ଗୋଟିଏ ଘରେ ୨ ପତ୍ନୀଙ୍କୁ ରଖିଥିଲା ବ୍ୟକ୍ତି: ରାତିରେ ଶୋଇବା ପାଇଁ ହେଉଥିଲା ଝଗଡ଼ା, ପରେ ସ୍ୱାମୀ …

କାଙ୍କର: ଛତିଶଗଡ଼ର କାଙ୍କର ଜିଲ୍ଲାରେ ସ୍ୱାମୀଙ୍କୁ ନେଇ ୨ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା । ରାତିରେ ଶୋଇବାକୁ ନେଇ ଝଗଡ଼ା ଏତେ ବଢ଼ିଗଲା ଯେ, ଜଣେ ମହିଳାଙ୍କୁ ଜୀଅନ୍ତା ଜଳାଇବାକୁ ପ୍ରୟାସ କରାଯାଇଥିଲା । ମହିଳା ଜଣକ କୌଣସି…

ନୟାଗଡ଼ରେ ବସ୍-ଟ୍ରକ୍ ମୁହାଁମୁହିଁ: ଜଣେ ମୃତ, ୧୫ ଆହତ

ନୟାଗଡ଼(ଓଡ଼ିଶା ଭାସ୍କର): ନୟାଗଡ଼ ଜିଲ୍ଲା ଟାକେରା ଘାଟି ନିକଟରେ ବସ୍-ଟ୍ରକ୍ ମୁହାଁମୁହିଁ ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ଏହି ୧୫ ଜଣଙ୍କର ମଧ୍ୟରୁ ୭ ଜଣ ଗୁରୁତର…

ଆଗାମୀ ୫ ଦିନ ଆକାଶରୁ ହେବ ଅଗ୍ନିବର୍ଷା: ଏହି ରାଜ୍ୟ ପାଇଁ IMDର ହାଇଆଲର୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ଉତ୍ତାପ ବଢ଼ିବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ଅନୁସାରେ, ରାଜସ୍ଥାନ, ଗୁଜରାଟ, ହରିୟାଣା, ପଞ୍ଜାବ, ଦିଲ୍ଲୀ, ଜମ୍ମୁ-କାଶ୍ମୀର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଓ…

ପୋଲିସକର୍ମୀଙ୍କ ଛୁଟି ଆବେଦନ ଦେଖି ସିନିଅର ଅଫିସର ଆଶ୍ଚର୍ଯ୍ୟ: ବିବାହ ବାର୍ଷିକୀକୁ କହିଲେ ‘ପଶ୍ଚାତାପ ଦିବସ’

ଅମରାବତୀ: ମହାରାଷ୍ଟ୍ରରେ ଜଣେ ପୋଲିସକର୍ମୀଙ୍କ ଛୁଟି ପାଇଁ ଏପରି ଆବେଦନ କଲେ, ଯାହାକୁ ନେଇ ସିନିୟର ଅଫିସର ଆଶ୍ଚର୍ଯ୍ୟ ହୋଇଗଲେ । ଏହାର ଚର୍ଚ୍ଚା ମଧ୍ୟ ଜୋରସୋରରେ ଚାଲିଛି । ସୂଚନା ଅନୁସାରେ, ଅମରାବତୀ ଜିଲ୍ଲାରେ ଜଣେ…

(Video)ସରିଲା ହାଇଡ୍ରାମା: ବନ୍ଧକ ଥିବା ୧୨ ସମିତି ସଭ୍ୟ ମୁକ୍ତ, ଅଭିଯୋଗକୁ SDPOଙ୍କ ଖଣ୍ଡନ

ଛତ୍ରପୁର(ଓଡ଼ିଶା ଭାସ୍କର): ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଆରମ୍ଭ ହୋଇଥିବା ହାଇଡ୍ରାମା ଶେଷ ହୋଇଛି । ବନ୍ଧକ ଥିବା ୧୨ ସମିତି ସଭ୍ୟ ମୁକ୍ତ ହୋଇଥିବା ସୂଚନା ମିଳିଛି । ଗଣମାଧ୍ୟମରେ ଖବର ପ୍ରସାରଣ ପରେ…

(video) ଭିଜିଲାନ୍ସ ଜାଲରେ RMC ଇନ୍ସପେକ୍ଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଆରଏମସି ଇନ୍ସପେକ୍ଟର । ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟି ଇନ୍ସପେକ୍ଟର ବନମାଳୀ ନାଏକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ ଟାଉନରେ ଥିବା ବନମାଳୀଙ୍କ…

(ଦେଖନ୍ତୁ Video)ଛତ୍ରପୁରରେ ହାଇଡ୍ରାମା: ୧୨ ସମିତି ସଭ୍ୟଙ୍କୁ ଅଟକ ରଖିଛି ପୋଲିସ, ଉଦ୍ଧାର ପାଇଁ…

ଛତ୍ରପୁର(ଓଡ଼ିଶା ଭାସ୍କର): ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା ଖେଳ । ଛତ୍ରପୁର ବ୍ଲକ ଅଧଃକ୍ଷ ସାନି ନିର୍ବାଚନରେ ପୁଣି ଥରେ ଆରମ୍ଭ ହୋଇଛି ହାଇଡ୍ରାମା । ଗୋଟିଏ ଗୋଷ୍ଠୀର ୧୨ ସମିତି…

ସୋରରେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା, ପତ୍ନୀ ଗୁରୁତର

ସୋର(ଓଡ଼ିଶା ଭାସ୍କର): ସୋରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା, ଯେଉଁଠାରେ ଜଣେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା କରାଯାଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ହୋଇଛନ୍ତି । ବିଲ ଭିତରୁ ଅପସରପ୍ରାପ୍ତ ଅଧ୍ୟାପକଙ୍କ…

ଆଜିଠାରୁ ବଣ୍ଟାଯିବ ମାଗଣା ରାସନ: ୩ କିଲୋ ଗହମ ଓ ୨ କିଲୋ ଚାଉଳ ପାଇଁ ନିର୍ଦ୍ଦେଶ

ଲଖନଉ: ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନା ଅଧିନରେ ଏପ୍ରିଲ ୨ରୁ ଏପ୍ରିଲ୧୦ ପର୍ଯ୍ୟନ୍ତ ରାସନ ବଣ୍ଟାଯିବ । ରାସନ କାର୍ଡଧାରୀଙ୍କୁ ପୋର୍ଟେବିଲିଟି ଅଧୀନରେ ରାସନ ପାଇବା ପାଇଁ ସୁବିଧା ରହିବ ଏବଂ ପୋର୍ଟେବିଲିଟି…

ଶ୍ରୀଲଙ୍କାରେ ଅବସ୍ଥା ଗମ୍ଭୀର: ରାଷ୍ଟ୍ରପତି ଘୋଷଣା କଲେ ଜରୁରୀକାଳୀନ ପରିସ୍ଥିତି

ନୂଆଦିଲ୍ଲୀ: ସ୍ୱାଧରନତା ପରଠାରୁ ପଡୋଶୀ ଦେଶ ଶ୍ରୀଲଙ୍କା ବର୍ତ୍ତମାନ ସବୁଠାରୁ ଖରାପ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ଲଗାତାର ହେଉଥିବା ଆନ୍ଦୋଳନ ମଧ୍ୟରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି…