Featured ଏହି ଉପାୟରେ ସଫା କରନ୍ତୁ ପାଣି ଟାଙ୍କି; ୫ ମିନିଟରେ ହୋଇଯିକ ଚକ୍ ଚକ୍ Sunil Kumar Oct 26, 2023 ଓଡ଼ିଶା ଭାସ୍କର: ଆଗକୁ ଆସୁଛି ଦୀପାବଳି ସେଥିଲାଗି ଘର ସଫାରେ ଲାଗି ପଡ଼ିଛନ୍ତି ଲୋକ । ହେଲେ ସବୁଠୁ କଷ୍ଟ ହେଉଛି ପାଣି ଟାଙ୍କି ସଫା କରିବା । ଅନେକ ଲୋକ ପାଣି ଟାଙ୍କି କାମକରାଳିଙ୍କ ମାଧ୍ୟମରେ ସଫା କରାଇଥାନ୍ତି ।…
Featured ସାପକୁ ସିପିଆର୍ ଦେଇ ଜୀବନ ବଞ୍ଚାଇଲେ ପୋଲିସ୍; କ୍ୟାମେରାରେ କଏଦ ହେଲା ଦୃଶ୍ୟ Sunil Kumar Oct 26, 2023 ଭୋପାଳ: (ଓଡ଼ିଶା ଭାସ୍କର) ମଣିଷଙ୍କୁ ସିପିଆର୍ ଦେଇ ଜୀବନ ବଞ୍ଚା ଯାଉଥିବା କଥା ଶୁଣିଥିବେ। ହେଲେ ମଣିଷ ସାପକୁ ସିପିଆର୍ ଦେଇ ଜୀବନ ବଞ୍ଚାଇବା କଥା କେବେ ଶୁଣି ନଥିବେ। ହେଲେ ଏପରି ଏକ ଘଟଣା ମଧ୍ୟପ୍ରଦେଶର…
Breaking News ପାକିସ୍ତାନ ସୀମାରୁ ଅନୁପ୍ରବେଶ କରୁଥିବା ୫ ଲସ୍କର ଆତଙ୍କବାଦୀଙ୍କୁ ନିପାତ କଲା ସୁରକ୍ଷାବାହିନୀ Sunil Kumar Oct 26, 2023 ଶ୍ରୀନଗର: (ଓଡ଼ିଶା ଭାସ୍କର) ଜମ୍ମୁ-କଶ୍ମୀରର କୁପଓ୍ଵାରା ଜିଲ୍ଲାର ମାଚିଲ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଛି ସୁରକ୍ଷା ବାହିନୀ । ଏକ ବଡ଼ ଅପରେସନରେ ସୁରକ୍ଷା ବାହିନୀ ୫ ଜଣ ଲସ୍କର-ଇ-ତୋଇବା…
Breaking News ବିଦାୟୀ ରାଜ୍ୟପାଳଙ୍କୁ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ Sunil Kumar Oct 26, 2023 ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ମାସ ୨୭ ତାରିଖରେ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର…
Breaking News ନବରାତ୍ର ପରେ ଓଡ଼ିଶା ଦେଖିଲା ନାରୀ ଶକ୍ତିର ଭିନ୍ନ ଏକ ଉଦାହରଣ; ଚିକିତ୍ସା ପାଇଁ ବାପାଙ୍କୁ ଟ୍ରଲିରେ ଧରି ୩୫କିମି ଆଣିଲା ୧୪ବର୍ଷୀୟା ଝିଅ Sunil Kumar Oct 26, 2023 ଭଦ୍ରକ: (ଓଡ଼ିଶା ଭାସ୍କର) କଥାରେ ଅଛି ନାରୀ ତୁ ନାରାୟଣୀ...ରାଗିଲେ ଦୂର୍ଗା, ଶାନ୍ତରେ ଲକ୍ଷ୍ମୀ... ନବରାତ୍ର ପରେ ଏମିତି ଏକ ଦେବୀର ଉଦାହରଣ ସାଜିଛନ୍ତି ଏହି କନ୍ୟା । ନବରାତ୍ରରେ ଅନେକ ଲେକ କନ୍ୟା ପୂଜନ କରୁଥିବା…
