fbpx

୨୦୦ ବେଡର କୋଭିଡ ହସ୍ପିଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଏହାର ମୁକାବିଲା ପାଇଁ ଆଂଶିକ ଲକଡାଉନ୍ ଜାରି ହୋଇଛି । ଏହାରି ମଧ୍ୟରେ ଭବାନୀପାଟଣାରେ ୨୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ…

ଖୁସି ଖବର: ଓଡ଼ିଶାରୁ ଆଜି ୫ ହଜାର ୨୮୧ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୫ ହଜାର ୨୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…

ହାଏରେ କି ପ୍ରେମ! ଏକା ସାଙ୍ଗରେ ଦୁଇ ଦୁଇଜଣଙ୍କୁ ବାହା ହୋଇଗଲେ ଯୁବକ

ପ୍ରେମ ସତରେ ଅନ୍ଧ । ସେଥିରେ ପୁଣି ଅନଲାଇନ୍ ପ୍ରେମ କଥା କହିଲେ ନସରେ । ଲୋକମାନେ ଗୋଟିଏ ସ୍ତ୍ରୀକୁ ସମ୍ଭାଳିପାରୁ ନଥିବା ବେଳେ ଜଣେ ଆଦିବାସୀ ଯୁବକ ଦୁଇ ଦୁଇ ଜଣ ଯୁବତୀଙ୍କୁ ଅନଲାଇନ ଜରିଆରେ ପ୍ରେମ କରି ବାହାହୋଇଛି ।…

ଯାତ୍ରୀଙ୍କ ପାଇଁ ଖୁସିଖବର: ୬୬୦ ଟ୍ରେନକୁ ଅନୁମୋଦନ କରିଛି ରେଳ ବିଭାଗ, ଜାଣନ୍ତୁ କେଉଁ କେଉଁ ରୁଟ୍ ସାମିଲ

ନୂଆଦିଲ୍ଲୀ : ଭାରତର ବିଭିନ୍ନ ରାଜ୍ୟରେ କରୋନା ମାଲଲା ହ୍ରାସ ପାଉଥିବା ବେଳେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗତ ୧୨ ଦିନ ହେବ ଦୈନିକ ୧ ଲକ୍ଷରୁ କମ୍ କରୋନା ପଜିଟିଭ ମାମଲା ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ…

ବାରାମୂଳାରେ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ୍: ୧୨ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର : ଜମ୍ମୁ କଶ୍ମୀରର ବାରାମୂଳାରେ ସୁରକ୍ଷାବାହିନୀଙ୍କୁ ମିଳିଛି ଏକ ବଡ଼ ସଫଳତା । ଆତଙ୍କବାଦୀଙ୍କୁ ସାହାର୍ଯ୍ୟ କରୁଥିବା ୧୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ…

ଦେଶରେ କେବେ ଖୋଲିବ ସ୍କୁଲ? ଜାଣନ୍ତୁ କ’ଣ ଉତ୍ତର ଦେଲେ ସରକାର

ନୂଆଦିଲ୍ଲୀ: କରୋନା କାଳରେ ସାରାଦେଶରେ ସ୍କୁଲ ବନ୍ଦ ହେବା ପରେ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି । ଗୋଟିଏ ପଟେ ଟିକାକରଣ ଅଭିଯାନକୁ ଆହୁରି ଜୋରଦାର କରାଯାଉଥିବା ବେଳେ…

ପଶ୍ଚିମବଙ୍ଗରେ ବିଜେପିକୁ ଜୋରଦାର ଝଟକା: ଦଳ ଛାଡି ଟିଏମସିକୁ ଫେରିଆସିଲେ ୩୦୦ କର୍ମୀ, ଏପରି କରାଗଲା ଶୁଦ୍ଧିକରଣ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସରିଛି ସତ, କିନ୍ତୁ ଏବେ ବି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗଦେଇଥିବା କର୍ମୀମାନେ ଧିରେ ଧିରେ ଘର ବାହୁଡା କରିବାରେ…

ସରକାର ଜାରି କଲେ ନିୟମ: ୩୦ ଜୁନ୍ ପୂର୍ବରୁ ସାରି ଦିଅନ୍ତୁ ଏହି କାମ, ନଚେତ୍ ଗଣିବେ ମୋଟା ଅଙ୍କର ଜୋରିମାନା

ନୂଆଦିଲ୍ଲୀ: ଦେଶର ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟରେ ଆଧାର କାର୍ଡ ଓ ପାନ୍ କାର୍ଡ ଅନ୍ୟତମ । ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲଠାରୁ ନେଇ ବ୍ୟାଙ୍କିଙ୍ଗ କାରବାର ପାଇଁ ପାନ୍ କାର୍ଡ ରହିବା ଆବଶ୍ୟକ । ଏହା ବ୍ୟତିତ…

ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରର ପ୍ରକୋପ ଏବେବି ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଦେଶରେ ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏନେଇ ଏମ୍ସ…