ଆଉ ଏକ ଇଲେକ୍ଟିକ୍ ସ୍କୁଟିରେ ଲାଗିଲା ନିଆଁ, ଆପଣଙ୍କ ପାଖରେ ଥିଲେ ହୋଇଯାଅ ସାବଧାନ୍

ପୁଣେ: ଇଲେକ୍ଟ୍ରିକ୍ ୨ ଚିକଆ ଯାନରେ ନିଆଁ ଲାଗିବା ଘଟଣା ଥମିବାର ନାଁ ନେଉନାହିଁ । ମହାରାଷ୍ଟ୍ରର ପୁଣେ ଓ ତାମିଲନାଡୁର ଭେଲ୍ଲୋର ପରେ ଏବେ ନୂଆ ଘଟଣା ତାମିଲନାଡୁର ମାନ୍ନାପରାଇରୁ ସାମ୍ନାକୁ ଆସିଛି । ସୂଚନା ଅନୁସାରେ,…

କମୁନି ପେଟ୍ରୋଲ-ଡିଜେଲ ଦର: ଆଜି ପୁଣି ବଢ଼ିଲା ରେଟ୍, ଜାଣନ୍ତୁ କେଉଁଠି କେତେ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲ ଦର କମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ଆଜି ପୁଣି ତେଲ ଦର ବଢ଼ିଛି । ଆଜି ପେଟ୍ରୋଲ ରେଟରେ ଲିଟର ପିଛା ୮୦-୮୫ ପଇସା ଓ ଡିଜେଲ ୭୦ରୁ ୭୫ ପଇସା ମହଙ୍ଗା ହୋଇଛି । ନୂଆ ବର୍ଦ୍ଧିତ…

ଭିଜିଲାନ୍ସ ଜାଲରେ ତାଳଚେର RWS&S ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ତାଳଚେର RWS&S ସହକାରୀ ଯନ୍ତ୍ରୀ ସନ୍ତୋଷ ସାହୁଙ୍କୁ ଧରିଛି ଭିଜିଲାନ୍ସ । ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସନ୍ତୋଷଙ୍କୁ ଭିଜିଲାନ୍ସ ଧରିଥିବା…

ସାଧାରଣ ଲୋକଙ୍କୁ ଡବଲ ମହଙ୍ଗା ମାଡ଼: ପେଟ୍ରୋଲ-ଡିଜେଲ ପରେ ବଢ଼ିବାରେ ଲାଗିଛି ଡାଲି ରେଟ୍

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ପଡିଛି ଡବଲ ମହଙ୍ଗା ମାଡ଼ । ପେଟ୍ରୋଲ-ଡିଜେଲ ପରେ ଏବେ ଡାଲି ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ବର୍ତ୍ତମାନ ଡାଲି ଦର କିଲୋ ପିଛା ୧୦୫ରୁ ୧୧୦ ଟଙ୍କାରେ…

ଏଠାରେ ପ୍ରତି ପରିବାରକୁ ବାର୍ଷିକ ୩ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା, ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ରାଜ୍ୟରେ ବଡ଼ ଘୋଷଣା କରିଛନ୍ତି ଗୋଆ ସରକାର ।  ନୂଆ କ୍ୟାବିନେଟର ପ୍ରଥମ ବୈଠକରେ ଗୋଆ ସରକାର ବଡ଼ ନିଷ୍ପତ୍ତି ନେଇ କହିଛନ୍ତି ଯେ, ରାଜ୍ୟର ପ୍ରତି ପରିବାରକୁ ୩ଟି ଏଲପିଜି ସିଲିଣ୍ଡର ମାଗଣାରେ ଦିଆଯିବ,…

ବଡ଼ ସଫଳତା ହାସଲ କଲେ ବୈଜ୍ଞାନିକ: ମିଳିଗଲା କ୍ୟାନ୍ସର ଭଳି ମାରାତ୍ମକ ରୋଗର ଚିକିତ୍ସା!

ଜେରୁସଲମ: ଇସ୍ରାଏମ ନେତୃତ୍ୱାଧୀନ ଏନ ରିସର୍ଚ୍ଚ ଟିମ୍ ଟାର୍ଗେଟ ମେଡିସିନ୍ ଓ ଇମ୍ୟୁନୋଥେରାପି ବ୍ୟବହାର କରି ମୁଣ୍ଡ ଓ ବେକ କ୍ୟାନ୍ସର ପାଇଁ ସମ୍ଭାଭିତ ଏକ ନୂଆ ଚିକିତ୍ସା ପ୍ରସ୍ତୁତ କରିଛନ୍ତି । ଦକ୍ଷିଣୀ ଇସ୍ରାଏଲରେ…

ବଦଳିପାରେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ: ଜାଣନ୍ତୁ ପ୍ରସ୍ତୁତିକୁ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସବୁ ଶିକ୍ଷାନୁଷ୍ଠାନ ଓ ସ୍କୁଲ-କଲେଜ ପୂର୍ବଭଳି ଅଫଲାଥନ୍ କ୍ଲାସ ଓ ପରୀକ୍ଷା ହେଉଛି । ଏହାରି ମଧ୍ୟରେ ଦ୍ୱାଦଶ ବିଜ୍ଞାନ ପିଲାଙ୍କ ପରୀକ୍ଷା ସୂଚୀକୁ…

ପରଦା ପଛରେ ‘ରକ୍ତ ଲଢ଼େଇ’: ରୁଷର କୋଟିପତି ରୋମାନ୍ ଆବ୍ରାମୋଭିଚଙ୍କ ଉପରେ କେମିକାଲ ଆଟାକ୍! ଶାନ୍ତି ବୁଝାମଣା ପାଇଁ ଆସିଥିଲେ ଯୁକ୍ରେନ୍

କିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାକୁ ନାଁ ନେଉନାହିଁ । ଏହାରି ମଧ୍ୟରେ ଖବର ମିଳିଛି କି, ୟୁକ୍ରେନରେ କେମିକାଲ ଆଟାକ୍ ଆରମ୍ଭ ହୋଇଛି । ଶାନ୍ତି ବୁଝାମଣା ପାଇଁ କିଭ ପହଞ୍ଚିଥିବା ରୁଷର କୋଟିପତିଙ୍କ ଉପରେ…

ପିଏମ କିଷାନ ଚାଷୀଙ୍କ ପାଇଁ ଖୁସିଖବର: e-KYCର ଡେଡଲାଇନ୍ ବଢ଼ାଇଲେ କେନ୍ଦ୍ର ସରକାର, ଜାଣନ୍ତୁ ନୂଆ ତାରିଖ

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ କେନ୍ଦ୍ର ସରକାର ଦେଶର କୃଷକଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା ପଠାଉଛନ୍ତି । ପ୍ରତି ୪ ମାସରେ ଚାଷୀଙ୍କ ଆକାଉଣ୍ଟକୁ ୨,୦୦୦ ଟଙ୍କା ଟ୍ୟାନ୍ସଫର…

ଏପ୍ରିଲରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ? ଦେଖନ୍ତୁ RBIର ଲିଷ୍ଟ୍

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷର ଆରମ୍ଭ ୧ ଏପ୍ରିଲ ୨୦୨୨ରୁ ହେବାକୁ ଯାଉଛି । ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନ ବ୍ୟାଙ୍କରେ କୌଣସି କାମ ହୋଇନଥାଏ । ଏହା ସହ ଏପ୍ରିଲରେ ଅଲଗା ଅଲଗା ସ୍ଥାନରେ ମୋଟ ୩୦ ଦିନରୁ ୧୫ ଦିନ…