Breaking News ଆଜି ପବିତ୍ର ସ୍ନାନପୂର୍ଣ୍ଣମୀ: ସ୍ନାନବେଦୀରେ ଚତୁର୍ଦ୍ଧାମୂରତି Sushreejyoti Routray Jun 14, 2022 ପୁରୀ(ଓଡ଼ିଶା ଭାସ୍କର): ଆଜି ଜ୍ୟେଷ୍ଠ ମାସର ପବିତ୍ର ପୂର୍ଣ୍ଣମୀ ତିଥି । ଆଜିର ଦିନରେ ଅନୁଷ୍ଠିତ ହେଉଛି ଶ୍ରୀଜିଉଙ୍କ ବେଦସ୍ନାନ ନୀତି । ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ୧୦୮ ଗରା…
Breaking News ଭୁବନେଶ୍ୱରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଯାହାକୁ ପାଇଲା ତାକୁ ହାଣିଲା! Sushreejyoti Routray Jun 13, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଜଣେ ମାନସିକ ଅନଗ୍ରସର ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଭିଏସଏସ ନଗରରେ ଏକାଧିକ ବ୍ୟକ୍ତିଙ୍କୁ ଯୁବକ ଜଣକ ଆକ୍ରମଣ କରିଥିବା ଜଣାପଡିଛି । ଯୁବକଙ୍କ ଛୁରାମାଡ଼ରେ ୨ ଜଣ…
Breaking News IPL ମ୍ୟାଚର ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆକୁ ମିଳିଲା ଅଧିକାର Sushreejyoti Routray Jun 13, 2022 ନୂଆଦିଲ୍ଲୀ: ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆକୁ ମିଳିଛି ଅଧିକାର । ଆଗାମୀ ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଅଧିକାର ମିଳିଛି । ୪୩ ହଜାର ୨୫୫ କୋଟିରେ ୫ ବର୍ଷ ପାଇଁ ଆଗାମୀ ଆଇପିଏଲ ମ୍ୟାଚର…
Breaking News ଝିଅ ଜନ୍ମ ପରେ ଅଭିନେତ୍ରୀ ସେୟାର କଲେ ଡେଲିଭରି Video : ଏପରି ହୋଇଥିଲା ଅବସ୍ଥା Sushreejyoti Routray Jun 13, 2022 ମୁମ୍ବାଇ: ଅଭିନେତ୍ରୀ ପ୍ରଣିତା ସୁଭାଷ ଏବେ ନିଜ ଜୀବନର ସବୁଠାରୁ ସାନଦାର୍ ସମୟ ଉପଭୋଗ କରୁଛନ୍ତି । ମା’ ହେବା ପରେ ପ୍ରଣିତା ନିଜର ସମସ୍ତ ସମୟ ଝିଅକୁ ପାଳିବାରେ ଦେଉଛନ୍ତି ଓ ଅନେକ ସ୍ମୃତିକୁ ସଜାଡି ରଖୁଛନ୍ତି । ଏବେ…
Breaking News ଖବର ପ୍ରସାରଣ ପରେ ଖୋଲିଲା ସିଂହଦ୍ୱାର: ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ Sushreejyoti Routray Jun 13, 2022 ପୁରୀ(ଓଡ଼ିଶା ଭାସ୍କର): ଶେଷରେ ଖୋଲିଲା ସିଂହଦ୍ୱାର । ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସେବାୟତଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ପରେ ସିଂହଦ୍ୱାର ଖୋଲିଥିବା ସୂଚନା ମିଳିଛି । ଚାରିଦ୍ୱାର ବନ୍ଦ ନେଇ…
Breaking News ଅଖଣ୍ଡ ସୌଭାଗ୍ୟ ପାଇଁ କାଲି ପାଳନ୍ତୁ ବଟ ପୂର୍ଣ୍ଣିମା ବ୍ରତ: ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ବିଧି Sushreejyoti Routray Jun 13, 2022 ନୂଆଦିଲ୍ଲ: ଚଳିତବର୍ଷ ବଟ ପୂର୍ଣ୍ଣିମା ବ୍ରତ ୧୪ ଜୁନ୍ ୨୦୨୨ ମଙ୍ଗଳବାର ଦିନ ପାଳନ କରାଯିବ । ଏହି ଦିନ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ବରଗଛ ମୂଳରେ ପୂଜା କରନ୍ତି । ବରଗଛ ମୂଳରେ ତ୍ରିଦେବ ଅର୍ଥାତ୍…
Breaking News ବିଧାନସଭାର ନୂଆ ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ Sushreejyoti Routray Jun 13, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ଶେଷରେ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ । ସ୍ୱତନ୍ତ୍ର ଅଧିବେଶନରେ ନିଦ୍ୱର୍ନ୍ଦ୍ୱରେ ବିକ୍ରମ କେଶରୀ ଆରୁଖ…
Breaking News ଏଣିକି ସରକାରୀ ସ୍କୁଲରେ ପାଠ ପଢ଼ାଇବେ ପ୍ରାଇଭେଟ୍ ଶିକ୍ଷକ Sushreejyoti Routray Jun 13, 2022 ନୂଆଦିଲ୍ଲୀ: ବେସରକାରୀ ଶିକ୍ଷକଙ୍କ ପାଇଁ ଆସିଛି ବଡ଼ ଖୁସିଖବର । ଏଣିକି ବେସରକାରୀ ଶିକ୍ଷକମାନେ ମଧ୍ୟ ସରକାରୀ ଇଂରାଜୀ ବିଦ୍ୟାଳୟରେ ଗେଷ୍ଟ ଫେକଲ୍ଟୀ ଭାବରେ ପାଠ ପଢ଼ାଇପାରିବେ । ସେହି ହିସାବରେ ତାଙ୍କୁ ଘଣ୍ଟା ପ୍ରତି…
Breaking News ପୁଣି ବଢ଼ିଲା କରୋନା ଚିନ୍ତା: ୨୪ ଘଣ୍ଟାରେ ବାହାରିଲେ ୮୦୮୪ ପଜିଟିଭ୍ Sushreejyoti Routray Jun 13, 2022 ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି । ଉପରମୁହାଁ ହେଉଛି କରୋନା ଗ୍ରାଫ୍ । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ…
Breaking News ତେଲେଙ୍ଗାନାରେ ଓଲଟିଲା ଯାତ୍ରୀବାହୀ ବସ୍: ୫ ଓଡ଼ିଆ ମୃତ Sushreejyoti Routray Jun 13, 2022 ମାଲକାନଗିରି(ଓଡ଼ିଶା ଭାସ୍କର): ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୩ ଓ ମେଡିକାଲରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ ନିକଟରେ ଯାତ୍ରୀବାହୀ…