(Video) ମା’ର ମୁଣ୍ଡ ଉପରେ ବୁଲୁଥିଲା ମୃତ୍ୟୁ! କିନ୍ତୁ ଭାଗ୍ୟର ବିଧାନ ଥିଲା କିଛି ଅଲଗା, ଭିଡିଓ ଦେଖି ଲୋକେ କହିଲେ- ‘ଯମରାଜ…

ଯେବେ ଭାଗ୍ୟ ଭଲ ଥିବ, ସେବେ ଭୟଙ୍କର ଦୁର୍ଘଟଣାରୁ ବି ଲୋକମାନେ ବର୍ତ୍ତିଯିବେ । ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ସାମ୍ନାକୁ ଆସୁଛି, ଯେଉଁଥିରେ ଲୋକମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏପରି ଏକ ଭିଡିଓ ଏବେ ସୋସିଆଲ…

(Video)ଭୁବନେଶ୍ୱର ଶିଶୁପାଳଗଡ଼ରେ ATM କାଟି ନେଲେ ଦୁର୍ବୃତ୍ତ, ସାମ୍ନାକୁ ଆସିଲା ଲୁଟ୍ ବେଳର ଦୃଶ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ହୋଇଛି ଏଟିଏମ୍ ଲୁଟ୍ । ଶିଶୁପାଳଗଡ଼ ଲିଙ୍ଗିପୁର୍ ହାଉସିଂବୋର୍ଡ ଛକ ଇନ୍ଦିରା କଲୋନୀରେ ଥିବା ଏସବିଆଇର ଏଟିଏମକୁ କାଟି ନେଇଛନ୍ତି ଦୁର୍ବୃତ୍ତ । ସୋମବାର ବିଳମ୍ବିତ…

ଭାରତର ସବୁଠାରୁ ରହସ୍ୟମୟ ହ୍ରଦ, ଯେଉଁଠାକୁ ଯାଉଥିବା ଲୋକ କେବେ ବି ଫେରିନାହାନ୍ତି

ନୂଆଦିଲ୍ଲୀ: ଆମ ପୃଥିବୀ ଅଗଣିତ ରହସ୍ୟରେ ଭରପୂର ହୋଇ ରହିଛି । ତାହା ଭୂତ ବା ଏଲିଅନ୍ସର ରହସ୍ୟ ହେଉ ବା ଅନ୍ୟ କିଛି । ଭାରତରେ ମଧ୍ୟ ଏପରି ଏକ ରହସ୍ୟ ରହିଛି, ଯାହାର ପରଦା ଆଜି ପର୍ଯ୍ୟନ୍ତ ଉଠିପାରି ନାହିଁ । ଭାରତର…

ଚାଷୀଙ୍କ ପାଇଁ ଖୁସି ଖବର! ସାର ଉପରେ ଜାରି ରହିବ ସବସିଡି

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ, ଚୀନ ପକ୍ଷରୁ ଅଧିକ କ୍ରୟ ଓ ଅନ୍ତର୍ଜାତୀୟ ସାରର ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଚାଷୀଙ୍କୁ ଶସ୍ତା ମୂଲ୍ୟରେ ସାର ଯୋଗାଣ ଜାରି ରଖିବେ ସରକାର । ଏହି କାରଣରୁ ଚଳିତ ଆର୍ଥିକ ବର୍ଷରେ ବାର୍ଷିକ…

କଟକରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ଛାନଭିନ୍ ଜାରି

କଟକ(ଓଡ଼ିଶା ଭାସ୍କର): କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହଷ୍ଟେଲରୁ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଏସସିବି ନିଆଯାଇଥିଲା । ବିଳମ୍ବିତ ରାତିରେ…

ମଦ ପିଉଥିବା ଧରାପଡିଲେ ୫୦୦୦ ଟଙ୍କା ଜରିମାନା; ଲାଗିଲା କ୍ୟାବିନେଟ୍ ମୋହର

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ଏହି କ୍ୟାବିନେଟ୍ ବୈଠକରେ ମୋଟ ୧୪ ଏଜେଣ୍ଡା ଉପରେ ମୋହର ଲାଗିଛି, ଯେଉଁଥିରେ ସବୁଠାରୁ…

ନିଆଁରେ ଫସିଥିଲା ପରିବାର: ଶିଶୁକୁ ଛାତିରେ ଧରି ଦୌଡ଼ିଲେ ବାହାଦୂର କନେଷ୍ଟବଳ, ଫୋନରେ ଏପରି କହିଲେ ମୁଖ୍ୟମନ୍ତ୍ରୀ(Video)

କରୌଲି: ପୋଲିସକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହେବା କଥା ତ ଆପଣମାନେ ପ୍ରାୟତଃ ଶୁଣିଥିବେ । କିନ୍ତୁ ଖାକି ପୋଷାକକୁ ନେଇ ବିଶ୍ୱାସର ଏପରି ଏକ ଫଟୋ ସାମ୍ନାକୁ ଆସିଛି, ଯାହାକି ମାନବିକତାର ଏକ ଉଦାହରଣ ସୃଷ୍ଟି କରିବା…

ଆକାଶଛୁଆଁ ହେବାରେ ଲାଗିଛି ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେତେ ହେଲା ମହଙ୍ଗା?

ନୂଆଦିଲ୍ଲୀ: ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ-ଡିଜେଲ ଦର ଲଗାତାର ଭାବେ ବଢ଼ାଇବାରେ ଲାଗିଛନ୍ତି । ମଙ୍ଗଳବାର ଅର୍ଥାତ୍ ଆଜି ମଧ୍ୟ ପେଟ୍ରୋଲ-ଡିଜେଲ ଦରରେ ଲିଟର ପିଛା ୮୦ ପଇସା ମହଙ୍ଗା ହୋଇଛି । କମ୍ପାନୀ ନିଜର…

ବାରମ୍ବାର ଆଙ୍ଗୁଠି ଫୁଟାଇବା ଦ୍ୱାରା ହୋଇପାରେ ଏହି ସମସ୍ୟା

ନୂଆଦିଲ୍ଲୀ: ଆମ ଭିତରେ ଅନେକ ଲୋକ ଏପରି ଅଛି, ଯେଉଁମାନଙ୍କୁ ଆଙ୍ଗୁଠି ଫୁଟାଇବାର ଅଭ୍ୟାସ ରହିଛି । ସେମାନେ ଦିନକ ଭିତରେ ଅନେକ ଥର ଆଙ୍ଗୁଠି ଫୁଟାଇଥାନ୍ତି । କେବେ ଆପଣ ଭାବିଛନ୍ତି କି, ଆଙ୍ଗୁଠି ଫୁଟାଇବା ଦ୍ୱାରା…

ଥାନାରେ ପହଞ୍ଚିଲା ଶ୍ରୀଜଗନ୍ନାଥଙ୍କ ଚୁଲି ଭଙ୍ଗା ମାମଲା

ପୁରୀ(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୋଷଘର ଚୁଲି ଭାଙ୍ଗିବା ମାମଲା ଏବେ ଥାନାରେ ପହଞ୍ଚିଛି । ସୂଚନା ଅନୁସାରେ, ଶ୍ରୀମନ୍ଦିର ରୋଷଘରେ ୮୦ରୁ ଅଧିକ ଚୁଲି ଭଙ୍ଗାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…