fbpx

(Video) କଲେଜ ଲାଇବ୍ରେରୀରେ ଅଧ୍ୟାପକ-ଛାତ୍ରୀଙ୍କ ଅଡିଓ ଭାଇରାଲ… ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବାଲେଶ୍ୱର: ଫିଜିସ୍କ ଅଧ୍ୟାପକ ଛାତ୍ରୀଙ୍କ ସହ କଲେଜ ଲାଇବେରିରେ ଏମିତି କହୁଛନ୍ତି । ଯାହାକୁ ଶୁଣିଲେ ଆପଣମାନେ ଚକିତ ହୋଇଯିବେ । ଫିଜିକ୍ସ ଅଧ୍ୟାପକ ଜଣଙ୍କ ଯୁକ୍ତ ୩ ବିଜ୍ଞାନ ଛାତ୍ରୀଙ୍କୁ ବହି ଦେବାକୁ ଲାଇବେରିରେ ପାଖକୁ ଡାକୁଛନ୍ତି, ଆଉ କହୁଛନ୍ତି ମେତେ କିସ୍ କଲା ପରେ ହିଁ ବହି ଦେବି । ଏହା ପରେ ଛାତ୍ରୀକୁ ଅନ୍ଧାରକୁ ଯିବାକୁ କହୁଛନ୍ତି । ଫିଜିକ୍ସ ଅଧ୍ୟାପକ ଖାଇବାକୁ ଡାକୁଛନ୍ତି, ବହି ଦେବା ବଦଳରେ ଅନ୍ଧାରକୁ ଯିବାକୁ କହୁଛନ୍ତି । ତାଙ୍କୁ ଓୟ ଯିବାକୁ ବି କହୁଛନ୍ତି ଅଧ୍ୟାପକ । ଏ ଘଟଣା ଟି ହେଉଛି ଗତ ମାର୍ଚ୍ଚ ୨୦୨୩ର । ଜଣେ ଜନୈକ ଛାତ୍ରୀ ଯୁକ୍ତ ୩ର ବିଞ୍ଜାନ ଛାତ୍ରୀ ।

ସେହି କଲେଜର କ୍ଟ୍ରଷଚ୍ଚଗ୍ଦସମଗ୍ଦ ଅଧ୍ୟାପକ “ରାଧାକାନ୍ତ ଦାସ”ଙ୍କ ଦ୍ୱାରା ହୋଇଥିବା ଯୌନନିର୍ଯ୍ୟାତନା ଶିକାର ହୋଇଛନ୍ତି ଜଣେ ଛାତ୍ରୀ । ମୁଁ ହେଉଛି ଫିଜିକ୍ସ୍ ଅଧ୍ୟାପକ, ମୁଁ ତତେ ସବୁ ଠୁ ଅଧିକ ମାର୍କ ଦେବି । ଯଦି ମୋ କଥା ମାନିବୁ, ଆଉ ମତେ କିସ୍ ଦବୁ ତାହା ହେଲେ ତୋର ଆଉ ତୋ ଦିଦିକୁ ପରୀକ୍ଷାରେ ଅଧିକ ମାର୍କରେ ରହିବ । ଏହା ସହ ଫିଜିକ୍ସ ଅଧ୍ୟାପକ କହୁଛନ୍ତି ମୁଁ କାହିଁ କାହାକୁ ଚିହ୍ନିବି ମୋ ଯାହା ପାଖରେ କାମ ଅଛି ତାକୁ ଚିହ୍ନିଛି । ସୋର ଥାନା କେସ୍ ନଂ:-୧୯୧/୨୦୨୩,ଭାରତୀୟ ପିଙ୍ଗଳ କୋର୍ଡର ଧା୩୫୪, ୫୦୯ରା ଅନୁଯାୟୀ ଏକ ମୋକଦ୍ଦମା ରୁଜୁକରି ତଦନ୍ତ କରିବା ସମୟରେ, ଆସାମୀ ହାଇକୋର୍ଟରେ ଦୁଇ ଦୁଇ ଥର ଆଗୁଆ ଜାମିନ୍ ଆବେଦନ କରି ଖାରଜ ହେବାପରେ ସୋର କୋର୍ଟରେ ଆତ୍ମସମର୍ପଣ ନକରି ଫେରାର୍ ହୋଇଯାଇଥିଲେ । ମାତ୍ର କଲେଜର ଅଧ୍ୟକ୍ଷ ତାଙ୍କର ଦେହ ଖରାପ ଦର୍ଶାଇ ତାଙ୍କୁ ପୁରା ଦରମା ଦେଇଥିବାର ଅଭିଯୋଗ ହୋଇଅଛି ।

ଏଭଳି ଏକ ସ୍ପର୍ଷ କାତର ସଂଗୀନ୍ ଅଭିଯୋଗ ରେ ଉଭୟ ପୋଲିସ୍ ଓ କଲେଜ ଅଧ୍ୟକ୍ଷ ଏବଂ ଅନ୍ୟମାନେ ମିଶି କାଗଜପତ୍ରରେ ଆସାମୀ ଘଟଣା ଦିନ କଲେଜ ଆସିନଥିବା ଦର୍ଶାଇ କେସ୍ ଟିକୁ ବନ୍ଦ କରିଦେବାକୁ ଉଦ୍ୟମ କରୁଛନ୍ତି । କଲେଜର ଅଧିକାଂଶ କର୍ମଚାରୀ ଘଟଣା ଜାଣି ମଧ୍ୟ ଅଧ୍ୟକ୍ଷଙ୍କ ଚାପରେ ମୁହଁ ଚୁପ୍ କରି ବସିଛନ୍ତି ଓ ନିଜର ନାମ ଗୋପନ ରଖି ଘଟଣା ଟି ସମ୍ପୂର୍ଣ୍ଣ ସତ୍ୟବୋଲି କହୁଛନ୍ତି, ଯାହାକି ପୋଲିସ୍ ସେମାନଙ୍କ ର ବୟାନ ଗୋପନ ରଖି ଘଟଣାର ନିରପେକ୍ଷ ତଦନ୍ତ କଲେ ଆସାମୀ ର ଅସଲ ରୂପ ଧରାପଡିବ ଓ ପିଡିତା ଉପଯୁକ୍ତ ନ୍ୟାୟ ପାଇପାରିବେ ।

Get real time updates directly on you device, subscribe now.