‘ଅଗ୍ନିବୀର’ଙ୍କ ପାଇଁ ବଡ଼ ଘୋଷଣା: ଅର୍ଦ୍ଧସାମରିକ ବଳରେ ମିଳିବ ୧୦ % ସଂରକ୍ଷଣ
ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ସେନାରେ ନିଯୁକ୍ତି ପାଇଁ ଘୋଷିତ ଅଗ୍ନିପଥ ଯୋଜନାର ପ୍ରତିବାଦ ସାରା ଦେଶରେ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଆଜି ‘ଅଗ୍ନିପଥ‘କୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର…