ଏହି ଲକ୍ଷଣ ଥିବା ଲୋକଙ୍କୁ ମାଡ଼ିବସୁଛି ଓମିକ୍ରନ, ଜାଣନ୍ତୁ ରକ୍ଷା ପାଇବାର ଉପାୟ

ନୂଆଦିଲ୍ଲୀ: କରୋନା ପରେ ଏବେ ଏହାର ନୂଆ ଭାରିଆଣ୍ଟ ଓମିକ୍ରନ ଲୋକଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି । ଦିନକୁ ଦିନ ଓମିକ୍ରନ ମାମଲା ବଢ଼ିବାରେ ଲାଗିଛି । ପ୍ରତି ଘରେ ଥଣ୍ଡା, ଦେହ ଖରାପ, କାଶ ଆଦିରେ ଲୋକମାନେ ପୀଡ଼ିତ…

(ଭିଡ଼ିଓ) ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ୪ଟି ସ୍ଥାନରେ ଚାଲିଛି ଚଢ଼ାଉ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ଡିଭିଜନର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଦିଗପହଣ୍ଡି ଗ୍ରାମ୍ୟ ଉନ୍ନୟନ ସେକ୍ସନ-୧ କନିଷ୍ଠ ଯନ୍ତ୍ରୀଙ୍କ ଘରେ…

(ଭିଡ଼ିଓ) ଲୁଧିଆନା କୋର୍ଟ ବ୍ଲାଷ୍ଟର ମାଷ୍ଟରମାଇଣ୍ଡ ଜର୍ମାନୀରୁ ଗିରଫ, ରଚିଥିଲା ଏପରି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ପଞ୍ଜାବ ସ୍ଥିତ ଲୁଧିଆନା କୋର୍ଟରେ ହୋଇଥିବା ବିସ୍ଫୋରଣ ମାମଲାରେ ଜର୍ମାନୀରୁ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଜସବିନ୍ଦର ସିଂହ…

ସଲମାନ ଖାନଙ୍କ ପରି ଏହି ଗାୟିକାଙ୍କୁ କାମୁଡ଼ିଲା ସାପ, ଦେଖନ୍ତୁ ଭାଇରାଲ ଭିଡ଼ିଓ

ନୂଆଦିଲ୍ଲୀ: ନିକଟରେ ବଲିଉଡର ଦବଙ୍ଗ ଅଭିନେତା ସଲମାନ ଖାନଙ୍କୁ ସାପ କାମୁଡ଼ିବା ଘଟଣା ସାମ୍ନାକୁ ଆସିଥିଲା । ପାନଭେଲ ସ୍ଥିତ ଫାର୍ମହାଉସରେ ଥିବା ସମୟରେ ସଲମାନଙ୍କୁ ସାପ କାମୁଡ଼ିଥିଲା, ଫଳରେ ତାଙ୍କୁ ହସ୍ପିଟାଲରେ ୬…

(ଭିଡ଼ିଓ)ବିପଦ ସାଜିଛି ମାଞ୍ଜା ସୂତା: କଟକ ପରେ ପୁରୀରେ କଟିଲା ଜଣଙ୍କ ବେକ

ପୁରୀ(ଓଡ଼ିଶା ଭାସ୍କର): ମାଞ୍ଜା ସୂତା ଲାଗି କଟକ ଜଗତପୁରରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ପୁରୀରୁ ବି ସମାନ ଘଟଣା ସାମ୍ନାକୁ ଆସିଛି । ଅସୁସ୍ଥ ପୁଅ ପାଇଁ ବଡ଼ଡାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବା ବେଳେ କୁଣ୍ଢାଇବେଣ୍ଟ…

ଆକାଉଣ୍ଟକୁ ସିଧା ୧୦ ହଜାର ଟଙ୍କା ପଠାଉଛନ୍ତି କେନ୍ଦ୍ର ସରକାର: ମାର୍ଚ୍ଚ ପୂର୍ବରୁ ସାରନ୍ତୁ ଏହି କାମ, ଜାଣନ୍ତୁ ଯୋଜନା ବିଷୟରେ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅନେକ ଜନ କଲ୍ୟାଣମୂଳକ ଯୋଜନା ଆରମ୍ଭ କରିଛନ୍ତି । ଏହା ଅଧୀନରେ ସମାଜର ବିଭିନ୍ନ ବର୍ଗକୁ ସମସ୍ତ ପ୍ରକାରର ସୁବିଧା ଓ ଆର୍ôଥକ ସହାୟତା ଯୋଗାଇ ଦିଆଯାଉଛି । ସେହିପରି କେନ୍ଦ୍ର ସରକାରଙ୍କ…

ଓମିକ୍ରନର ଏହା ହେଉଛି ପ୍ରଥମ ଲକ୍ଷଣ, ସଂକ୍ରମଣ ବ୍ୟାପିବା ପୂର୍ବରୁ ରୁହନ୍ତୁୁ ସାବଧାନ

ଭୁବନେଶ୍ୱର : ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଅତିକ୍ରମ ହୋଇ ସାରିଛି । ଦ୍ରୁତ ଗତିରେ ବଢ଼ିଚାଲିଥିବା କରୋନାର ନୂଆ ଭାରିଆଣ୍ଟ ଡେଲଟା ତୁଳନାରେ ଅଧିକ ସଂକ୍ରମଣର କ୍ଷମତା ରଖୁଛି । ଡେଲଟା ତୁଳନାରେ ଓମିକ୍ରନର…

ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଛୁଟିର ଲିଷ୍ଟ୍

ନୂଆଦିଲ୍ଲୀ: ନୂଆବର୍ଷ ଆସିବାକୁ ଯାଉଛି, ଯାହାର ଶୁଭାରମ୍ଭରେ ଅନେକ ଜିନିଷ ବଦଳିଯିବ । ଜାନୁଆରୀ ୧ରୁ କିଛି ନିୟମ ଲାଗୁ ହୋଇଯିବ ଓ ବ୍ୟାଙ୍କିଙ୍ଗ ସହ ଜଡ଼ିତ ଅନେକ ଜିନିଷରେ ବି ପରିବର୍ତ୍ତନ ହେବ । ତେବେ ଜାନୁଆରୀ ୨୦୨୨ରେ…

ମାଞ୍ଜା ଲାଗି ଯୁବକଙ୍କ ମୃତ୍ୟୁ: ଯାଞ୍ଚ ପାଇଁ CMCର ନିର୍ଦ୍ଦେଶ

କଟକ(ଓଡ଼ିଶା ଭାସ୍କର): କଟକ ଜଗତପୁରରେ ମାଞ୍ଜା ସୂତା ଲାଗି ଜଣେ ଯୁବକଙ୍କ ମୃତ୍ୟୁ ପରେ ପୋଲିସର ତନାଘନା ଆରମ୍ଭ ହୋଇଛି । କମିଶନରେଟ୍ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ମାଞ୍ଜାସୂତା ରଖିଥିବା ଅଭିଯୋଗରେ…

ଦିଲ୍ଲୀର ଜୋତା ଫ୍ୟାକ୍ଟିରେ ଭୀଷଣ ଅଗ୍ନିକାଣ୍ଡ, ନିଆଁ ଲିଭାଇବାରେ ୨୦ ଦମକଳ ଗାଡ଼ି ନିୟୋଜିତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ମଙ୍ଗୋଲପୁର ଅଞ୍ଚଳରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ୨୦ଟି ଦମକଳ ଗାଡ଼ି…