(ଭିଡ଼ିଓ)ରାଜଧାନୀରେ ଡକାୟତି: ବିଜେପି ନେତାଙ୍କ ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ୩୦ ଭରି ଗହଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବେନଶ୍ୱର ଅର୍ନ୍ତଗତ ମଞ୍ଚେଶ୍ୱର ଭୋଟ୍ଟପଡ଼ାରେ ଜଣେ ବିଜେପି ନେତାଙ୍କ ଘରୁ ଡକାୟତି ହୋଇଛି । ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା ସହିତ ୩୦ ଭରି ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।…