ନେଟଫ୍ଲିକ୍ସର ‘ହାଉସ୍ ଅଫ୍ ସିକ୍ରେଟ୍ସ’ ଡକ୍ୟୁମେଣ୍ଟାରୀରେ ରହିଛି ବୁରାରୀ ମୃତ୍ୟୁ ପଛର ସତ କାହାଣୀ

ନୂଆଦିଲ୍ଲୀ: ଦିଲ୍ଲୀର ବୁରାଡି ଅଞ୍ଚଳରେ ୨୦୧୮ ମସିହାରେ ହୋଇଥିବା ଏକ ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଥିଲା । ଗୋଟିଏ ପରିବାରର ୧୧ ଲୋକ ଫାଶୀରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲେ । ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ…

ହାଇକୋର୍ଟ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କଟକ(ଓଡ଼ିଶା ଭାସ୍କର): ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଜାମିନ ପାଇଁ ହାଇକୋର୍ଟରେ ଆଦେବନ କରିଛନ୍ତି ପ୍ରଶାନ୍ତ । ତଳ କୋର୍ଟରେ ଜାମିନ ଆବେଦନ ଖାରଜ ପରେ ଏବେ ଜେଲରେ ଅଛନ୍ତି ବିଧାୟକ ।…

ଏନକାଉଣ୍ଟରରେ ଟଳିଲେ ୩ ମାଓବାଦୀ, ଡିଜିପିଙ୍କ ସୂଚନା

ମାଲକାନଗିରି(ଓଡ଼ିଶା ଭାସ୍କର): ମାଲକାନଗିରିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ ହୋଇଛନ୍ତି । ମାଥିଲି ଥାନା ତୁଳସୀ ଫରେଷ୍ଟ ରେଞ୍ଜରେ ଗୁଳି ବିନିମୟ ହୋଇଛି । ନିହତ ୩ ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା ଓ…

ବଢ଼ିଚାଲିଛି କୋଇଲା ସଙ୍କଟ: PMOରେ ଆଜି ବସିବ ବୈଠକ, ଅନେକ ରାଜ୍ୟ ଅନ୍ଧାର ହେବାର ଆଶଙ୍କା

ନୂଆଦିଲ୍ଲୀ: ଭାରତର ଅନେକ ରାଜ୍ୟରେ କୋଇଲା ସଙ୍କଟ ଚିନ୍ତାର କାରଣ ସାଜିଛି । ଭାରତରେ କୋଇଲା ସଙ୍କଟକୁ ନେଇ ଆଜି ଏକ ବଡ଼ ବୈଠକ ହେବାକୁ ଯାଉଛି । ବର୍ତ୍ତମାନର ପରିସ୍ଥିତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ…

ଦିଲ୍ଲୀରୁ ପାକିସ୍ତାନୀ ଆତଙ୍କବାଦୀ ଗିରଫ , ଏକେ-୪୭ ସହ ହ୍ୟାଣ୍ଡ ଗ୍ରେନେଡ ଜବତ

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀର ଲକ୍ଷ୍ମୀନଗରରୁ ଗିରଫ ହୋଇଛି ଜଣେ ପାକିସ୍ତାନୀ ଆତଙ୍କବାଦୀ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଚଢ଼ାଉ କରି ଆତଙ୍କବାଦୀ ଧରିଥିବା ସୂଚନା ମିଳିଛି । ଗିରଫ ଆତଙ୍କବାଦୀଠାରୁ ଏକେ-୪୭ ଓ ହ୍ୟାଣ୍ଡ…

ଏହି ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେବ କେନ୍ଦ୍ର, ମାସକୁ ବଢ଼ିଯିବ ୧୫ ହଜାର ଦରମା

ନୂଆଦିଲ୍ଲୀ: ପାର୍ବଣ ସମୟରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁବଖବର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଥର କେନ୍ଦ୍ରୀୟ କର୍ମଚାରୀଙ୍କ ଭହଙ୍ଗା ଭତ୍ତା ବୃଦ୍ଧି ସହିତ କିଛି କର୍ମଚାରୀଙ୍କ ପଦୋନ୍ନତି ଘୋଷଣା କରିବାକୁ…

ବ୍ରହ୍ମପୁରରେ ଅନଲାଇନ୍ ବେଟିଂ, ୮ ଗିରଫ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ପୋଲିସ କବଜାରେ ଅନଲାଇନ୍ ବେଟିଂ ରାକେଟ । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ଚୌଧୁରୀ ସମେତ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କଠାରୁ ୮.୬୩ ଲକ୍ଷ ଟଙ୍କା, ୧୧…

+୨ ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନ ପାଇଁ ବାହାରିଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): +୨ ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧୨ରୁ ୨୫ ପର୍ଯ୍ୟନ୍ତ ଆଡମିଶନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଅକ୍ଟୋବର ୩୦ରେ ମେରିଟ ଲିଷ୍ଟ ପ୍ରକାଶ…

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ନୋବେଲ କମିଟି ପକ୍ଷରୁ ୨୦୨୧ ପାଇଁ ଅର୍ଥନୀତି ପୁରସ୍କାର ଘୋଷଣା କରାଯାଇଛି । ଅର୍ଥନୀତି ପାଇଁ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ଡେଭିଡ କାର୍ଡ, ଜୋସୁଆ ଡି. ଆଙ୍ଗିଷ୍ଟ ଓ ଗାଇଡୋ ଡବ୍ଲୁ. ଇମ୍ବେନ୍ସଙ୍କୁ…

ହବିଷିଆଳିଙ୍କୁ ପୁରୀ ମନା, ଜାଣନ୍ତୁ କାହିଁକି

ପୁରୀ(ଓଡ଼ିଶା ଭାସ୍କର): କୋଭିଡ ଦୃଷ୍ଟିରୁ କାର୍ତ୍ତିକ ମାସରେ ହବିଷିଆଳିଙ୍କୁ ପୁରୀ ମନା ହୋଇଛି । ହବିଷିଆଳିଙ୍କୁ ପୁରୀ ମନା ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ରବିବାର ସହିତ ନଭେମ୍ବର ୪,୧୬ ଓ ୧୯…