Featured ରାସନ ବଣ୍ଟନ ଦୁର୍ନୀତି ମାମଲା; ‘ସେମାନେ ପ୍ରାଇଭେଟ୍ ପାର୍ଟକୁ ଆଘାତ ଦେଉଛନ୍ତି, ହଉ ଦେଖିବା ଆଗକୁ କ’ଣ ହେଉଛି ?’ Sunil Kumar Oct 26, 2023 କୋଲକାତା: (ଓଡ଼ିଶା ଭାସ୍କର) ମୋଦୀ ସରକାରଙ୍କୁ ତୀବ୍ର ସମାଲୋଚନା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଅଭିଯୋଗ କରିଛନ୍ତି ଯେ ବିଜେପି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ବ୍ୟବହାର କରି…
Breaking News ଜାନୁୟାରୀ ୫ରେ ଚୂଡ଼ାନ୍ତ ଭୋଟର ତାଲିକା; ସବୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ ଭୋଟର ତାଲିକା ଚିଠା Sunil Kumar Oct 25, 2023 ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ୨୦୨୪ରେ ଆଗାମୀ ସାଧାରଣ ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସ୍ୱୀକୃତିପ୍ରାପ୍ତ ରାଜନୖତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ…
Breaking News (Video) ଭସାଣି ଶୋଭାଯାତ୍ରା ବେଳେ ରକ୍ତରଞ୍ଜିତ ହେଲା ରାଜଧାନୀ; ପୂର୍ବ ଶତ୍ରୁତାକୁ ନେଇ ବୁଲିଲା ଖଣ୍ଡା, ୨ ଆହତ Sunil Kumar Oct 25, 2023 ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଭୁବନେଶ୍ବରରେ ଭସାଣି ଶୋଭାଯାତ୍ରା ବେଳେ ବୁଲିଲା ଖଣ୍ଡା । ଭସାଣି ଶୋଭାଯାତ୍ରା ବେଳେ ରକ୍ତରଞ୍ଜିତ ହେଲା ରାଜଧାନୀ, ପୂର୍ବ ଶତ୍ରୁତାକୁ ନେଇ ବୁଲିଲା ଖଣ୍ଡା। ଗୋଟିଏ ଗୋଷ୍ଠୀର ଖଣ୍ଡା…
Breaking News AUS vs NED: ୪୮ ବର୍ଷର ଇତିହାସରେ ଅଷ୍ଟ୍ରେଲିଆର ସବୁଠାରୁ ବଡ ବିଜୟ, ୯୦ ରନରେ ନେଦରଲାଣ୍ଡକୁ କଲା ଅଲ୍ ଆଉଟ Sunil Kumar Oct 25, 2023 ଓଡ଼ିଶା ଭାସ୍କର: ଦିନିକିଆ ବିଶ୍ୱକପ୍ ୨୦୨୩ରେ ଅଷ୍ଟ୍ରେଲିଆ ୪୮ ବର୍ଷ ପୁରୁଣା ଦିନିକିଆ ବିଶ୍ୱକପ୍ ଇତିହାସର ସବୁଠାରୁ ବଡ଼ ବିଜୟ ହାସଲ କରିଛି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ…
Featured ବିଶ୍ଵାସ ନହେଲେ ବି ସତ; ସାଢ଼େ ତିନି ବର୍ଷ ପରେ ଫେରିଲା ହଜିଥିବା କଇଁଛ Sunil Kumar Oct 25, 2023 ଓଡ଼ିଶା ଭାସ୍କର: ସାଢ଼େ ତିନି ବର୍ଷ ତଳେ ନିଖୋଜ ହୋଇଥିବା ଏକ କଇଁଛକୁ ଫେରିପାଇଲେ ମାଲିକ। କଥାଟା ବିଶ୍ଵାସ ନହେଲେ ସତ । ଏମିତି ଏକ ହୃଦୟସ୍ପର୍ଶୀ କାହାଣୀକୁ ଫେସ୍ ବୁକ୍ ରେ ସେୟାର କରିଛନ୍ତି ଏକ ପଶୁ ଆଶ୍ରୟସ୍ଥଳୀର…