୁଆରୀ ୧୨ଟା ୨୦ ମିନିଟରେ ହେବ । ରାମ ମନ୍ଦିରର ନିର୍ମାଣ କରୁଥିବା ସଂସ୍ଥା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର…

ବେରୁତରେ ହମାସ ନେତାଙ୍କ ହତ୍ୟାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଲା ଇରାନ

ଓଡ଼ିଶା ଭାସ୍କର: ବେରୁତରେ ସନ୍ଦିଗ୍ଧ ଇସ୍ରାଏଲ ଆକ୍ରମଣରେ ହମାସ ନେତା ସାଲେହ ଅଲ-ଅରାଉରିଙ୍କ ମୃତ୍ୟୁକୁ ଇରାନର ଅଧିକାରୀମାନେ ତୀବ୍ର ନିନ୍ଦା କରିଛନ୍ତି। ଇରାନର ବୈଦେଶିକ ମନ୍ତ୍ରୀ ହୋସେନି ଅମୀର ଅବଦୁଲ୍ଲାନ୍ ଏକ୍ସ…

(Video) କଲେଜ ଲାଇବ୍ରେରୀରେ ଅଧ୍ୟାପକ-ଛାତ୍ରୀଙ୍କ ଅଡିଓ ଭାଇରାଲ… ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବାଲେଶ୍ୱର: ଫିଜିସ୍କ ଅଧ୍ୟାପକ ଛାତ୍ରୀଙ୍କ ସହ କଲେଜ ଲାଇବେରିରେ ଏମିତି କହୁଛନ୍ତି । ଯାହାକୁ ଶୁଣିଲେ ଆପଣମାନେ ଚକିତ ହୋଇଯିବେ । ଫିଜିକ୍ସ ଅଧ୍ୟାପକ ଜଣଙ୍କ ଯୁକ୍ତ ୩ ବିଜ୍ଞାନ ଛାତ୍ରୀଙ୍କୁ ବହି ଦେବାକୁ ଲାଇବେରିରେ…

୪ ସପ୍ତାହ ପର୍ଯ୍ୟନ୍ତ ଜ୍ଞାନବାପୀ ରିପୋର୍ଟ ପ୍ରକାଶ ନ କରିବାକୁ ଅନୁରୋଧ କଲା ASI; ତଥ୍ୟ ପାଇବାକୁ ଚେଷ୍ଟା ଚଳାଇଛନ୍ତି ହିନ୍ଦୁ ପକ୍ଷ

ନୂଆଦିଲ୍ଲୀ: ୪ ସପ୍ତାହ ପର୍ଯ୍ୟନ୍ତ ଜ୍ଞାନବାପୀ ରିପୋର୍ଟ ପ୍ରକାଶ ନ କରିବାକୁ ବାରାଣସୀ ଅଦାଲତକୁ ଅନୁରୋଧ କଲା (ଏଏସ୍ଆଇ) ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା।  ସେମାନେ ଜ୍ଞାନବାପୀ ଉପରେ ସିଲ୍ କଭରରେ ଦାଖଲ…